Odia News Portal
Yearly Archives

2020

ମାର୍ଚ୍ଚ ୩୧ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ

ଭୁବନେଶ୍ୱର()  କରୋନାକୁ ରାଜ୍ୟ ବିପର୍ୟ୍ୟୟ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥି ସହ ୩୧ ମାର୍ଚ୍ଚ ଯାଏ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ତେବେ ଶିକ୍ଷାନୁଷ୍ଠାନ ବନ୍ଦ ସତ୍ୱେ ପରୀକ୍ଷା ଚାଲୁ ରହିବ । କରୋନା ଲାଗି ସରକାର ୨୦୦ କୋଟି…

କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତି

ଭୁବନେଶ୍ୱର() ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଦୁଇଟି ପ୍ରସ୍ତାବରେ ମୋହର  ଲାଗିଥିବା ଜଣାଯାଇଛି। କରୋନା ଲାଗି ସରକାର ୨୦୦ କୋଟି ଟଙ୍କାର ସତନ୍ତ୍ର ପ୍ୟାକେଜ୍…

୧୨ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର()  ଉତ୍ତର ଛତିଶଗଡ ଓ ଉତ୍ତର ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପ୍ରଭାବରେ ଆସନ୍ତା ୧୫ ତାରିଖ ପର୍ୟ୍ୟନ୍ତ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବ। ସ୍ଥାନେ ସ୍ଥାନେ ୫୦ରୁ ୬୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି। ପରିସ୍ଥିତିକୁ…

ପୁଣି ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର() ପେନସନଭୋଗୀଙ୍କ ପାଇଁ ୫ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିଛନ୍ତି ରାଜ୍ୟ ସରକାର । ୨୦୧୯ ଜୁଲାଇ ପହିଲାରୁ ଏହାକୁ ଲାଗୁ କରାଯାଇଛି। ଫଳରେ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୧୨ ପ୍ରତିଶତରୁ ୧୭ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୬ ପୂର୍ବରୁ ଏବଂ ୨୦୧୬ ପରେ ଅବସର…

ସରକାରଙ୍କୁ ବିରୋଧ କରିବାକୁ ଯାଇ କଂଗ୍ରେସ ବାଟବଣା : ଶ୍ରୀମନ୍ଦିର ଅର୍ଥ ଜମା ପ୍ରସଙ୍ଗ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ବିରୋଧ କରିବା କ୍ଷେତ୍ରରେ କଂଗ୍ରେସ ନେତାମାନେ ଏକପ୍ରକାର ବାଟବଣା ହୋଇଯାଇଥିବା ପରିଲକ୍ଷିତ ହୋଇଛି । ବିଶେଷକରି ୟେସ୍‍ ବ୍ୟାଙ୍କ୍‍ରେ ଶ୍ରୀମନ୍ଦିର ଅର୍ଥ ଜମା ନେଇ ଦଳ ପକ୍ଷରୁ କିଏ କେତେବେଳେ କି ପ୍ରକାର ବିରୋଧ କରୁଛି ତାହାକୁ ଖୋଦ୍‍ ଦଳୀୟ କର୍ମୀମାନେ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜିର ତୁଳା ରାଶିସ୍ଥ ଚନ୍ଦ୍ର ପାରିବାରିକ ସୌଖ୍ୟ, ସହମତିରେ ଯାନ୍ତ୍ରିକ ଦ୍ରବ୍ୟ କିମ୍ବା ସ୍ବର୍ଣ୍ଣାଳଙ୍କର, ନୂତନ ବସ୍ତ୍ରାଦି କ୍ରୟ କରିବେ । ଭଲ ଭଲ କହୁଥିବା ନିକଟ ସମ୍ପର୍କୀୟମାନେ ପଛରେ ବିଭିନ୍ନ ପ୍ରକାର କଥା କହୁଥିବାର ଶୁଣିବାକୁ ପାଇବେ । କର୍ମକ୍ଷେତ୍ରରେ ଅବସ୍ଥା…

୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଫିଲ୍ମ ହଲ୍ ବନ୍ଦ କଲେ ଏହି ସରକାର

ନୂଆଦିଲ୍ଲୀ : ଭାରତ ସହିତ ସମଗ୍ର ବିଶ୍ବପାଇଁ ପ୍ରାଣଘାତୀ ସାଜିଥିବା କରୋନା ଭାଇରସକୁ ଦିଲ୍ଲୀ ସରକାର ଆଜି ମହାମାରୀ ଘୋଷଣା କରିଛନ୍ତି। ଏହା ସହିତ ଦିଲ୍ଲୀର ସମସ୍ତ ପିଲ୍ମ ହଲ୍ ଗୁଡିକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

କରୋନା ଭାଇରାସ୍‌ ଯୋଗୁ ତାଙ୍କ ଦେଶ ଇଟାଲିରେ ପରିସ୍ଥିତି ଗମ୍ଭୀର : ପରିଣିତି ଚୋପ୍ରା

ବଲିଉଡ୍‌ ଅଭିନେତ୍ରୀ ପରିଣିତି ଚୋପ୍ରା କରୋନା ଭାଇରସ୍‌କୁ ନେଇ ଲୋକଙ୍କୁ ସଚେତନ କରାଇଛନ୍ତି। ବୁଧବାର ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଇଟାଲିରେ ରହୁଥିବା କ୍ରିଷ୍ଟିନ୍‌ ହିଗିଙ୍ଗ୍‌ସଙ୍କ ପୋଷ୍ଟକୁ ଶେୟାର କରିଛନ୍ତି। କ୍ରିଷ୍ଟିନ୍‌ ନିଜ ପୋଷ୍ଟରେ କହିଛନ୍ତି, ‘କରୋନା ଭାଇରାସ୍‌ ଯୋଗୁ…

ସୁନା ଦାମ୍ ଲଗାତର ଦ୍ୱିତୀୟ ଦିନ ହ୍ରାସ : ୧୦ ଗ୍ରାମ ସୁନାର ଦାମ୍ ଏତିକି…

ନୁଆଦିଲ୍ଲୀ : ସୁନା ଦାମ୍ ଲଗାତର ଦ୍ୱିତୀୟ ଦିନ ହ୍ରାସ ପାଇଛି । ଗୁରୁବାର ଦିଲ୍ଲୀ ସର୍ରୋଫା ମାର୍କେଟରେ ୧୦ ଗ୍ରାମ ସୁନା ଦାମ୍ ୧୨୮ ଟଙ୍କା ଖସିଆସିଛି । କହିରଖୁଛୁ ବୁଧବାର ସୁନା ଦାମ୍ ୫୧୬ ଟଙ୍କା ପ୍ରତି ୧୦ ଗ୍ରାମ ଖସିଥିଲା । ସୁନା ଭଳି ରୂପା ଦାମ୍ ମଧ୍ୟ ହ୍ରାସ ପାଇଛି । ଏକ କିଲୋଗ୍ରାମ…

ଭଲ ସ୍ୱାମୀ ପାଇ ମୁଁ ବହୁତ ଖୁସି : ଝିଲିକ

ଭୁବନେଶ୍ୱର : ବାପାଙ୍କ ଭଳି ଶ୍ୱଶୁର,ଘରଠୁ ଅଧିକ ଶାଶୂଘର ଓ ଭଲ ସ୍ୱାମୀ ପାଇ ମୁଁ ବହୁତ ଖୁସି । ମୋ ଖୁସିର ସୀମା ନାହିଁ । ଏଭଳି କିଛି ଗଣମାଧ୍ୟମ ସମ୍ମୁଖରେ ଆଜି କହିଛନ୍ତି ଅଭିନେତ୍ରୀ ତଥା ବିଧାୟକ ଡ୍ୟାନି ଘଡେଇଙ୍କ ପତ୍ନୀ ଝିଲିକ । ବିବାହ ର ପରଦିନ ଅର୍ଥାତ ଆଜି ଗଣମାଧ୍ୟମ ସମ୍ମୁଖରେ ମୁହଁ…