ପଞ୍ଚମ ଆକ୍ରାନ୍ତଙ୍କ ପାଇଁ ପୂରା ସୂର୍ଯ୍ୟନଗର ଅଞ୍ଚଳ ସିଲ
ଭୁବନେଶ୍ୱର: ଚିନ୍ତା ବଢାଇଲେ ପଂଚମ ଆକ୍ରାନ୍ତ । ସଂପୃକ୍ତ ବ୍ୟକ୍ତିଂକ କୌଣସି ବିଦେଶ ବା ଅନ୍ୟ ରାଜ୍ୟ ଗସ୍ତ ନ ଥିଲା। ୫ମ ଆକ୍ରାନ୍ତଂକ ପରିଚୟ ପ୍ରକାଶ କଲେ ସରକାର , ନାମ ପ୍ରଦୀପ୍ତ ଦଳବେହେରା । ସୂର୍ଯ୍ୟନଗର , ପ୍ଲଟ୍ ନଂ ୩୭ , ୟୁନିଟ୍-୭, ଭୁବନେଶ୍ବର, ପ୍ରେସମିଟ୍ ରେ ଘୋଷଣା କଲେ ବିଏମସି…
