Odia News Portal
Yearly Archives

2020

ଇରାନ କାଟିବ ଭାରତ

ନୂଆଦିଲ୍ଲୀ()  ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୩୯୦କୁ ବୃଦ୍ଧି ପାଇଛି । ୩୯୦ରୋଗୀଙ୍କ ମଧ୍ୟରୁ ୩୪୯ଭାରତୀୟ ଥିବା ବେଳେ ୪୧ଜଣ ବିଦେଶୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭ଜଣଙ୍କର…

କରୋନା ପାଇଁ ବନ୍ଦ ହେଲା ସେସୁର କଲେକ୍ସନ କାଉଣ୍ଟର

ଭୁବନେଶ୍ବର()   ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ତାଲା ବନ୍ଦକୁ ଆଖି ଆଗରେ ରଖି ସେସୁ ସମସ୍ତ ଦେୟ ଆଦାୟ କାଉଣ୍ଟର ବନ୍ଦ ରଖିଛି। ଗ୍ରାହକମାନେ ଏହି ସମୟରେ ଅନଲାଇନ୍ ଜରିଆରେ ଦେୟ ଦେଇ ପାରିବେ। ତେବେ ସେସୁ ଅଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ସମସ୍ତ ଅଫିସ୍ ଖୋଲା ରହିବ। କିନ୍ତୁ ଯଥା…

ଏଣିକି ଏକାସାଙ୍ଗରେ ୪ଜଣରୁ ଅଧିକ ଏକାଠି ହୋଇପାରିବେ ନାହିଁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଲକ୍‌ ଡାଉନ୍‌ । ସମଗ୍ର ସହରରେ ୧୪୪ ଧାରା ଜାରି ହୋଇଛି । ଗତକାଲି ରାତି ୯ଟାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ରହିବ । ଏକାସାଙ୍ଗରେ ୪ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ଏହାସହ ଦିଲ୍ଲୀରୁ ସମସ୍ତ ଘରୋଇ ଓ ଆନ୍ତର୍ଜାତିକ ବିମାନ ଉଡାଣ…

ଫାଶୀ ପଇସାରେ ଝିଅ ବାହାଘର କରିବି

ନୂଆଦିଲ୍ଲୀ() ନିର୍ଭୟା ମାମଲାରେ ଅଭିଯୁକ୍ତ ଚାରି ଅଭିଯୁକ୍ତଙ୍କୁ ଶୁକ୍ରବାର ସକାଳ 5:30 ରେ ଫାଶୀ ଦିଆଯାଇଥିଲା। ଫାଶୀ ଘରେ କାହାକୁ ରହିବାକୁ ଅନୁମତି ଦିଆଯାଇନଥାଏ । ଅପରାଧୀଙ୍କୁ ଫାଶୀ ଦେଇଥିବା ପୱନ ଜଲାଦ ଏକ ବିଶେଷ ବାର୍ତ୍ତାଳାପରେ କହିଛନ୍ତି ଯେ ମୁଁ ମୋର ଧର୍ମ ପାଳନ କରିଛି। ଏହା ଆମର…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆପଣଙ୍କ ରାଶିରେ ଶୁକ୍ର ଅବସ୍ଥାନ କରି ଆଭ୍ୟନ୍ତରୀଣ ସୈାନ୍ଦର୍ଯ୍ୟ ପ୍ରତି ମନକୁ ପ୍ରଲୋଭିତ କରିବେ। ଫଳତଃ କଳାନୁରାଗୀ, ସାହିତ୍ୟରସିକତା ଭାବରେ ସମୟ ଅତିବାହିତ କରିବାର ସୁଯୋଗ ପାଇବେ। ମଙ୍ଗଳଙ୍କ କୁପ୍ରଭାବରୁ ବାରମ୍ବାର ଦେହ ଖରାପ ହେଉଥିବାର ଅନୁଭବ କରିପାରନ୍ତି। କାମଗୁଡିକ ଯଥା…

