ମାଟ୍ରିକ ପାସ କରିବାର ୧୬ ବର୍ଷ ପରେ MA ପାସ କରିଛନ୍ତି ମୋଦି
ନୂଆଦିଲ୍ଲୀ() ସ୍ୱାଧୀନତା ପାଇବା ପରେ ଭାରତ ଏଯାବତ ୧୪ ଜଣ ପ୍ରଧାନ ମନ୍ତ୍ରୀଙ୍କୁ ଦେଖିସାରିଲେଣି । ନିକଟରେ ୨୦୧୯ ମସିହାରେ ନରେନ୍ଦ୍ର ମୋଦି ଦ୍ଵିତୀୟ ଥର ପାଇଁ ଦେଶର ନେତୃତ୍ୱ ନିଜ ହାତକୁ ନେଇଛନ୍ତି । ଏବେକା ସମୟରେ ବିଶ୍ୱର ଶକ୍ତିଶାଳୀ ନେତାଙ୍କ ଭିତରେ ଗଣାଯାଉଥିବା ମୋଦିଙ୍କ…
