ସିଲ ହେଲା ଭୁବନେଶ୍ବରର ସତ୍ୟନଗର
ଭୁବନେଶ୍ୱର() କରୋନା ସତର୍କତା ଦୃଷ୍ଟିରୁ ରାଜଧାନୀ ଭୁବନେଶ୍ୱର ସ୍ଥିତ ସତ୍ୟନଗରକୁ ସିଲ୍ କରାଯାଇଥିବା ନେଇ ସୂଚନା ମିଳିଛି । ସମ୍ପୃକ୍ତ ଅଞ୍ଚଳରେ ଲୋକଙ୍କ ଯିବା ଆସିବାରେ କଟକଣା ଲାଗୁ ହୋଇଛି । ସତ୍ୟନଗର ଅଞ୍ଚଳରେ ଜଣେ ପଜିଟିଭ୍ ଚିହ୍ନଟ ହେବା ପରେ ଏହିପରି କଟକଣା ଲାଗୁ ହୋଇଛି । ସତ୍ୟନଗରରୁ…
