ଖୁବଶୀଘ୍ର ପରଦାକୁ ଆସିଵେ କରୀନା
ବଲିଉଡ ଅଭିନେତ୍ରୀ କରୀନା କପୁରଙ୍କ ଅପ୍କିମଙ୍ଗ ଫିଲ୍ମ ‘ଅଗ୍ରେଂଜୀ ମିଡିୟମ’ ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି। ଏଥିରେ କରୀନାଙ୍କ ସହିତ ଇମ୍ରାନ ଖାନ ଏବଂ ରାଧିକା ମଦନ ପ୍ରମୁଖ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ଇରଫାନଙ୍କ ସହିତ ଅଭିନୟକୁ ନେଇ କରୀନା କହିଛନ୍ତି, ‘ମୋର ଇଚ୍ଛା ଥିଲା…
