Odia News Portal
Yearly Archives

2020

କରୋନା ଭାଇରସରେ ଆଉ ଜଣେ ମୃତ୍ୟୁ : ଭାରତର ସଂଖ୍ୟା ତିନି

ସାଉଦି ଆରବରୁ ନିକଟରେ ଫେରିଥିବା ୭୧ ବର୍ଷୀୟ କରୋନା ସନ୍ଦିଗ୍ଧଙ୍କର ମହାରାଷ୍ଟ୍ରର ବୁଲଢାଣ ଜିଲ୍ଲାରେ ଆଜି ମଧ୍ୟାହ୍ନରେ ମୃତ୍ୟୁ ଘଟିଛି । ଡାକ୍ତରଙ୍କ କହିବା ଅନୁଯାୟୀ ମୃତକ ଜଣକ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗୀ ଥିଲେ । କିଛିଦିନ ତଳେ ତାଙ୍କୁ ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି…

ଜିଓ ଆଣୁଛି ବଡ ଧମାକା ! କଣ ଆସନ୍ତୁ ଜାଣିବା

ଜିଓ ପକ୍ଷରୁ ୨୦୧୭ରେ ପ୍ରଥମ ୪ଜି ନେଟଓ୍ଵାର୍କ ସପୋର୍ଟ ଫୋନ ଲଞ୍ଚ କରି ସମଗ୍ର ବିଶ୍ୱକୁ ଚକିତ କରିଦେଇଥିଲା। ଏହିJio phone ର ସଫଳତା ପରେ ପୁଣି ରିଲାଏନ୍ସ jio phone lite ଲଞ୍ଚ କରିବାକୁ ଯାଉଛି। ଏହାକୁ ନେଇ ଜିଓ ପ୍ରସ୍ତୁତି ଚଳାଉଛି। ଯାହାର ମୂଲ୍ୟ ୩୯୯ ଟଙ୍କା ହୋଇପାରେ ବୋଲି ଖବର…

ଚିକେନ୍ ,ଅଣ୍ଡା ଖାଇଲେ ବ୍ୟାପୁନି କରୋନା

ଭୁବନେଶ୍ୱର() ଚିକେନ୍ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ବ୍ୟାପୁନି ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ ଆଜି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, କୁକୁଡ଼ା ଖାଇବା ଦ୍ୱାରା କରୋନା ଭୂତାଣୁ ବ୍ୟାପୁନି । ଗୁଜବକାରୀ କେବଳ ଗୁଜବ ସୃଷ୍ଟି କରୁଛନ୍ତି । ଫଳରେ ଅକାରଣରେ କୁକୁଡ଼ା ଚାଷୀ କ୍ଷତି…

ଆପଣଙ୍କ ଫୋନରେ କରୋନା ଭାଇରସ, ଏପରି ସଫା କରନ୍ତୁ ନିଜର ଫୋନ

କରୋନା ଭାଇରସରୁ ବଞ୍ଚିବା ପାଇଁ କମ ସମୟ ବ୍ୟବଧାନରେ ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା ଏବଂ ଭିଡ଼ ସ୍ଥାନରୁ ବଞ୍ଚି ରହିବା ଭଳି ଅନେକ ପ୍ରକାର ପରାମର୍ଶ ଦିଆଯାଇଥାଏ କିନ୍ତୁ ଏହି ସମୟରେ ଏକ ଏପରି ଜିନିଷ ଯାହାକୁ ସଫା କରିବା ପାଇଁ ପ୍ରାୟ ଏତେ କେହି ଧ୍ୟାନ ଦେଉନାହାନ୍ତି । ତାହା ହେଉଛି…

ପୋଲ ଉଡାଇଦେବାକୁ ଲଗିଛି ଧମକ ପୂର୍ଣ୍ଣ ଚିଠି

ଗଜପତି : ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ମହେନ୍ଦ୍ରଗଡ ନିକଟସ୍ଥ କୂଆଁପଡା ପୋଲରେ ଲଗାଯାଇଛି ଧମକ ପୂର୍ଣ୍ଣ ଚିଠି। ଏହି ଚିଠିରେ ଲେଖାଯାଇଛି  ଯେ ‘ବ୍ରିଜ୍ ଦେଇ  କେହି ଯାଆନ୍ତୁ  ନାହିଁ, କାହିଁକିନା  ଏହି ବ୍ରିଜଟିକୁ ବ୍ଲାଷ୍ଟିଂ କରାଯିବ’। ଏଭଳି ଧମକପୂର୍ଣ୍ଣ ଚିଠି କିଏ ଓ କାହିଁକି…

