ମ୍ୟାନ୍କାଇଣ୍ଡ ଫାର୍ମାର ୨ କୋଟି ସହାୟତା
ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଲଢ଼େଇରେ ସାମିଲ ହୋଇ ମ୍ୟାନ୍କାଇଣ୍ଡ ଫାର୍ମା ଓଡ଼ିଶା ସରକାରଙ୍କୁ ୨ କୋଟି ଟଙ୍କାର ସହାୟତା ଘୋଷଣା କରିଛି । କମ୍ପାନି ଏହି ଅର୍ଥ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିବ । ମ୍ୟାନ୍କାଇଣ୍ଡ ଫାର୍ମା ଅଧ୍ୟକ୍ଷ ଆର୍ ସି ଜୁନେଜା ଏହି…
