Odia News Portal
Yearly Archives

2020

ଦିନିକିଆ ଗଞ୍ଜାମ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ

ବ୍ରହ୍ମପୁର : ମହାମାରୀ କରୋନା ଭୁତାଣୁ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଜାରି କରିଥିବା ନିର୍ଦ୍ଦେଶନାମା କିଭଳି କାର୍ଯ୍ୟକାରୀ କରାଯାଉଛି ତାହା ପରଖିବାକୁ ପୋଲିସ ମହାନିର୍ଦ୍ଦେଶକ ଆଜି ସକାଳୁ ଗଞ୍ଜାମ ଜିଲ୍ଲା ଦିନିକିଆ ଗସ୍ତରେ ଆସିଥିଲେ । ସେ ପୋଲିସର…

୧୨,୦୦୦ ଡାକ୍ତରଙ୍କ ସହ କଥା ହେଲେ ସଚିନ

ମୁମ୍ବାଇ : ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଦେଶର ୧୨,୦୦୦ ଡାକ୍ତରଙ୍କ ସହ କଥା ହୋଇଛନ୍ତି । ଖେଳ ସମୟରେ ଲାଗିଥିବା ଆଘାତ ବିଷୟରେ ଓ ଅନୁଭବକୁ ଡାକ୍ତରଙ୍କ ସହ ବାଣ୍ଟିଥିଲେ ସଚିନ ।  ତେନ୍ଦୁଲକର ନିଜ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଥିବା କ୍ରିକେଟ କ୍ୟାରିୟରରେ…

ଏହି ପ୍ଲାନରେ ପ୍ରତିଦିନ ମାଗଣାରେ ପାଆନ୍ତୁ ୫ ଜିବି ଇଣ୍ଟରନେଟ୍

ନୂଆଦିଲ୍ଲୀ : କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକ ଏବେ ଘରୁ ଅଫିସର କାମ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତ ସଞ୍ଚାର ନିଗମ ଲିମିଟେଡ୍(ବିଏସଏନଏଲ) ନିକଟରେ ଏକ ଦମଦାର ପ୍ଲାନ ଆଣିଛି। ଏହି ପ୍ଲାନର ଲକ୍ଷ୍ୟ ଘରୁ କାମ କରୁଥିବା ବେଳେ ହେଉଥିବା ଅସୁବିଧାକୁ କମ୍ କରିବା…

ସମ୍ବଲପୁରୀ ମାସ୍କ ତିଆରି କଲେ ଆଇଏଏସ୍‌ ଉଷା ପାଢ଼ୀ

ଭୁବନେଶ୍ୱର : ବରିଷ୍ଠ ପ୍ରଶାସିକା ତଥା ଓଡ଼ିଆ ଅଧିକାରୀ ଉଷା ପାଢ଼ୀ ନିଜ ହାତରେ ତିଆରି କରୁଛନ୍ତି ମାସ୍କ । ସେ ସମ୍ବଲପୁରୀ କପଡ଼ାରେ ସୁନ୍ଦର ସୁନ୍ଦର ମାସ୍କ ତିଆରି କରିଛନ୍ତି । ଆଉ ଏହି ମାସ୍କକୁ ସେ ନିଜେ ଏବଂ ତାଙ୍କ ପ୍ରଶାସକ ସ୍ୱାମୀ ଅରବିନ୍ଦ ପାଢ଼ୀ ମଧ୍ୟ ବ୍ୟବହାର କରୁଛନ୍ତି । ନିଜ…

ଜାଣନ୍ତୁ ୪କରୋନା ଆକ୍ରାନ୍ତଙ୍କ ସମ୍ପୁର୍ଣ୍ଣ ତଥ୍ୟ

ଭୁବନେଶ୍ୱର() ରାଜ୍ୟରେ ଗତକାଲି ଚିହ୍ନଟ ହୋଇଥିବାଚାରି ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସମ୍ପର୍କରେ ଜଣାପଡ଼ିଛି । ୫୧ନମ୍ବର ଆକ୍ରାନ୍ତଙ୍କ ବୟସ ୬୭ବର୍ଷ । ତାଙ୍କ ଘର ସୁନ୍ଦରଗଡ଼ ବିସ୍ରା ଅଞ୍ଚଳରେ । ସେ ଦିଲ୍ଲୀ ନିଜାମୁଦ୍ଦିନ ଫେରନ୍ତା ବୋଲି ସ୍ପଷ୍ଟ ହୋଇଛି । ଆକ୍ରାନ୍ତ ଜଣଙ୍କ ମାର୍ଚ୍ଚ ୫ତାରିଖଷର…