ଏହି କାରଣ ପାଇଁ ସ୍ଥଗିତ ହେଲା ପଦ୍ମ ପୁରସ୍କାର ଉତ୍ସବ

ନୂଆଦିଲ୍ଲୀ() ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଦେଶରେ ୮୩ରୁ ଅଧିକ ଲୋକ ଏଥିରେ ସଂକ୍ରମିତ ଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି । କରୋନା ପାଇଁ ଘୁଞ୍ଚିଛି ପଦ୍ମ ପୁରସ୍କାର ପ୍ରଦାନ ସମାରୋହ । ଏପ୍ରିଲ ୩ ରେ ରାଷ୍ଟ୍ରପତି ଭବନରେ ହେବାର…

କରୋନାକୁ ନେଇ ରାଜନୀତି କରିବା ଉଚିତ ନୁହେଁ

ଭୁବନେଶ୍ୱର() ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନ । ଆଉ ଏଥିପାଇଁ ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି ରାଜ୍ୟ ସରକାର । କରୋନା ପାଇଁ ମୁଖ୍ୟମନ୍ତ୍ରୀ ୨୦୦ କୋଟି ବ୍ୟୟବରାଦ କରିଛନ୍ତି । ଏପରି ବିପର୍ୟ୍ୟୟକୁ ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନିଆଯାଇଛି । ଅଧିକାଂଶ ରାଜ୍ୟ ଏହାକୁ…

କରୋନା ମୁକାବିଲା ପାଇଁ ଟିମ ଗଠନ କଲା BMC

ଭୁବନେଶ୍ୱର() କରୋନା ମହାମାରୀ ମୁକାବିଲା ପାଇଁ ବିଏମସି ଓ ବିଡ଼ିଏ ପକ୍ଷରୁ ୩ଟି ଟିମ୍ ଗଠନ ହୋଇଛି । ଆଉ ଏଥିପାଇଁ ୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ବିଏମସି କମିସନର୍ । ସିନେମା ହଲ, ସ୍କୁଲ, ଜିମ୍ ବନ୍ଦ ପାଇଁ ଦିଆଯାଇଥିବା ନିର୍ଦ୍ଦେଶ, ଠିକରେ ପାଳନ…

ଭାରତ ପାଖରେ ଆଉ ରହିଲା ମାତ୍ର ୩୦ ଦିନ

ନୂଆଦିଲ୍ଲୀ() ଭାରତରେ ବର୍ତ୍ତମାନ ସୁଦ୍ଧା ୮୩ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଭାରତ ଏବେ କରୋନା ଭାଇରସର ଦ୍ୱିତୀୟ ସ୍ତର ଦେଇ ଗତି କରୁଛି । ଯଦି ଆଗାମୀ ୩୦ ଦିନ ମଧ୍ୟରେ ଭାରତ ଏହି ରୋଗକୁ ରୋକିବାକୁ ସକ୍ଷମ ହେବ ନାହିଁ, ତେବେ ଏହା ତୃତୀୟ…

ମଦ ପିଉଥିବା ଲୋକଙ୍କୁ କରୋନା ହେବ ନାହିଁ, ସତ ନାଁ ମିଛ ଜାଣନ୍ତୁ

ଆଜି କାଲି ସୋସିଆଲ ମିଡ଼ିଆରେ ଖବର ପ୍ରଚାରିତ ହେଉଛି ଯେ ମଦ ପିଉଥିବା ଲୋକଙ୍କ ଉପରେ କରୋନା ଭାଇରସ ର ପ୍ରଭାବ ପଡ଼ିବ ନାହିଁ । ଡାକ୍ତର କହିଛନ୍ତି ଯେ ଏହି ଜିନିଷଟି ସମ୍ପୂର୍ଣ୍ଣ ମିଥ୍ୟା ଅଟେ; ଅପରପକ୍ଷେ, ମଦ ପିଉଥିବା ଲୋକଙ୍କୁ ଏହି ଭାଇରସ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି ।…