Odia News Portal
Yearly Archives

2020

ଜନଧନ ଆକାଉଣ୍ଟରେ ଆସୁଛି ଏତିକି ଟଙ୍କା

ବିହାର : କରୋନା ଭାଇରସ ସଙ୍କଟରୁ ବାହାରିବା ପାଇଁ ଦେଶରେ ୨୧ ଦିଆଆ ଲକ୍ ଡାଉନ୍ ଜାରି ରହିଛି। ତେବେ ଏହି ଲକ୍ ଡାଉନ କାରଣରୁ ଗରିବ ବର୍ଗଙ୍କୁ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ୁଛି। ଯାହା ପରେ ସରକାର ମହିଳାଙ୍କ ଜନଧନ ବ୍ୟାଙ୍କ ଖାତାରେ ଟଙ୍କା ଟ୍ରାନ୍ସଫର କରିବେ ବୋଲି ଘୋଷଣା କରିଥିଲେ।…

ନିବେଦନକୁ ମନେ ପକାଇଲେ ମୋଦି

ନୂଆଦିଲ୍ଲୀ () ଗତ କିଛି ଦିନ ତଳେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିବେଦନ କରିିଥିଲେ । ସେ ଆଜି ରାତି ୯ଟାରେ ୯ମିନିଟ ପାଇଁ ଘରର ଲାଇଟ ବନ୍ଦ ରଖିବାକୁ ନିବେଦନ କରିଥିଲେ । ସେହି ୯ମିନିଟ ବାଲକୋନି କିମ୍ବା ଘର ବାରଣ୍ଡାରେ ଦୀପ, ମହମବତି ଜଳାଇବାକୁ ସେ ଅନୁରୋଧ କରିିଥିଲେ ।…

ଦେଶରେ ୩ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ

ଦେଶରେ ବଢିବାରେ ଲାଗିଛି କରୋନା ମୃତ୍ୟୁ ସଂଖ୍ୟା । ବର୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ୭୭ ଜଣଙ୍କ ଦେଶରେ ମୃତ ହେଲାଣି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତମାନ ସୁଦ୍ଧା ୩ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପ୍ରତିଦିନ ଦେଶରେ…

ଦିନ ୧୨ଟାରୁ ବ୍ରହ୍ମପୁର ସହରରେ ସଟଡାଉନ

ବ୍ରହ୍ମପୁର : ଆଜି ଦିନ ୧୨ଟାରୁ ବ୍ରହ୍ମପୁରରେ ସଟଡାଉନ । ଯାହା ଆସନ୍ତା କଲି ସକାଳ ୭ଟା ଯାଏ ଲାଗୁ ରହିବ । ତେଣୁ ଆଜି ସକାଳୁ କିଣା କିଣି ପାଇଁ ବଜାରରେ ଭିଡ ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକ ଜିନିଷ କିଣିବା ଲାଗି ଲୋକେ ଘରୁ ବାହାରିଛନ୍ତି । ତେବେ କେବଳ ଚାଲି ଚାଲି ଆସିବାକୁ କୁହାଯାଇଛି…

ଅଧିକ ସମୟ ସୋସିଆଲ ମିଡିଆ ହାନିକାରକ, ବେଳ ଥାଉଥାଉ ହୋଇଯାଆନ୍ତୁ ସତର୍କ

ଆଜିକାଲିର ଜୀବନଶୈଳୀର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି ସୋସିଆଲ ମିଡିଆ। ଆବାଳବୃଦ୍ଧବନିତା ଏହାର ପ୍ରେମରେ। ହେଲେ ଯଦି ଆପଣ ଆବଶ୍ୟକତାଠାରୁ ଅଧିକ ସମୟ ଏହାର ବ୍ୟବହାର କରୁଥାଆନ୍ତି, ତେବେ ସତର୍କ ହୋଇଯାଆନ୍ତୁ। ଏହା ଏକ କୁଅଭ୍ୟାସ। କାରଣ ଏହା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଅନେକ ପ୍ରକାରର…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଶନିମଙ୍ଗଳ ସହଯୋଗରୁ ସ୍ବାସ୍ଥ୍ୟ ଭଲ ଥିଲେ ମଧ୍ୟ କାମ ସମ୍ପନ୍ନ କରିବା କଷ୍ଟକର ହୋଇପଡିବ। ଆର୍ଥିକ କ୍ଷେତ୍ରରେ ଯେମିତି ଖର୍ଚ୍ଚ କରିବେ ସେମିତି ମଧ୍ୟ ପାଇବେ। ଅ-ନାମାକ୍ଷର ବ୍ୟକ୍ତିମାନେ ନିଜ ନିଜ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ନୀଚରାଶିରେ ବୃହସ୍ପତି…

