Odia News Portal
Yearly Archives

2020

ମହାବିଷୁବ ପଣା ସଂକ୍ରାନ୍ତିର ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା: ମୋଦି

ନୂଆଦିଲ୍ଲୀ ()ଆଜି ହେଉଛି ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି । ଏହା ସହ ଆଜିର ଦିନକୁ ଓଡ଼ିଆ ନବବର୍ଷ ଭାବେ ମଧ୍ୟ ପାଳନ କରାଯାଇଥାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ମହାବିଷୁବ ପଣା ସଂକ୍ରାନ୍ତିର ଅଭିନନ୍ଦନ ଜଣାଇବା ସହ…

ଏମିତି ପାଳନ ହେଉଛି ପଣା ସଂକ୍ରାନ୍ତି , ଜାଣିଲେ ଆଶ୍ଚର୍ଯ୍ୟ ହେବେ

କରୋନା ମୁକାବିଲା ପାଇଁ ଏକଜୁଟ ହୋଇଛି ସାରା ବିଶ୍ୱ । ଦେଶରେ ଲକ୍‌ଡାଉନ୍‌ ଚାଲିଛି । ଗାଁଠୁ ସହର ଯାଏଁ ସମସ୍ତେ ଏକ ହୋଇ ଏଇ ଲଢ଼େଇ ଲଢୁଛନ୍ତି । କେବଳ ଏତିକି ନୁହେଁ ଏଥିରେ ଭଗବାନ ବି ସାମିଲ ହୋଇଛନ୍ତି । ମନ୍ଦିରରେ ଭକ୍ତ ନାହାନ୍ତି । କେବଳ ଭଗବାନଙ୍କ ନିତିକାନ୍ତି ଚାଲିଛି । ନା ଏକାଠି କେହି…

ଆଖଣ୍ଡଳମଣୀଙ୍କ ଶୀତଳ ଉପଚାର ନୀତି ଆରମ୍ଭ

ଭଦ୍ରକ : ଆଖଣ୍ଡଳମଣୀଙ୍କ ଶୀତଳ ଉପଚାର ନୀତି ଆରମ୍ଭ । ଆଜିଠାରୁ ଭଦ୍ରକର ପ୍ରସିଦ୍ଧ ଶୈବ ପୀଠ ବାବା ଆଖଣ୍ଡଳମଣୀଙ୍କ ପୀଠରେ ଆରମ୍ଭ ହୋଇଛି ଶୀତଳ ଉପଚାର ନୀତି । ୧ ମାସ ଧରି ଚାଲିବ ଉପଚାର ନୀତି । ଭୋର ୪ଟା ୩୦ରେ ପହୁଡ ଖୋଲା ଯାଇ ପ୍ରଥମେ ମଙ୍ଗଳା ଆଳତି କରାଯିବା ପରେ ପଣା ଭୋଗ ବାବାଙ୍କୁ ଲାଗି…

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଲେ ପାଞ୍ଚ ଲକ୍ଷ ଟଙ୍କା

ଭୁବନେଶ୍ବର : ଓଡିଶା ରାଜ୍ୟ ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା)ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କୋଭିଡ-୧୯ ଚିକିତ୍ସା ନିମନ୍ତେ ଜିଲ୍ଲାପାଳଙ୍କ ଜରିଆରେ ୫,୦୦,୦୦୦ଟଙ୍କା(ପାଞ୍ଚ ଲକ୍ଷ)ଦାନ କରାଯାଇଛି। ଅପରାହ୍ନରେ ସଂଘର ସଭାପତି ଶ୍ରୀ ବିନୋଦ ବିହାରୀ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି…

