Odia News Portal
Yearly Archives

2020

ମାତା ବୈଷ୍ଣୋଦେବୀଙ୍କ ପୀଠକୁ ଯାତ୍ରା ବନ୍ଦ କଲେ ସରକାର

ଶ୍ରୀନଗର: କରୋନା ଭାଇରସ୍‌ର ପ୍ରଭାବ ସାରା ବିଶ୍ୱରେ ପଡ଼ିଥିବାରୁ ଜନ ଗହଳି ସ୍ଥାନଠୁ ଦୂରରେ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ହିନ୍ଦୁମାନଙ୍କର ଧାର୍ମିକ ସ୍ଥଳି ମାତା ବୈଷ୍ଣୋଦେବୀଙ୍କ ପୀଠକୁ ଯାତ୍ରା ବନ୍ଦ କରିଛନ୍ତି ଜାମ୍ମୁ ଓ କାଶ୍ମୀର ସରକାର । ଜାମ୍ମୁ…

ବୃଦ୍ଧି ହେଲା ଡିଜିଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର() ଡିଜି ଅଭୟଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ୨୦୨୧ ଡିସେମ୍ବର ୩୧ ଯାଏଁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି ହୋଇଛି । ଡିଜିଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବ୍ରହ୍ମଚାରୀ ନୁହନ୍ତି ହନୁମାନ

ସ୍ୱାଧିକାର ନ୍ୟୁଜ () ସାରା ଦୁନିଆ ହନୁମାନ ଙ୍କୁ ବାଳ ବ୍ରହ୍ମଚାରୀ ବୋଲି ଜାଣିଚି । ଆପଣ ଜାଣିଛନ୍ତି କି ଶ୍ରୀ ହନୁମାନଙ୍କ ବିବାହ ମଧ୍ୟ ହୋଇଥିଲା ? ହନୁମାନଙ୍କ ସମସ୍ତ ଭକ୍ତ ତାଙ୍କୁ ବ୍ରହ୍ମଚାରୀ ବୋଲି ବିଶ୍ୱାସ କରନ୍ତି । ରାମାୟଣ, ରାମଚରିତ ମାନସରେ ମଧ୍ୟ ହନୁମାନଙ୍କ ଏହି ରୂପ…

ରାଜ୍ୟରେ କରୋନାକୁ ନେଇ ତୃତୀୟ ଦିନର ତଥ୍ୟ ଦେଲେ ବାଗଚୀ

ଭୁବନେଶ୍ୱର() ଗତ ତିନି ଦିନ ପରି ଆଜି ମଧ୍ୟ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କରୋନା ସମ୍ପର୍କିତ ୨୪ଘଣ୍ଟାର ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି କରୋନା ନେଇ କୌଣସି ଅବହେଳାର ପ୍ରଶ୍ନ ଉଠୁନି । ଆଜି ସୁଦ୍ଧା କରୋନା ୧୬୭ଟି ଦେଶକୁ ବ୍ୟାପିଛି । କରୋନାରେ…

ଆଇସୋଲେସନରେ ଅମିତାଭ ବଚ୍ଚନ

ମୁମ୍ବାଇ() ଅଭିନେତା ଅମିତାଭ ବଚ୍ଚନଙ୍କ ଏକ ଟ୍ବିଟ୍ ଏବଂ ଭିଡିଓ ଜୋରଦାର ଭାଇରାଲ ହେଉଛି।କରୋନା ଭାଇରସର ପ୍ରକୋପ ଯୋଗୁଁ କେତେକ ବଲିଉଡ ଷ୍ଟାର ନିଜକୁ ଘରେ ପ୍ୟାକ୍ କରି ନେଇଛନ୍ତି। ଏହି ତାଲିକାରେ ଏବେ ଶେହନଶାହ ଅମିତାଭ ବଚ୍ଚନଙ୍କ ନାଁ ମଧ୍ୟ ଯୋଡ଼ି ହୋଇଯାଇଛି। ବଲିଉଡର ସୁପରଷ୍ଟାର ଅମିତାଭ…

