Odia News Portal
Yearly Archives

2020

ଆଜିଠାରୁ ୯ ତାରିଖ ଯାଏ ବର୍ଷା

ଭୁବନେଶ୍ବର() ଆଜିଠାରୁ ୯ ତାରିଖ ପର୍ଯ୍ୟନ୍ତ ୯ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ୯ ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ନୟାଗଡ,ଗଜପତି, ରାୟଗଡା, ନବରଙ୍ଗପୁର, ମୟୁରଭଜ, ଅନୁଗୁଳ, ବୈ।ଦ୍ଧ, ମାଲକାନଗିରି । ଏହିସବୁ ଜିଲ୍ଲାରେ ପ୍ରବଳ ହବ ବୋଲି ପାଣିପାଗ…

ଜିଲ୍ଲାପରିଷଦ ସଭ୍ୟଙ୍କ କରୋନା ସହାୟତା

ଯାଜପୁର ଟାଉନ : କୋରୋନାର ମୁକାବିଲା ପାଇଁ ରିଲିଫ ପାଣ୍ଠିକୁ ଦାନ କରିବାକୁ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଦେଶ ବାସୀଙ୍କୁ ନିବେଦନ କରିଥିଲେ । ଯାଜପୁରରେ ଏଥିପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ ବିଭିନ୍ନ ସମାଜସେବୀ,ଲୋକପ୍ରତିନିଧି,ସ୍ୱେଚ୍ଛାସେବୀ ମାନେ ରିଲିଫ ଫଣ୍ଡକୁ ଦାନ କରୁଛନ୍ତି ।…

ଲଜ୍ଜା ଓ ଭୟ କଲେ ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ

ଭୁବନେଶ୍ୱର ()ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି । ତବଲିଗି ଜମାତରୁ ଫେରିଥିବା ୨୮ଜଣଙ୍କୁ ଯୋଗାଯୋଗ କରାଯାଇଛି । ନମୁନା ପରୀକ୍ଷାରେ ୨୫ଜଣ ନେଗେଟିଭ ଓ ୩ଜଣ…

କରୋନାରେ ଆକ୍ରାନ୍ତ ହେବା କେତେଦିନ ପରେ ନିଶ୍ୱାସରେ କଷ୍ଟ ହୁଏ, ଜାଣନ୍ତୁ

କୋଭିଡ୍-୧୯ର ଲକ୍ଷଣ ସାଧାରଣ ଥଣ୍ଡା ସହ ସମାନ । ଯଦି ଆପଣ ରୋଗୀର ଖରାପ ଅବସ୍ଥାକୁ ଅତି ନିକଟରୁ ଦେଖିବା ଆରମ୍ଭ କରନ୍ତି, ତେବେ ଏହାକୁ ଚିହ୍ନଟ କରିପାରିବେ । ତେବେ ଆସନ୍ତୁ ଜାଣିବା କରୋନା ଭାଇରସର ପ୍ରାଥମିକ ଲକ୍ଷଣ ଓ ଏହା କିପରି ବଢିଥାଏ… ପ୍ରଥମ ଦିନ – ରୋଗୀକୁ ଜୋରରେ ଜ୍ୱର ହେବା ଆରମ୍ଭ…

ପୁଣି କରୋନାକୁ ନେଇ ମିଥ୍ୟା ପ୍ରଚାର, ଜଣେ ଗିରଫ

ଯାଜପୁର : କରୋନାକୁ ନେଇ ମିଥ୍ୟା ପ୍ରଚାର କରି ଗିରଫ ହୋଇଛନ୍ତି ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ଅରଖପୁର ଗ୍ରାମର ମନୋରଞ୍ଜନ ଜେନା । ସେ ଜଣେ ଦଳିତ ନେତା। ‘ବୈଷ୍ଣୋଦେବୀ ମନ୍ଦିରରେ ଫସିଥିବା ୪୦୦ ଭକ୍ତଙ୍କ ମଧ୍ୟରୁ ୧୪୫ ଜଣ କରୋନା ସଂକ୍ରମଣ, ସମସ୍ତଙ୍କୁ ମାରିଦେବେ’ ଭଳି ମିଛ ଖବର ସେ…

ରଦ୍ଦ ହେଲା ନଭେମ୍ବରରେ ଭାରତରେ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପ୍