ଓଡିଶାରେ ଆଉ ଏକ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର() ରାଜ୍ୟରେ ଆଉ ଏକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୧ତମ କରୋନା ଆକ୍ରାନ୍ତ ୨୯ବର୍ଷିୟ ଯୁବକ କଳାହାଣ୍ଡି ଅଞ୍ଚଳର । ବାହାରିନରୁ ଆସିଥିଲେ ଏହି ଯୁବକ । ତେବେ ରାଜ୍ୟରେ ୨୧ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଖ୍ୟା ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ପୁରୀ କୋରୋନା ପଜିଟିଭ୍ ଜଣେ ପୋଷ୍ଟମ୍ୟାନ୍, ଭୁବନେଶ୍ବରର ଏହି ସବୁ ସ୍ଥାନରେ ବାଣ୍ଟିଥିଲେ ଚିଠି

ସୂର୍ଯନଗର ଓ ବମିଖାଲ କରୋନା ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ଲିଙ୍କ ବାହାରିଛି । ଉଭୟ ମାମଲାରେ ବାହାରିଛି ରାଜ୍ଯ ବାହାର ଲିଙ୍କ ପ୍ରଦୀପ୍ତ ଦଳ ବେହେରାଙ୍କ ସମ୍ପର୍କୀୟ କଲିକତା ଯାଇଥିଲେ ସେଠାରୁ ସେ ସଂକ୍ରମିତ ହୋଇଛନ୍ତି ବମିଖାଲ କରୋନା ରୋଗୀଙ୍କ ବାପା ଭୋପାଳରେ ରୁହନ୍ତି ସେ ମଧ୍ଯ କରୋନା…

ଏହି କମ୍ପାନୀର ଇଲେକ୍ଟ୍ରୋନିକ ଏବଂ ମୋବାଇଲ ପ୍ରଡକ୍ଟ ଉପରେ ୱାରେଂଟି ବୃଦ୍ଧି

ଭୁବନେଶ୍ୱର : ସାମସଙ୍ଗ କ୍ଷେତ୍ରରେ ଆମ ଗ୍ରାହକଙ୍କ ମଙ୍ଗଳ କାମନା କରିବା ଆମର ପ୍ରାଥମିକତା । ଆମର ପ୍ରତ୍ୟେକ ପଦକ୍ଷେପ ଆପଣଙ୍କୁ ସୁରକ୍ଷା ଦେବା ପାଇଁ ଆମେ ପ୍ରତିବଦ୍ଧ । ବର୍ତମାନର ପରିସ୍ଥିତିକୁ ଦୃଷ୍ଟିରେରଖି ଆମର ସମସ୍ତ ଉତ୍ପାଦ ସୃଙ୍ଖଳାର ଧାର୍ଯ୍ୟ ୱାରେଂଟିକୁ ଆମେ ଆସନ୍ତା ମେ ୩୧…

ଅବ୍ୟାହତ ସଫେଇ ଏବଂ ନିଃସହାୟଙ୍କୁ ଖାଦ୍ୟ ବଂଟନ

ଭୁବନେଶ୍ୱର : କେରୋନା ପ୍ରଭାବକୁ ଏଡାଇବା ପାଇଁ ଗତକାଲି ରାତିରୁ ହୋଇଛି କର୍ଫ୍ୟୁ ।ତେବେ ଏଥିରେ ବ୍ୟାହତ ହୋଇନି ନିୟମିତ କାର୍ଯ୍ୟକ୍ରମ । ଭୁବନେଶ୍ୱର ମହାନଗର ୂନିଗମ ତରଫରୁ ବିଭିନ୍ନ ଅଂଚଳରେ କରାଯାଇଛି ନିୟମିତ ସଫେଇ । ସ୍ୱତନ୍ତ୍ର ପ୍ରବେଶିକା ପ୍ରମାଣପତ୍ର ସହିତ ସଫେଇ କର୍ମଚାରୀମାନେ ଆଜି…