୩୧ ଯାଏ ସବୁ ଟ୍ରେନ ଚଳାଚଳ ବାତିଲ

ନୂଆଦିଲ୍ଲୀ : ଆସନ୍ତା ୩୧ ଯାଏ ସବୁ ଟ୍ରେନ ଚଳାଚଳ ବାତିଲ । ପ୍ରିମିୟମ ଟ୍ରେନ, ଏକ୍ସପ୍ରେସ,ମେଲ, ପାସେଞ୍ଜର୍‌ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି । ସେହିପରି ସବ ଅର୍ବାନ ଟ୍ରେନ, କୋଲକାତା ମେଟ୍ରୋ ରେଲୱେ, କୋଙ୍କଣ ରେଲୱେ ସେବା ମାର୍ଚ୍ଚ ୩୧ ତାରିଖ ବନ୍ଦ ରହିବ । କରୋନା ମୁକାବିଲା ନେଇ…

ରାଜଧାନୀର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିସିପି

ଭୁବନେଶ୍ବର : କରୋନା ମହାମାରୀ ଆତଙ୍କକୁ ରୋକିବା ପାଇଁ ଆଜି ସାରା ଦେଶରେ ଜନତା କର୍ଫ୍ୟୁ ଜାରି ଅଛି। ଏଥି ପାଇଁ ଭୁବନେଶ୍ବରେ କମିଶନ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରାଜଧାନୀରେ ଜନତା କର୍ଫ୍ୟୁ ସଫଳ କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ସମର୍ଥନ କରିଛିନ୍ତି। ଏଥି ପାଇଁ…

୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ସନ୍ଦେହ

କୋରାପୁଟ : ମାଛକୁଣ୍ଡ ଥାନା କଂଚନା ଗାଁରେ ଚାଞ୍ଚଲ୍ୟ। କାର ଭିତରେ ମୃତଦେହ । ପରିତ୍ୟକ୍ତ ଅବସ୍ଥାରେ ପଡିଥିବା କାର୍‌ ମଧ୍ୟରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ସନ୍ଧ୍ୟାରେ ନାବାଳିକା ଜଣକ ଘରର ବାହାରେ ଖେଳୁଥିବାବେଳେ ହତାଠ୍‌ ନିଖୋଜ ହୋଇଯାଇଥିଲେ। ଏନେଇ…

ଏହି ଭାରତର ପେସ୍‌ ବୋଲର୍‌ଙ୍କ ଫେସ୍‌ବୁକ୍‌ ହ୍ୟାକ୍‌ କରିଥିଲେ ତାଙ୍କ ପତ୍ନୀ, କାହିଁକି ଜାଣନ୍ତୁ

ମମ୍ବାଇ : ଭାରତର ପେସ୍‌ ବୋଲର୍‌ ଭୁବନେଶ୍ୱର କୁମାର । ଭୁବନେଶ୍ୱରଙ୍କ ଫେସ୍‌ବୁକ୍‌ ହ୍ୟାକ୍‌ ହୋଇଥିଲା । ତେବେ ତାଙ୍କ ଫେସ୍‌ବୁକ୍‌କୁ କିଏ ହ୍ୟାକ୍‌ କରିଥିଲେ ସେ କଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି କାମ କରିଥିଲେ ଭୁବନେଶ୍ୱରଙ୍କ ପତ୍ନୀ ନୂପୁର । ଆଉ କାରଣ ବି ଚମକାଇ ଦେଲା ଭଳି ।…

ଖାଦ୍ୟ ସୁରକ୍ଷା ଯୋଜନା : ଆଉ ୫ ଲକ୍ଷ ସାମିଲ

ଭୁବନେଶ୍ବର : ରାଜ୍ୟରେ କରୋନାର ମୁକାବିଲା କରିବା ନିମନ୍ତେ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ୫ ଲକ୍ଷ ଗରିବ, ଦୁସ୍ଥ ଓ ବଞ୍ଚିତ ହିତାଧିକାରୀଙ୍କୁ ସାମିଲ କରି ଖାଦ୍ୟ ନିରାପତ୍ତା ଯୋଗାଇଦେବା ନିମନ୍ତେ ସ୍ଥିର କରିଛନ୍ତି । ଏହି ହିତାଧିକାରୀମାନେ ମାସିକ କିଲୋଗ୍ରାମ ପ୍ରତି ୧…