Odia News Portal
Yearly Archives

2020

ଏହି ସ୍ଥାନରୁ ୧୪ ଫୁଟ ଲମ୍ଵା ଏବଂ ୨୦ କେଜି ଓଜନର ବିରଳ ଅହିରାଜ ଉଦ୍ଧାର

ଢେଙ୍କାନାଳ()   ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଫାଶିଗାଁ ପୋଖରୀ ନିକଟରୁ ଗୋଟିଏ ଅହିରାଜ ସାପ ଉଦ୍ଧାର ହୋଇଛି । ବନ ବିଭାଗ ସହାୟତାରେ ବନ୍ୟକ ସାପ ଉଧାରକାରୀ ଦଳ ଦ୍ଵାରା ସାପ ଉଦ୍ଧାର କରି ବନ କର୍ମରୀ ମାନଙ୍କ ସହାୟତାରେ ଜଙ୍ଗଲରେ ଛାଡି ଦିଆଯାଇଛି । ଗତକାଲି ଦିନ ପ୍ରାୟ ୪ଟା ସମୟରେ…

କାହିଁକି ପାଳନ କରାଯାଏ April Fool Day, ଜାଣନ୍ତୁ

ଭାରତ ସମେତ ପୂରା ବିଶ୍ୱ ପ୍ରତି ବର୍ଷ ଏପ୍ରିଲ ମାସ ୧ ତାରିଖକୁ ‘ଏପ୍ରିଲ ଫୁଲ ଡ଼େ’ ଭାବେ ପାଳନ କରିଥାଏ । କେତେକ ଦେଶରେ ତ ଏହି ଦିନ ଛୁଟି ଘୋଷଣା କରାଯାଏ । ବର୍ଷ ଯାକରେ ଏହି ଗୋଟିଏ ଦିନରେ ହିଁ ଲୋକେ ପରସ୍ପର ସହ ଥଟା ହୋଇଥାନ୍ତି । ମଜା ମଜାରେ ଅନ୍ୟକୁ ଉଲ୍ଲୂ ବନାଇଥାନ୍ତି । ପୃଥିବୀର…

ଆସନ୍ତୁ ଜାଣିବା ଲକଡାଉନ୍ ସମୟରେ କେତେ କମିଲା ଏଲପିଜି ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ : ଲକଡାଉନ୍ ସମୟ ମଧ୍ୟରେ LPG ସିଲିଣ୍ଡର ମୂଲ୍ୟ ହ୍ରାସ ପାଇଛି । ଇଣ୍ଡେନଙ୍କ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ସିଲିଣ୍ଡରର ମୂଲ୍ୟ ୭୪୪ ଟଙ୍କା ହୋଇଛି। ଏହାପୂର୍ବରୁ ଏହି ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୮୦୫.୫୦ ଟଙ୍କା…

ଭାଇରାଲ ହେଉଛି ନବୀନଙ୍କ ଏହି ଭିଡିଓ, ଦେଖନ୍ତୁ

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକଜୁଟ ହୋଇ କରୋନା ବିରୋଧରେ ଲଢିବାକୁ ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏକ ଟ୍ବିଟ୍‌ ଜରିଆରେ କହିଛନ୍ତି ଯେ, ଆମେ ଓଡିଆମାନେ ଆମର ସାହସିକତା ପାଇଁ ସବୁବେଳେ ଜଣାଶୁଣା ।…

ଗାଡ଼ି ପାସ୍‌ର ଅପବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର () ଲକ୍‌ଡାଉନ୍‌ ଘୋଷଣା ପରେ ମଧ୍ୟ ରାଜଧାନୀରେ ଗାଡ଼ି ଚାଳକଙ୍କ ଭିଡ଼ କମି ନଥିଲା । ରାଜରାସ୍ତା ଠାରୁ ଆରମ୍ଭ କରି ଗଳିକନ୍ଦି ଓ ବଜାରଘାଟରେ ଭିଡ଼ ବଢ଼ିଥିଲା । କେତେକ ଗାଡ଼ି ଚାଳକ ଅନାବଶ୍ୟକ ଭାବେ ବିଭିନ୍ନ ବାହାନା ଦେଖାଇ ରାଜଧାନୀରେ ବୁଲିଲେ । ଫଳରେ କମିଶନରେଟ୍‌ ପୁଲିସ ପାଇଁ…

ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଲାଗି ପଡିଛନ୍ତି ୬ଲକ୍ଷ ଏସଏଚ୍‍ଜିର ୭୦ଲକ୍ଷ ମହିଳା

ଭୁବନେଶ୍ୱର : କରୋନା ମୁକାବିଲାରେ ମିଶନ ଶକ୍ତି ଏବେ ଓଡିଶା ଶକ୍ତି ଭାବେ କାର୍ଯ୍ୟ କରୁଛି । ଏହି ବିପତ୍ତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିଥିବା ପଦକ୍ଷେପରେ ଏବେ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ଅଗ୍ରଭାଗରେ ଅଛନ୍ତି । ରାଜ୍ୟର ଗାଁ ଠାରୁ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଉତ୍ତରାଷାଢ଼ା ନକ୍ଷତ୍ରରେ ମଙ୍ଗଳ ଥିବାରୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ ଆଗଭର ହେବେ। ଉତ୍ତମ ବୁଝାମଣା ଯୋଗୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । ଅଫିସରେ ଜଣେ ବନ୍ଧୁଙ୍କ କାର୍ଯ୍ୟକଳାପକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ । ସନ୍ତାନଙ୍କ ଅଶାନ୍ତ…

ଓଡ଼ିଶାରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ଓଡ଼ିଶାରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଦୁବାଇରୁ ଫେରିଥିବା ଭଦ୍ରକ ଜିଲ୍ଲାର ଜଣେ ଯୁବକଙ୍କ କରୋନା ରିପୋର୍ଟ ପଜିଟିଭ ବାହାରିଛି । ଯୁବକଙ୍କ ବୟସ ୨୯ ହୋଇଥିବା ସୂଚନା ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା…

ପ୍ରାଣ ହରାଇଲେ ଭାଇଜାନଙ୍କ ଭଣଜା ଅବଦୁଲ୍ଲା ଖାନ

ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଭଣଜା ଅବଦୁଲ୍ଲା ଖାନ ଗତକାଲି ବିଳମ୍ବିତ ରାତିରେ ପ୍ରାଣ ହରାଇଛନ୍ତି । ସୂଚନା ଅନୁଯାୟୀ ଅବଦୁଲ୍ଲାଙ୍କ ଫୁସଫୁସରେ ସଂକ୍ରମଣ ହେତୁ ତାଙ୍କୁ ଦୁଇଦିନ ପୂର୍ବରୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅବଦୁଲ୍ଲାଙ୍କ ମୃତ୍ୟୁ ଖବର…

ସବୁ ଜିଲ୍ଲାରେ ଖୋଲିବ କୋଭିଡ୍-୧୯ ହସ୍ପିଟାଲ୍

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାର ଲାଗିଛି । ସ୍ଥିତିକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଥିବା ବେଳେ ଅନ୍ୟ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି । ତେବେ ରାଜ୍ୟ ସରକାର ଆଗୁଆ ପଦକ୍ଷେପ…