Odia News Portal
Yearly Archives

2020

କରୋନା ଭୂତାଣୁ ସଂକ୍ରମଣରେ ପୋଷା ଜୀବଜନ୍ତୁଙ୍କ କୌଣସି ଭୂମିକା ନାହିଁ

ଭୁବନେଶ୍ୱର()  କରୋନା ଭୂତାଣୁ ସଂକ୍ରମଣ ଭୟରେ ଗୃହପାଳିତ ତଥା ପୋଷା ଜୀବଜନ୍ତୁଙ୍କୁ ପରିତ୍ୟାଗ ନକରିବାକୁ ଗୃହମାଲିକମାନଙ୍କୁ ପରାମର୍ଶ ଦିଆଯାଇଛି ବୋଲି କୃଷି, କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଡ଼ ଅରୁଣ ସାହୁ ସୂଚନା ଦେଇଛନ୍ତି । ଏହି ମର୍ମରେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା…

ଫେରିଲେ ପଞ୍ଜାବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପଢୁଥିବା ୬୯ ଜଣ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଓଡ଼ିଶା ଫେରିଲେ ପଞ୍ଜାବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପଢୁଥିବା ୬୯ ଜଣ ଛାତ୍ରଛାତ୍ରୀ । ଆଜି ଭୋର ସେମାନେ ଦିଲ୍ଲୀରୁ ଆସି ଭୁବନେଶ୍ୱରରୁ ପହଞ୍ଚିଛନ୍ତି । ଓଡ଼ିଶା ମୋ ପରିବାର ପକ୍ଷରୁ ସେମାଙ୍କୁ ଦିଲ୍ଲୀରୁ ଭୁବନେଶ୍ୱର ଅଣାଯାଇଛି । ଭୁବନେଶ୍ୱର ପାନ୍ଥନୀବାସରେ ସମାନଙ୍କ ରହିବା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି କର୍ମକ୍ଷେତ୍ରରେ ଶନି ସହ ଚନ୍ଦ୍ର ଯୋଗ ଆପଣଙ୍କୁ କର୍ମଦକ୍ଷତା, ଉଚ୍ଚ ସମ୍ମାନ, ବନ୍ଧୁଗହଣରେ ପ୍ରଶଂସିତ କରାଇବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ, ଯାନବାହନ ଲାଭ ସହ ଆଇନ ଅଦାଲତରେ ବିଜୟୀ ହେବେ। ଶିଳ୍ପ, ପରିବହନ, ବ୍ୟବସାୟ, ନିର୍ମାଣ, ବିବାଦୀୟ ଘଟଣା ଓ ସଭାସମିତି ତଥା…

ପ୍ରଥମ ଟିକଟକ୍‌ ଭିଡିଓ କଲେ ଜନି ଲିଭର

ବଲିଉଡ ଉଦ୍ୟୋଗର ସବୁଠାରୁ ମାନ୍ୟତା ପ୍ରାପ୍ତ କମେଡିଆନ ଅଭିନେତା ଜନି ଲିଭର ବହୁତ ଜଲଦି ବରୁଣ ଧବଓ୍ଵ ଏବଂ ସାରା ଅଲୀ ଖାନଙ୍କ ‘କୁଲୀ ନମ୍ବର ୧’ର ରିମେକ୍‌ରେ ନଜର ଆସିବା ପୂର୍ବରୁ ଝିଅ ଜେମୀ ଲିଭରଙ୍କ ସହ ଟିକଟକ୍‌ରେ ଏକ ଭିଡିଓ କରିଥିବାର ଦେଖିବାକୁ ମିଳିଛି। କିନ୍ତୁ ଏହି ଭିଡିଓରେ ଯେସ…

ନନ୍ଦିଘୋଷ ଟିଭିରେ କୁନା ତ୍ରିପାଠୀଙ୍କ ନୂଆ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ତଥା ଲୋକପ୍ରିୟ ଚ୍ୟାନେଲ ନନ୍ଦିଘୋଷ ଟିଭିରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ନ୍ୟୁଜ ଭିତ୍ତିକ ବ୍ୟଙ୍ଗାତ୍ମକ କାର୍ଯ୍ୟକ୍ରମ ବାମ୍ଫ । ଲୋକପ୍ରିୟ ଅଭିନେତା କୁନା ତ୍ରିପାଠୀ ଏହାର ଉପସ୍ଥାପନା କରିବେ । ସୋମବାର ଓ ଶୁକ୍ରବାର ରାତି ୯ ଟା ୩୦ ମିନିଟ ରେ ଏହି…