ଭାରତରେ ନଭେମ୍ବରରେ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପକୁ କରୋନା ଭାଇରସ ଯୋଗୁ ସ୍ଥଗିତ କରାଯାଇଛି। ଏନେଇ ଫିଫା କନଫେଡରେସନ ୱାର୍କିଂ ଗ୍ରୁପ ସୂଚନା ଦେଇଛି। ଏହି ବିଶ୍ୱକପ ନଭେମ୍ବର ୨ରୁ ୨୧ ତାରିଖ ପର୍ଯ୍ୟନ୍ତ ଦେଶର ୫ଟି ସ୍ଥାନରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ହୋଇଥିଲା। ଫିଫା…

ପିପିଲିର ଏହି ତିନିଟି ଅଞ୍ଚଳକୁ ଏପ୍ରିଲ ୧୪ ଯାଏଁ ସଟଡାଉନ

ପୁରୀ : ପୁରୀ ଜିଲ୍ଲା ପିପିଲି ଅଞ୍ଚଳ ଦାନଗହୀରରୁ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ସ୍ଥାନକୁ ଆଜି ଜିଲ୍ଲା ପ୍ରଶାସନ ତରଫରୁ ସିଲ କରିଦିଆଯାଇଛି। ଏଥିସହ ଦାନଗହୀର ସମେତ ଜୟପୁର ଶାସନ ଛକ ଓ ଜୟପୁର ଛକ ଅଞ୍ଚଳକୁ ଆଜିଠାରୁ ଏପ୍ରିଲ ୧୪ ଯାଏଁ ସଟଡାଉନ ଘୋଷଣା କରାଯାଇଛି। ଆଜି ସକାଳ…

ଯାଜପୁରରେ ଆଜି ରାତି ୮ଟା ଠାରୁ ୬ତାରିଖ ରାତି ୮ଟା ପର୍ଯ୍ୟନ୍ତ ସଟ ଡାଉନ

ଯାଜପୁର ଟାଉନ :  ଜିଲାରେ ଜଣେ କୋରୋନା ପଜିଟିଭ ଚିହ୍ନଟ ପରେ ଜିଲା ପ୍ରଶାସନ ର ବଡ଼ ପଦକ୍ଷେପ, ଜିଲା ର ସମସ୍ତ ବ୍ଲକ ମୁଖ୍ୟାଳୟ ଆଖ ପାଖ ଅଞ୍ଚଳ ସହିତ ପ୍ରମୁଖ ବଜାର ଗୁଡିକ ଆଜି ରାତି ୮ ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ସଟ ଡାଉନ ରହିବ ବୋଲି ଜିଲାପାଳ ଘୋଷଣା କରିଛନ୍ତି ।…

୧ ବର୍ଷର ଦରମା ଦାନ କଲେ ଏକତା କପୁର

ଦେଶରେ କରୋନା ସ୍ଥିତିକୁ ନଜରରେ ରଖି ବଲିଉଡର ଅନେକ ସେଲିବ୍ରିଟି ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ ଦେଇସାରିଲେଣି। ଏବେ ଏଥିରେ ସାମିଲ ହୋଇଛନ୍ତି ଏକତା କପୁର। ଶୁକ୍ରବାର ଏକତା ଏକ ଟୁଇଟ ଜରିଆରେ ଏ ବିଷୟରେ ଜଣାଇଛନ୍ତି। ସେ ଲେଖିଛନ୍ତି, ବଲାଜୀ ଟେଲିଫିଲ୍ମସରେ କାମ କରୁଥିବା ସମସ୍ତ…

ଜିଲ୍ଲାପାଳ ଓ ଏସପିଙ୍କୁ ୫-ଟି ସଚିବଙ୍କ ଚିଠି

ଭୁବନେଶ୍ୱର() ଦିଲ୍ଲୀସ୍ଥିତ ନିଜାମୁଦ୍ଦିନ୍‌ରେ ଆୟୋଜିତ ସମାବେଶ ତବଲିଗୀ ଜମାତ୍‌ରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କୁ ଶୀଘ୍ର ଚିହ୍ନଟ କରିବାକୁ ଶନିବାର ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖି ଜଣାଇଛନ୍ତି ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ । ଜିଲ୍ଲାପାଳ, ପୋଲିସ ନିଜ ସୋର୍ସ…