Odia News Portal
Yearly Archives

2020

କରୋନା ମୁକାବିଲା ନେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ସହ ରାଜ୍ୟ କୃଷିମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ବର() ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଆଜି ଅପରାହ୍ନ ୪ ଘଟିକା ସମୟରେ ଆୟୋଜିତ ଭିଡ଼ିଓ କନ୍ଫରେନ୍ସିଂଗ ବୈଠକରେ ରାଜ୍ୟର କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୂ ଯୋଗ ଦେଇ କରୋନା ସଂକ୍ରମଣ ମୁକାବିଲା…

କରୋନା ମହାମାରୀ ମୁକାବିଲାରେ ସାମିଲ ହେଲା ନାଲ୍‌କୋ

ଭୁବନେଶ୍ୱର : କରୋନା ମହାମାରୀ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲଢ଼େଇରେ ସାମିଲ ହୋଇଛି ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନି (ନାଲ୍‌କୋ)। ନାଲ୍‌କୋ ପକ୍ଷରୁ କରୋନା ଲଢ଼େଇ ପାଇଁ ୧୦ କୋଟି ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।…

ଏଣିକି ଲୋକଙ୍କ ଘରେ ପହଞ୍ଚାଯିବ ଜରୁରୀ ସାମଗ୍ରୀ

ଲକ ଡାଉନ ସମୟରେ ଲୋକଙ୍କ ନିକଟରେ ଜରୁରୀ ଖାଦ୍ୟ ସାମଗ୍ରୀ ପହଂଚାଇବା ପାଇଁ ହାତ ମିଳାଇଛନ୍ତି ଇ କମର୍ସ ସାଇଟ ଫ୍ଲିପକାର୍ଟ ଓ ଉବର କମ୍ପାନୀ । ଏହି ଦୁଇ କମ୍ପାନୀ ତରଫରୁ ସ୍ପଷ୍ଟ କରାଯାଇଛିକି, ଏପରି ଏକ ଜରୁରୀ ପରିସ୍ଥିତିରେ ଲୋକେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ ସେଥିପାଇଁ ବିଭିନ୍ନ…

୩ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ଫାଇଭ-ଟି ସଚିବ

ଭୁବନେଶ୍ୱର ()କରୋନା ଭାଇରସ୍ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ୩ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ୍ । କରୋନା ମୁକାବିଲା ନେଇ ନିଆଯାଉଥିବା ପଦକ୍ଷେପର ସମୀକ୍ଷା କରିବେ । ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାର ସ୍ଥିତି…

୧୦ ପର୍ୟ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା

ଆଜିଠାରୁ ୧୦ ତାରିଖ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମାଲକାନାଗରିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି । ରାଜ୍ୟର ଅନେକ ସ୍ଥାନରେ ବଢ଼ିଛି ତାପମାତ୍ରା । ୨ ଦିନର ବ୍ୟବଧାନ ପରେ ପୁଣି ଥରେ…

୪କୋଟି ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ

ଭୁବନେଶ୍ବର()   ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ସାଢ଼େ ୪କୋଟି ଜନସାଧାରଣଙ୍କୁ ଧର୍ଯ୍ୟର ସହ ମହାମାରୀ କରୋନା ବିପତ୍ତିକୁ ମୁକାବିଲା କରୁଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଭଳି ଏକ ସଙ୍କଟ…

ଅର୍ଥନୀତିକୁ ୫ ଲକ୍ଷ କୋଟି ଦରକାର,

ନୂଆଦିଲ୍ଲୀ() ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୭.୮ଲକ୍ଷ ଟଙ୍କାର ଋଣ ବଜାରରୁ ନେବାର ପ୍ରସ୍ତୁତିରେ ଅଛନ୍ତି। କିନ୍ତୁ ମୋଦି ସରକାରଙ୍କ ପୂର୍ବତନ ଅର୍ଥସଚିବ ସୁଭାଷ ଚନ୍ଦ୍ର ଗର୍ଗ ଏହି ଋଣ ରିଜର୍ଭ ବ୍ୟାଙ୍କରୁ ନେବାର ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଏହା ଜରୁରୀ ଯେ, ଭାରତ ସରକାର ଏହି…

ଭାରତର ଏଭି ରାଜ୍ୟରେ ସର୍ବାଧିକ ଜଣ କରୋନାରେ ଆକ୍ରାନ୍ତ

ଭାରତରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୫ ହଜାର ୧୯୪କୁ ବୃଦ୍ଧି ହୋଇଛି । ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୯ କୁ ବୃଦ୍ଧି ପାଇଛି । ଏବଂ ୪୦୨ ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧୦୧୮ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୬୪ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ…

ଗଜପତିରେ ଆଜି ଉଦ୍‌ଘାଟନ ହେବ କୋଭିଡ୍‌-୧୯ ହସ୍ପିଟାଲ

ପାରଳାଖେମୁଣ୍ଡି : କରୋନା ମୁକାବିଲା ପାଇଁ ଗଜପତି ଜିଲ୍ଲାରେ ଏକ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ ନିର୍ମାଣ ହୋଇଛି । ବୁଧବାର ଏହାର ଉଦ୍‌ଘାଟନ ହେବ ବୋଲି ପରିଚାଳନା ଦାୟିତ୍ୱ ନେଇଥିବା ହାଇଟେକ୍‌ ମେଡିକାଲ୍‌ କଲେଜ ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହି ହସ୍ପିଟାଲରେ ୧୦…

କାଲି ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର : ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍‌ସିଂରେ ଦିନ ୧୧ଟାରେ ବୈଠକ ବସିବ । ବର୍ତ୍ତମାନ ରାଜ୍ୟରେ କରୋନା ଭାଇରସକୁ ନେଇ ଚିନ୍ତାଜନକ ପରିସ୍ଥିତି ଦେଖାଦେଇଥିବାବେଳେ ଏହି…