Odia News Portal
Yearly Archives

2020

ଲକ୍ ଡାଉନ ଯୋଗୁଁ ହେଉଥିବା ସମସ୍ୟା ଦୂର କରିବା ପାଇଁ ପ୍ରୟାସ ଚାଲିଛି

ଭୁବନେଶ୍ୱର() ଦିନକୁ ଦିନ କରୋନା ପାଇଁ ସ୍ଥିତି ବିଗିଡ଼ିବାରେ ଲାଗିଛି । ଏହାରିମଧ୍ୟରେ କୃଷିକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।  ଲକ୍ ଡାଉନ ଯୋଗୁଁ କୃଷି କ୍ଷେତ୍ରରେ କିଛି ସମସ୍ୟା ସୃଷ୍ଟି ହେଉଛି ବୋଲି କୃଷିମନ୍ତ୍ରୀ କହିଛନ୍ତି ।  ଏହି ସମସ୍ୟା ଦୂର ପାଇଁ ପ୍ରୟାସ…

ଏପରି ତାଗିଦ୍ କରୁଛନ୍ତି ଏହି ଫଳ ଦୋକାନୀ

ବାଲେଶ୍ୱର : ଆପଣ ଯଦି ମାସ୍କ ମୁହଁରେ ପିନ୍ଧି ନାହାନ୍ତି ତ ଆପଣଙ୍କୁ ଫଳ ମିଳିବ ନାହିଁ । ଏମିତି ହିଁ ଏକ ନିୟମ ଜାରି କରିଛନ୍ତି ବାଲେଶ୍ୱରର ଏହି ଫଳ ବ୍ୟବସାୟୀ ।ସରକାରଙ୍କ ନିୟମ କଡ଼ାକଡ଼ି ଭାବେ ପାଳନ ପାଇଁ ହେଉ ଅବା କରୋନା ସତର୍କତା ପାଇଁ ହେଉ ନିଜ ଦୋକାନକୁ ଆସୁଥିବା ଗ୍ରାହକଙ୍କ ପାଇଁ…

ଜଗତସିଂହପୁରର ଏହି ଦୁଇଟି ଶକ୍ତିପୀଠରେ ୧୪୪ ଧାରା

ଜଗତସିଂହପୁର : ଶକ୍ତିପୀଠରେ ୧୪୪ ଧାରା, ଜଗତସିଂହପୁର ଜିଲ୍ଲାର ଦୁଇଟି ଶକ୍ତିପୀଠରେ ୧୪୪ ଧାରା ଜାରି କଲା ଜିଲ୍ଲା ପ୍ରଶାସନ। ସେହି ଶକ୍ତିପୀଠ ଦୁଇଟି ହେଉଛି ଝଙ୍କଡ଼ ମା’ ଶାରଳା ପୀଠ ଓ ବାଲିକୁଦା ଥାନା ପରାହାଟ ଭଗବତୀ ମନ୍ଦିର । ପଣା ସଂକ୍ରାନ୍ତି ଝାମୁ ଯାତ୍ରା ପାଇଁ ଲୋକେ ଯେପରି ଏହି…

ଅସହାୟଙ୍କୁ ଖାଦ୍ୟ ଓ ରାସନ ବଣ୍ଟନ କଲା ନନ୍ଦିଘୋଷ ଟିଭି

ଭୁବନେଶ୍ବର()   ମାହାମାରୀ କରୋନା ଵିତ୍ପାତରେ ସାରା ବିଶ୍ୱ ଆଉଟୁ ପାଉଟୁ ହେଉଥିବା ବେଳେ ଏହାର କରାଳ ଦୃଷ୍ଟି ଓଡିଶା ଉପରେ ମଧ୍ୟ ପଡିଛି । ସରକାରଙ୍କ ସତ ଚେଷ୍ଟା ପରେ ମଧ୍ୟ କିଛି ଲୋକ ଖାଦ୍ୟ ପାଇବାରୁ ବଞ୍ଚିତ ହୋଇଥିବା ନଜର ଆସିଛି । ଏଭଳି ଲୋକଙ୍କୁ ସହାୟତାର ହାତ ବଢ଼ାଇଛି ନନ୍ଦିଘୋଷ ଟିଭି…