ମା’ ମଙ୍ଗଳାଙ୍କ ଝାମୁ ଯାତ୍ରା ଶେଷ

କାକଟପୁର : କାକଟପୁର ମା ମଙ୍ଗଳାଙ୍କ ପୀଠରେ ଏକମାସ ବ୍ୟାପୀ ଝାମୁ ଯାତ୍ରା ଶେଷ ହୋଇଛି । ତେବେ ଅତ୍ୟନ୍ତ ନିରାଡ଼ମ୍ବର ଭାବରେ, ଭକ୍ତଙ୍କ କୋଳାହଳବିନା ଉତ୍ସବ ସରିଛି । କରୋନା ଭୂତାଣୁର ସଂକ୍ରମଣକୁ ରୋକିବାକୁ ରାଜ୍ୟ ସରକାର ତାଲାବନ୍ଦ ଘୋଷଣା କଲେ । ତାର ସିଧା ସଳଖ ପ୍ରଭାବ ମା ମଙ୍ଗଳାଙ୍କ ଝାମୁ…

ଟିଟିଲାଗଡ଼ରେ ପହଞ୍ଚିଲା କୋଭିଡ-୧୯ ସୁପରଫାଷ୍ଟ ଏକ୍ସପ୍ରେସ

ଟିଟିଲାଗଡ଼ : ଟିଟିଲାଗଡ଼ରେ ପହଞ୍ଚିଲା କୋଭିଡ-୧୯ ସୁପରଫାଷ୍ଟ ଏକ୍ସପ୍ରେସ । ଆଜି ଭୋର ୪ଟାରେ ଟିଟିଲାଗଡ଼ ରେଳ ଷ୍ଟେସନରେ କୋଭିଡ-୧୯ ଟ୍ରେନ୍‌ ପହଞ୍ଚିଛି । ଏହି ଟ୍ରେନକୁ ସ୍ୱତନ୍ତ୍ର ଭାବେ ରଖାଯାଇଛି । ଟ୍ରେନର ସମସ୍ତ ଝରକାକୁ ନେଟ ଦ୍ୱାରା ଘୋଡାଇ ରଖାଯାଇଛି । ୨୦ଟି ବଗି ନେଇ ଆସିଥିବା ଏହି…

ଯୋଡାରେ ଖୋଲିଲା କୋଭିଡ ହସ୍ପିଟାଲ

କେନ୍ଦୁଝର : କରୋନା ସଂକ୍ରମଣରେ ସମଗ୍ର ବିଶ୍ୱ ଆତଙ୍କିତ ହୋଇରହିଛିି। କେନ୍ଦୁଝର ଜିଲ୍ଲାରେ ପ୍ରାୟ ୨ଶହ ନମୁନା ପରୀକ୍ଷା କରାଯାଇଥିବା ବେଳେ ସମସ୍ତ ରିପୋର୍ଟ ନେଗେଟିଭ୍‌ ରହିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ କୋଭିଡ ହସ୍ପିଟାଲ ଖୋଲାଯାଉଛି । ତେବେ କେନ୍ଦୁଝର ଜିଲ୍ଲା…

ଇନଷ୍ଟାଗ୍ରାମ କମ୍ପାନୀର ବଡ ଘୋଷଣା

ସୋସିଆଲ ମିଡିଆ କମ୍ପାନୀ ଇନଷ୍ଟାଗ୍ରାମ ୟୁଜର୍ସଙ୍କ ପାଇଁ ଆଣିଦେଇଛି ଖୁସିଖବର। ନିଜରୟୁଜର୍ସଙ୍କ ପାଇଁ ଡାଇରେକ୍ଟ ମେସେଜିଂ ଫିଚର ଜାରି କରିଛି। ଏହି ଫିଚର ଜରିଆରେ ୟୁଜର୍ସ ନିଜର ଲାପଟପ କିମ୍ବା ଡେସ୍କଟପରେ ଏବେ ଇନଷ୍ଟାଗ୍ରାମ ବ୍ୟବହାର କରିପାରିବେ। ଏହାର ବିବରଣୀ କମ୍ପାନୀର ଅଧିକାରିକ…

ରାଜଧାନୀ ପ୍ରତିଷ୍ଠା ଦିବସ ବନ୍ଦ

ଭୁବନେଶ୍ୱର() କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀ ପ୍ରତିଷ୍ଠା ଦିବସ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ମିଳିଛି । ୧୯୪୮ ମସିହା ଏପ୍ରିଲ୍ ୧୩ତାରିଖ ଦିନ ଐତିହାସିକ ସମ୍ପନ୍ନ ମନ୍ଦିରମାଳିନୀ ନଗରୀ ଭୁବନେଶ୍ୱରରେ ଓଡ଼ିଶାର ନୂତନ ରାଜଧାନୀର ଶିଳାନ୍ୟାସ କରିଥିଲେ ସ୍ୱାଧୀନ…