Odia News Portal
Yearly Archives

2020

୫ରେ ପ୍ରମାଣ ଦିଅ

ନୂଆଦିଲ୍ଲୀ()  ଦେଶରେ ୨୧ ଦିନିଆ ତାଲାବନ୍ଦ ଲାଗୁ ହେଉଥିବା ବେଳେ ଆଜି ଭିଡିଓ ବାର୍ତ୍ତା ଜରିଆରେ ଦେଶବାସୀଙ୍କୁ ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଦେଶରେ କରୋନାର ଉଦବେଗଜନିତ ସ୍ଥିତିକୁ ନଜରରେ ରଖି ଆଗାମୀ ଦିନମାନଙ୍କରେ ଲକଡାଉନ କଟକଣାକୁ ଆହୁରୀ କଡାକଡି କରିବା…

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଟପିଲା

ନୂଆଦିଲ୍ଲୀ : ଦେଶରେ ସଂକ୍ରମଣ ବଢିବାରେ ଲାଗିଛି। ଆକ୍ରାନ୍ତ ସଂଖ୍ୟା ୨ ହଜାର ଟପିଛି। ସେହିପରି ମୃତ୍ୟୁ ସଂଖ୍ୟା ବଢି ୫୩ରେ ପହଞ୍ଚିଛି। ତେବେ ବର୍ତ୍ତମାନ ୧ହଜାର ୮୬୦ ଜଣ ଚିକିତ୍ସାଧୀନ ଅଛନ୍ତି। ୧୫୫ ଜଣ ଆରୋଗ୍ୟ ହୋଇ ସାରିଛନ୍ତି। ମହାରାଷ୍ଟ୍ରର ସ୍ଥିତି ସବୁଠୁ ଗମ୍ଭୀର ରହିଛି।…

ସାମ୍ନାକୁ ଆସିଲା ପଞ୍ଚମ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ବିବରଣୀ

ଭୁବନେଶ୍ୱର : ସାମ୍ନାକୁ ଆସିଲା ପଞ୍ଚମ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ବିବରଣୀ, ସ୍ୱାସ୍ଥ୍ୟ ଖରାପ ହେବ ସମୟରେ ସେ କେଉଁଠିକି ଯାଇଛନ୍ତି ଓ କେଉଁ ହସ୍ପିଟାଲ୍ରେ ଚିକିତ୍ସା କରାଇଛନ୍ତି ସେସବୁର ରିପୋର୍ଟକୁ ସାର୍ବଜନୀନ କରିଛନ୍ତି ରାଜ୍ୟସରକାର ।ପଞ୍ଚମ ଆକ୍ରାନ୍ତ ପ୍ରଥମେ ଥଣ୍ଡାରେ ପୀଡ଼ିତ ହୋଇ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଶନିମଙ୍ଗଳ ସହଯୋଗରୁ ସ୍ବାସ୍ଥ୍ୟ ଭଲ ଥିଲେ ମଧ୍ୟ କାମ ସମ୍ପନ୍ନ କରିବା କଷ୍ଟକର ହୋଇପଡିବ। ଆର୍ଥିକ କ୍ଷେତ୍ରରେ ଯେମିତି ଖର୍ଚ୍ଚ କରିବେ ସେମିତି ମଧ୍ୟ ପାଇବେ। ଅ-ନାମାକ୍ଷର ବ୍ୟକ୍ତିମାନେ ନିଜ ନିଜ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ନୀଚରାଶିରେ ବୃହସ୍ପତି…

୯୬୦ ଜଣ ମୌଲାନାଙ୍କୁ କଳାତାଲିକା ଭୁକ୍ତ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ନିଜାମୁଦ୍ଦିନରେ ହୋଇଥିବା ମକରଜ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ତବଲିଗି ଜମାତ ମୌଲାନଙ୍କ ବିପକ୍ଷରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ୯୬୦ ଜଣ ମୌଲାନାଙ୍କୁ କଳାତାଲିକା ଭୁକ୍ତ କରିଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ତାଲିକା…

ଆସନ୍ତାକାଲି ସକାଳ ୯ଟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତା ଜାରି କରିବେ ପ୍ରଧାନମନ୍ତ୍ରୀ