ନବୀନଙ୍କୁ ପ୍ରଶଂସା କଲେ ମୋଦି, ଟ୍ୱିଟ କରି ଏପରି କହିଲେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ଶତମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ବିଦେଶ ଫେରନ୍ତା ଭଉଣୀର କରୋନା ପଞ୍ଜିକରଣ କରାଇ ଚର୍ଚ୍ଚାରେ ଥିବା ନବୀନଙ୍କୁ ପ୍ରଧାନମନ୍ତ୍ରୀ ବି ପ୍ରଶଂସା କରିବାକୁ ଭୁଲି ନାହାଁନ୍ତି। ନବୀନଙ୍କ ଟ୍ୱିଟ ପରେ ମୋଦି ନିଜେ ଟ୍ୱିଟ କରି…

ସମ୍ପର୍କରେ କଳଙ୍କ : ୮ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଦାଦା ଗିରଫ

ଯାଜପୁର : ସମ୍ପର୍କରେ କଳଙ୍କ। ଝିଆରୀକୁ ଦୁଷ୍କର୍ମ କରି ସମ୍ପର୍କୀୟ ଦାଦା ଗିରଫ । ଏଭଳି ଏକ ସଙ୍ଗୀନ୍ ଅଭିଯୋଗ ଆସିଛି  ଯାଜପୁର ଜିଲ୍ଲା ଧର୍ମଶାଳାରୁ। ଯେଉଁଠାରେ ଜଣେ ୮ବର୍ଷର ନାବାଳିକାକୁ ତାର ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ଗତ ୧୪ ତାରିଖ ରାତିରେ…

ଲଞ୍ଚ ହେଲା ଭୋଡାଫୋନର ଧୂଆଁଧାର ପ୍ଲାନ

ଟେଲିକମ୍‌ କମ୍ପାନୀ ନିଜ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ପ୍ଲାନ ଲଞ୍ଚ କରୁଛି। କମ୍ପାନୀ ଗୁଡିକ ନୂଆ ପ୍ଲାନ ସହିତ ପୁରୁଣା ପ୍ଲାନର ଫାଇଦା ମଧ୍ୟ ଦିନକୁ ଦିନ ବଢିଚାଲିଛି। ନିକଟରେ ଭୋଟାଫୋନ ଏବଂ ଆଇଡିଆ ୨୪୯ ଏବଂ ୩୯୯ ଏବଂ ୫୯୯ ଟଙ୍କାର ପ୍ରିପେଡ ପ୍ଲାନ ଲଞ୍ଚ କରିଥିଲା।…

ଦୀର୍ଘଦିନ ନସିରୁଦ୍ଦିନଙ୍କ ସହିତ ଲିଭ-ଇନ୍‌ରେ ବିବାହ କରିଥିଲେ ଏହି ଅଭିନେତ୍ରୀ

ଲୋକପ୍ରିୟ ଅଭିନେତ୍ରୀ ଦୀନା ପାଠକଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ରତ୍ନା ପାଠକ। ଥିଏଟର ଠାରୁ ଆରମ୍ଭ କରି ଟିଭି ଏବଂ ଫିଲ୍ମ ପର୍ଯ୍ୟନ୍ତ ଚାରିଆଡେ ନିଜର ଅଭିନୟ ଯାଦୁ ଦେଖାଇଛନ୍ତି। ବଲିଉଡ୍‌ ଅଭିନେତ୍ରୀ ରତ୍ନା ପାଠକ ଶାହ ବୁଧବାର ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୫୭ ମାର୍ଚ୍ଚ ୧୮ରେ…

ରାଜ୍ୟର କିଛି ଷ୍ଟେସନ୍‌ର ପ୍ଲାଟ୍‌ଫର୍ମ ଟିକେଟ୍‌ ୫ ଗୁଣ

ଭୁବନେଶ୍ୱର : କରୋନାର ପ୍ରଭାବରେ ଲୋକଙ୍କୁ ସଚେତନ କରିବା ସହ ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପୂର୍ବତଟ ରେଳବାଇର ପଦକ୍ଷେପ । ରାଜ୍ୟର କିଛି ଷ୍ଟେସନ୍‌ରେ ପ୍ଲାଟ୍‌ଫର୍ମ ଟିକେଟ୍‌କୁ ୫ ଗୁଣ ବଢ଼ାଇ ଦିଆଯାଇଛି । ଅର୍ଥାତ୍‌ ଏବେ ଷ୍ଟେସନ୍‌ ଭିତରକୁ ଗଲେ ଆପଣ ୧୦ ଟଙ୍କା ବଦଳରେ ୫୦ ଟଙ୍କା ଦେଇ…