ବିପତ୍ତି ସମୟରେ ଧର୍ମଶାଳାରେ ରେସନ ବଣ୍ଟନ କଲେ କଳ୍ପତରୁ ଦାସ ନେସନାଲ ଫାଉଣ୍ଡେସନ

ଧର୍ମଶାଳା() କରୋନା ମହାମାରୀ ସମୟରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜୋନ-୧୩ର ଥାନୁଆଳ ଗ୍ରାମପଞ୍ଚାୟତରେ ବାସ କରୁଥିବା ଅସହାୟ , ଗରିବ ଓ ଶ୍ରମିକ ପରିବାରଙ୍କୁ ସହଯୋଗର ହାତ ବଢାଇଛନ୍ତି କଳ୍ପତରୁ ଦାସ ନେସନାଲ ଫାଉଣ୍ଡେସନ । ଏହି ଫାଉଣ୍ଡେସନର ସଦସ୍ୟମାନେ ରେସନ ସାମଗ୍ରୀ ନେଇ…

ମୁଁ ୨୪ଘଣ୍ଟା ଉପଲବ୍ଧ ଅଛି

ନୂଆଦିଲ୍ଲୀ ()ଆଜି କରୋନା ମୁକାବିଲା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲକ୍ ଡାଉନ ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ୨୪ଘଣ୍ଟା ଉପଲବ୍ଧ ରହିଛି ।…

୫୦୦୦ ହଜାର ଲୋକଙ୍କୁ ଏକ ମାସର ରାସନ

ମୁମ୍ବାଇ()  ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ସଚିନ୍ ତେନ୍ଦୁଲକର କରୋନା ଭାଇରସକୁ ଦୃଷ୍ଟିରେ ରଖି ସାହାଯ୍ୟର ହାତ ବଢାଇଛନ୍ତି । ଏକ ଏନଜିଓ ମାଧ୍ୟମରେ ଶିବାଜୀ ନଗର ଓ ଗୋବନ୍ଦୀ ଅଞ୍ଚଳର ଗରିବ ଲୋକଙ୍କ ଏକ ମାସ ସାହାଯ୍ୟ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି । ଏନେଇ ତେନ୍ଦୁଲକରଙ୍କୁ ଧନ୍ୟବାଦ…

ଭୁବନେଶ୍ୱରର ଏହି ୫ ସ୍କୁଲରେ ହେବ ନମୁନା ସଂଗ୍ରହ

ଭୁବନେଶ୍ୱର() ଏଣିକି ସ୍କୁଲରେ ନମୁନା ସଂଗ୍ରହ କରିବେ ମେଡ଼ିକାଲ୍ ଟିମ୍ । ମେଡ଼ିକାଲ ଟିମ୍ ୫ଟି ସ୍କୁଲରେ ନମୁନା ସଂଗ୍ରହ କରିବେ । ୫ଟି ସ୍କୁଲ ହେଉଛି ଚନ୍ଦ୍ରଶେଖର ପୁର ସରକାରୀ ହାଇସ୍କୁଲ, ସହିଦନଗର ସରକାରୀ ହାଇସ୍କୁଲ, ଝାରପଡ଼ା ପ୍ରାଥମିକ ବିଦ୍ୟାଳୟ, ଗଣ୍ଡମୁଣ୍ଡା ୟୁଜି ହାଇସ୍କୁଲ ଓ…

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ଏନପିଏସ ଖାତାରୁ ଉଠାଇହେବ ଟଙ୍କା

ଧାରକ ମାନେ କୋଭିଡ-୧୯ ସହ ଜଡିତ ଚିକିତ୍ସା ଆଦି ପାଇଁ ନିଜ ଏନପିଏସ ବା ରାଷ୍ଟ୍ରୀୟ ପେନସନ ଯୋଜନା ଖାତାରୁ ଆବଶ୍ୟକୀୟ ଟଙ୍କା ଉଠାଇ ପାରିବେ । ପେନ୍ସନ ଫଣ୍ଡ ନିୟାମକ ପ୍ରାଧିକରଣ ମୁଖ୍ୟ ଏନପିଏସର ସମସ୍ତ ଖାତା ଧାରକ ଓ ଅଂଶ ଧାରକଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର କହିଛନ୍ତିକି, କେନ୍ଦ୍ର ସରକାରଙ୍କ…

ବିଶୋଧନହେଲା ପୁରୀ ଶ୍ରୀମନ୍ଦିର ଚତୁର୍ପାଶ୍ୱ

ପୁରୀ : କରୋନା ପାଇଁ ପୁରୀ ବଡ଼ଦାଣ୍ଡ ସାନିଟାଇଜ ହୋଇଛି । ଶ୍ରୀମନ୍ଦିର ଚତୁଃପାଶ୍ୱର୍ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ସାନିଟାଇଜ ହୋଇଛି । ବିଶୋଧନ କାର୍ଯ୍ୟରେ ୧୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜନ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା…