Odia News Portal
Yearly Archives

2020

ମାସ୍କ ନପିନ୍ଧି ଅଡୁଆରେ କଂଗ୍ରେସ ବିଧାୟକ

ଭୁବନେଶ୍ୱର() କରେନା ମୁକାବିଲା ପାଇଁ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ମାସ୍କନପିନ୍ଧିଲେ ପ୍ରଥମ ୩ ଥର ୨୦୦ ଓ ପରେ ୫୦୦ ଟଙ୍କା ଫାଇନ ଆଦାୟ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଗତ ଦୁଇ ଦିନ ତଳୁ ଏହାକୁ ବାଧ୍ୟତାମୂଳକ କରାଯାଇଥିଲେ ହେଁ ଆଜିଠୁ ଫାଇନ ଆଦାୟ…

କେନ୍ଦ୍ରାପଡ଼ା ସ୍ଥିତ ରାଜନଗର ଅଞ୍ଚଳର ଜଣେ କରୋନା ଆକ୍ରାନ୍ତ

କେନ୍ଦ୍ରାପଡ଼ା ()ଗତକାଲି ଓଡ଼ିଶାରେ ଆଉ ୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡ଼ାର ବୋଲି ଜଣାପଡ଼ିଛି । ଆକ୍ରାନ୍ତ ଜଣଙ୍କ କେନ୍ଦ୍ରାପଡ଼ା ସ୍ଥିତ ରାଜନଗର ଅଞ୍ଚଳର ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଏନେଇ ସେହି ଅଞ୍ଚଳକୁ ସିଲ୍ କରିଛି ଜିଲ୍ଲା…

ସୁନ୍ଦରଗଡ଼ରେ କରୋନା

ସୁନ୍ଦରଗଡ଼ ()ଗତକାଲି ଓଡ଼ିଶାରେ ଆଉ ୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨ଜଣ ସୁନ୍ଦରଗଡ଼ ବିସ୍ରାର ବୋଲି ଜଣାପଡ଼ିଛନ୍ତି । ଏନେଇ ସ୍ପଷ୍ଟ କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ । କିନ୍ତୁ ଏନେଇ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଓଡ଼ିଶାରେ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି କୈାଣସି ଗୁରୁତ୍ୱପୂର୍ଣ୍ଣ କାମରେ ନିଜକୁ ନିୟୋଜିତ କରି ବିଶ୍ରାମହୀନ କାମ କରିବାକୁ ପଡିପାରେ। ଗାଡି, ମୋଟର, ପରିବହନ, ପ୍ରଶାସନିକ ସ୍ତରରେ ଆଲୋଚନା, ତଥା ଭ୍ରମଣ ହେତୁକ ଖୁସି ରହିବ। ଭାଇଭାଇ,ସାହିପଡୋଶୀ,ବନ୍ଧୁବାନ୍ଧବ କିମ୍ବା ସହକର୍ମୀଙ୍କ ସହ କଳହ ଲାଗିପାରେ। ବୃଷ…

ରାଜ୍ୟରେ ଆଉ ୪ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର  () ରାଜ୍ୟରେ ଆଉ ୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହୋସହ ଓଡ଼ିଶାରେ ପଜିଟିଭ୍ କେସ୍ ୫୪କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିଜ ୱେସାଇଟ୍ ମାଧ୍ୟମରେ ସୂଚନା ଦେଇଛି । ଉଲ୍ଲେଖଯୋଗ୍ୟ ଯେ କରୋନରେ ରାଜ୍ୟରେ ଏହି ୪ଜଣଙ୍କୁ ମିଶାଇ ୪୧ଜଣ ଆକ୍ଟିଭ୍ କେସ୍…

ପୁରୀରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟର ରଥକାଠ

ପୁରୀ : ଏପ୍ରିଲ ୨୬ତାରିଖ, ପବିତ୍ର ଅକ୍ଷୟ ତୃତୀୟା । ଆରମ୍ଭ ହେବ ରଥନିର୍ମାଣ କାର୍ଯ୍ୟ । ସେଥିପାଇଁ ଆଜି ବଡ଼ଦାଣ୍ଡରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟର  ରଥକାଠ । କୋରୋନାର ଅନେକ କଟକଣା ଭିତରେ ନୟାଗଡ ବନଖଣ୍ଡରୁ ଆଜି ୪୨ ଖଣ୍ଡ ଅସନ ଓ ଧଉରା କାଠ ପହଞ୍ଚିବା ପରେ ତାକୁ ରଥଖଳାରେ ରଖାଯାଇଛି ।…

ସୁନା-ରୁପା ମୂଲ୍ୟରେ ବଡ଼ ପରିବର୍ତ୍ତନ, ଆଜିର ରେଟ୍ କେତେ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କୋରୋନା ମହାସଙ୍କଟ ଦେଖା ଦେଇଛି । ଯାହାର ପ୍ରଭାବ ବୈଶ୍ୱିକ ଅର୍ଥ ବ୍ୟବସ୍ଥା ଉପରେ ପଡିଛି । ଏହାର ପ୍ରଭାବ ମୂଲ୍ୟବାନ ଧାତୁର ମୂଲ୍ୟ ଉପରେ ଦେଖିବାକୁ ମିଳୁଛି ।  କୋରୋନା ସଙ୍କଟ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁରେ ମୂଲ୍ୟରେ କ୍ରମାଗତ…

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସାହାଯ୍ୟ କଲେ କୁନି ଶିଶୁ

ଭଞ୍ଜନଗର : କରୋନାର ମୁକାବିଲାକୁ ନେଇ ସରକାରଙ୍କ ପକ୍ଷରୁ ସାରାଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି। ଜନସାଧାରଣ ମଧ୍ୟ ସଚେତନ ହୋଇ ସରକାରଙ୍କୁ ସମର୍ଥନ ଜଣାଇଛନ୍ତି।ଫଳରେ ଏଭଳି ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ଯାଇ ଦେଶର ଛୋଟପିଲାଙ୍କ ଠାରୁ ଆରମ୍ଭ କରି ବହୁ…

ପ୍ରତି ରିଚାର୍ଜରେ ମିଳୁଛି କ୍ୟାସବ୍ୟାକ୍‌

ଭୋଡାଫୋନ ଏବଂ ଆଇଡିଆ ନିଜର ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଦମଦାର ଅଫର ଲଞ୍ଚ କରିଛନ୍ତି। କମ୍ପାନୀ ଗ୍ରାହକଙ୍କୁ ଏବେ ରିଚାର୍ଜ କରିବାରେ ୬ ପ୍ରତିଶତ କ୍ୟାସବ୍ୟାକ ମିଳିବ। ଭୋଡାଫୋନ ଆଇଡିଆ ରିଚାର୍ଜ ଫର ଗୁଡ ନାମରେ ଦୁଇଟି ନୂଆ ପ୍ରୋଗ୍ରାମ ଆରମ୍ଭ କରିଛି। ଏହି ପ୍ରୋଗ୍ରାମର ଉଦ୍ଦେଶ୍ୟ…

ଭଦ୍ରକରେ ଉଦଘାଟିତ ହେଲା କୋଭିଡ୍ ହସ୍ପିଟାଲ

ଭଦ୍ରକ : ଉଦଘାଟିତ ହେଲା କୋଭିଡ୍ ହସ୍ପିଟାଲ । ଭଦ୍ରକ ସହରର ସାଳନ୍ଦୀ ହସ୍ପିଟାଲରେ ଉଦଘାଟନ ହେଲା କୋଭିଡ ହସ୍ପିଟାଲ । ଏହି କୋଭିଡ ହସ୍ପିଟାଲ ୧୨୦ ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ରହିଛି ୪ ଆଇସିୟୁ । ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି । ଏହି କୋଭିଡ ହସ୍ପିଟାଲ ଆଜି…