ଆଜି ମହାପ୍ରଭୁଙ୍କର ହେବ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି। ଏହି ଦିନକୁ ଓଡ଼ିଆ ନବବର୍ଷ ଭାବେ ମଧ୍ୟ ପାଳନ କରାଯାଇଥାଏ। ଏହିଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ରହିଥାଏ । ବିଭିନ୍ନ ଯାଗା ଆଖାଡାରେ ଭାଙ୍ଗ ପଣା ସହ କୁସ୍ତିର ଶିକ୍ଷା ଦିଆଯାଇଥାଏ । ମାତ୍ର…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ରବି ରେବତୀ ନକ୍ଷତ୍ରରେ ରହିଥିବାରୁ ଦ୍ୱିଜା ଓ କୃତ୍ତିକା ନକ୍ଷତ୍ରଙ୍କ ମିତ୍ରତା ବୃଦ୍ଧି ଘଟିବ । କୌଣସି ପ୍ରିୟବନ୍ଧୁଙ୍କ ଆଗମନର ସୂଚନା ପାଇବା ସାଙ୍ଗକୁ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ଆନୁଷ୍ଠାନିକ କାମରେ ସହଯୋଗ ଓ ସୁଖ ସମ୍ମାନ ପାଇ ଖୁସି ହେବେ । ଆଶଙ୍କା…

ପିତାଙ୍କ କାର୍ଯ୍ୟ ଅନୁକରଣରେ ପୁତ୍ର

ଭୁବନେଶ୍ୱର () କରୋନା ସଂକ୍ରମଣ ଆଶଙ୍କାରେ ସାରା ଦେଶ ଲକଡାଉନ । ତାଲାବନ୍ଦ ଯୋଗୁ ଥିଲାବାଲା ଲୋକଙ୍କ ସମସ୍ୟା ନାହିଁ । ହେଲେ ଗରିବଗୁରୁବା ଓ ବସ୍ତିରେ ରହୁଥିବା ଲୋକଙ୍କ ଅବସ୍ଥା ଅସମ୍ଭାଳ । ସରକାର ଅବଶ୍ୟ ସେମାନଙ୍କୁ ଆଗୁଆ ଚାଉଳ ଓ ହାଜରେ ଟଙ୍କା ଆର୍ଥିକ ସହାୟତା ଦେଉଛନ୍ତି। ହେଲେ ଏହା…

ଓଲାକୁ ୧୦୦ ପାସ୍

ଭୁବନେଶ୍ୱର() ଓଲାକୁ ମିଳିଲା ପୁଲିସ ପାସ୍‌ ଟ୍ୱିନସିଟିରେ ଏଣିକି ଓଲା କାର ଚଳାଚଳ କରିବ । ପ୍ରଥମ ପ୍ରଯ୍ୟାୟରେ ୧୦୦ଟି ଓଲା କାରକୁ କମିଶନରେଟ ପୁଲିସ ପକ୍ଷରୁ ପାସ ପ୍ରଦାନ କରାଯାଇଛି । ତେବେ ଏହି ଓଲା କାର କେବଳ ମେଡିକାଲ ସେବାରେ ଚଳାଚଳ କରିପାରିବ । ଲୋକଙ୍କୁ ଘରୁ ନେଇ ହସପିଟାଲ ପର୍ଯ୍ୟନ୍ତ…

କରୋନାରୁ ମୁକ୍ତ ହୋଇ ଡିସଚାର୍ଜ ହେଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କୁ ଲଣ୍ଡନ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ସପ୍ତାହେ ହେଲାଣି ସେ ଲଣ୍ଡନର ସେଣ୍ଟ ଥୋମାସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ୧୦ଦିନ ପରେ ତାଙ୍କ ଅବସ୍ଥା ବିଗିଡ଼ିବାରୁ ଚିକିତ୍ସା ପାଇଁ ତାଙ୍କୁ…

ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଆକାଶ ନାଲି ଏବଂ ନାରଙ୍ଗୀ ରଙ୍ଗ କାହିଁକି ଦେଖାଯାଏ?

ଯେତେବେଳେ ଆକାଶ ସମ୍ପୂର୍ଣ୍ଣ ସଫା ହୋଇଥାଏ ସେତେବେଳେ ନୀଳ ରଙ୍ଗର ନଜର ଆସିଥାଏ। ସେହିଭଳି ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ନାରଙ୍ଗୀ ଏବଂ ନାଲି ରଙ୍ଗର ଦେଖାଯାଇଥାଏ। ଏପରି କାହିଁକି ହୋଇଥାଏ? ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟ କ୍ଷୀତିଜ ନିକଟବର୍ତ୍ତୀ ହୋଇଥାନ୍ତି।…