ସାଇକେଲରେ ବୁଲି ବୁଲି ସ୍ୱଚ୍ଛତାର ତଦାରଖ କଲେ ଜିଲ୍ଲାପାଳ
ବ୍ରହ୍ମପୁର : ସାଇକେଲରେ ବ୍ରହ୍ମପୁର ସହରର ବିଭିନ୍ନ ସାହି ବୁଲି ବୁଲି ସ୍ୱଚ୍ଛତାର ତଦାରଖ କଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ବ୍ରହ୍ମପୁର ସହରକୁ ସ୍ୱଚ୍ଛ ରଖିବା ନିମନ୍ତେ ଗତ ଏକ ମାସ ହେଲା ରାତିରେ ସଫେଇ କାର୍ଯ୍ୟ ଚାଲୁ ରହିଥିବା ବେଳେ ସକାଳ ସମୟରେ କିଭଳି ଦେଖାଯାଉଛି ସହର…