ସମଗ୍ର ଦେଶରେ ମହାମାରୀ କରୋନା ପାଇଁ ଲକଡାଉନ ପରିସ୍ଥିତି ଜାରି ରହିଛି ଏହା ମଧ୍ୟରେ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଟ୍ୱିଟ ଫୁଣି ଲୋକମାନଙ୍କ ମନରେ ବିଭିନ୍ନ ଆଶଙ୍କା ସୃଷ୍ଟି କରିଛି । ଟ୍ୱିଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଆସନ୍ତାକାଲି ସକାଳ ୯ ଟାରେ ମୁଁ…

କୋରୋନା ମାଡ଼ରେ ରାମନବମୀ ଫିକା

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ରାମନବମୀ। ଚୈତ୍ର ଶୁକ୍ଳପକ୍ଷ ନବମୀ ତିଥିରେ ପାଳିତ ହୋଇଥାଏ ଏହି ପବିତ୍ର ପର୍ବ। ଏହି ଧରାପୃଷ୍ଠରେ ଜନ୍ମ ଗ୍ରହଣ କରିଥିଲେ ମର୍ଯ୍ୟାଦାପୁରୁଷ ଶ୍ରୀରାମ। ତେବେ ଦେଶରେ ଲକଡାଉନ ଜାରି ରହିଥିବାରୁ ଫିକା ପଡ଼ିଛି ଏହି ପର୍ବ। କୋରୋନା ପାଇଁ ରାଜ୍ୟ ତଥା ଦେଶରେ…

କୋଭିଡ-୧୯ ବିରୋଧୀ ଲଢ଼େଇ ପାଇଁ ଆର୍‌ବି ପକ୍ଷରୁ ୩୨ଅୟୁତର ଘୋଷଣା

ଭୁବନେଶ୍ୱର : ବିଶ୍ୱର ଅଗ୍ରଣୀ ଉପଭୋକ୍ତା ସ୍ୱାସ୍ଥ୍ୟ ଓ ପରିମଳ କମ୍ପାନୀ ଆରବି, ପକ୍ଷରୁ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ, ପରିମଳ ଏବଂ ପୋଷଣର ପହକୁ ବିକଶିତ କରାଇବା ପାଇଁ ‘ଆର୍‌ବି ଫାଇଟ ଫର ଆକେସେସ୍ ଫଣ୍ଡ’ର ଶୁଭାରମ୍ଭ କରାଯାଇଛି । ଏହି ଫଣ୍ଡର ଏକ ଅଂଶ ଭାବେ ଏହି ଦ୍ରୁତ ପ୍ରସାରିତ ସଂକ୍ରମଣର…

ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କଲା ବିଏମସି

ଭୁବନେଶ୍ୱର() ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କରିଛି ବିଏମସି । ଆକ୍ରାନ୍ତଙ୍କ ନାମ ପ୍ରଦୀପ୍ତ ଦଳବେହେରା ଏବଂ ତାଙ୍କ ଘର ଭୁବନେଶ୍ୱରର ସ୍ଥିତ ସୂର୍ଯ୍ୟନଗର ପ୍ଲଟ ନମ୍ବର ୩୭, ୟୁନିଟ ୭ । ଜନହିତ ଦୃଷ୍ଟିରୁ ପରିଚୟ ଜଣାଇଛି ଭୁବନେଶ୍ୱର ମହାନଗର ନିଗମ । ସେ ବିଦେଶ କିମ୍ବା…

ଏହି ମାସରେ ୧୪ ଦିନ ବନ୍ଦ ରହିବ ସମସ୍ତ ବ୍ୟାଙ୍କ

ଯଦି ଆପଣଙ୍କର ବ୍ୟାଙ୍କରେ କୌଣସି କାମ ରହିଯାଇଛି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ମହତ୍ୱପୂର୍ଣ୍ଣ ପ୍ରମାଣିତ ହେବ। ଏମିତି ଏଥିପାଇଁ କାରଣ ଭରତୀୟ ରିଜର୍ଭ ବ୍ୟାଙ୍କର ୱେବସାଇଟରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ମାସ ଏପ୍ରିଲରେ ବ୍ୟାଙ୍କ ଗୋଟେ କିମ୍ବା ଦୁଇ ଦିନ ନୁହେଁ ବରଂ ୧୪ ଦିନ…