ଆସନ୍ତାକାଲି ଫେରିବ ଜଗନ୍ନାଥଙ୍କ ଟଙ୍କା

ଭୁବନେଶ୍ୱର() ଆସନ୍ତାକାଲି ଫେରିବ ଜଗନ୍ନାଥଙ୍କ ଟଙ୍କା ।ଆସନ୍ତାକାଲି ୟେସ୍ ବ୍ୟାଙ୍କରେ ଜମା ରଖାଯାଇଥିବା ଜଗା ଟଙ୍କା ଉଠାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ଯେହେତୁ ବୁଧବାର ସଂଧ୍ୟାରୁ ୟେସ୍ ବ୍ୟାଙ୍କରୁ ଆର୍ବିଆଇ କଟକଣା ହଟିବ ଓ ଜମାକରୀଙ୍କ ଟଙ୍କା ଉଠାଣ…

୪ ରାଜ୍ୟସଭାକୁ ନିର୍ବାଚିତ

ଭୁବନେଶ୍ୱର() ବିଜେଡିର ୪ ପ୍ରାର୍ଥୀ ରାଜ୍ୟ ସଭାକୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ସୁବାସ ସିଂ,ମୁନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ପ୍ରାର୍ଥିପତ୍ର ପ୍ରତ୍ୟାହାର ଅବଧି ପରେ ଏନେଇ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର । ଆଉ କେହି…

କରୋନା ଓ୍ୱେବସାଇଟରେ ପଞ୍ଜିକରଣ କଲେ ଗୀତା ମେହେଟ୍ଟା

ଭୁବନେଶ୍ୱର()  କରୋନା ଓ୍ୱେବସାଇଟ୍ରେ ପଞ୍ଜିକରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗୀତା ମେହେଟ୍ଟା ଦିଲ୍ଲୀ ପହଞ୍ଚିବା ପରେ ସରକାରୀ ଓ୍ୱେବାସାଇଟ୍ରେ ଏହି ପଞ୍ଜି କରଣ କରିଛନ୍ତି । ସରକାରୀ ପୋର୍ଟାଲ…

କରୋନା ପାଇଁ ମାସକୁ ଦରକାର ଏତିକି ସାନିଟାଇଜର , ଜାଣିଲେ ହୋସ ଉଡିଜିବ…

ନୂଆଦିଲ୍ଲୀ () ପୁରା ବିଶ୍ୱରେ କାୟା ମେଲାଇ ଚାଲିଛି ମହାମାରୀ କରୋନା ଭାଇରସ। କରୋନା ଭାଇରସ୍ କବଳରେ ଏବେ ବିଶ୍ୱର ପ୍ରାୟ ୧୪୮ ଦେଶ । ସାରା ଦୁନିଆରେ କରୋନା ଯୋଗୁ ପ୍ରାୟ ୬୬୧୦ ଜଣ ଲୋକଙ୍କ ପ୍ରାଣହାନୀ ଘଟିଲାଣି । ୧୬୮୦୧୯ ଲୋକ ଏପର୍ୟ୍ୟନ୍ତ ବିଶ୍ୱରେ ଆକ୍ରାନ୍ତ ହେଲେଣି ବୋଲି ବିଶ୍ୱ…

୯ ଜିଲ୍ଲାକୁ ସତର୍କ ସୁଚନା

ଭୁବନେଶ୍ୱର() ୯ଟି ଜିଲ୍ଲାରେ ଘଡଘଡି, ଓ ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡା. ବାଲେଶ୍ୱର, ପୁରୀ, ନୟାଗଡ, ଢ଼େଙ୍କାନାଳ, କେନ୍ଦୁଝର ଓ କଟକ । ଏହି ସମୟରେ…