Odia News Portal
Yearly Archives

2020

ସାମ୍ପ୍ରଦାୟିକ ସଦ୍‍ଭାବନା ପାଇଁ ନବୀନ ପାଲଟିଛନ୍ତି ଉଦାହରଣ : ସାରା ରାଜ୍ୟରୁ ଛୁଟୁଛି ପ୍ରଶଂସାର ସୁଅ

ଭୁବନେଶ୍ବର : ଧର୍ମ ନିରପେକ୍ଷତା ପାଇଁ ଭାରତ ସମଗ୍ର ବିଶ୍ୱରେ ପରିଚିତ ଥିବାବେଳେ ଏକତା ଓ ବିବିଧତାର ସଂରକ୍ଷଣ ହିଁ ଦେଶର ବିକାଶର ମୂଳମବ ହୋଇପାରିଛି । ଭାରତ ଭଳି ଦେଶ ଯେଉଁଠାରେ କି କୌଣସି ଧର୍ମ କିମ୍ବା ଗୋଷ୍ଠି କୌଣସି ଗୁଣରେ ଅନ୍ୟ ଠାରୁ କମ୍‍ ନୁହେଁ, ସେଠାରେ ସଂଖ୍ୟାଲଘୁମାନଙ୍କୁ ସହାୟତା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ କିଛିଦିନ ହେଲା ହାତକୁ ନେଇଥିବା କାମକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଅତି ନିକଟରେ ରହୁଥିବା ବନ୍ଧୁଟିର ସାହାଯ୍ୟ ଆଶା କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ମିଳିବ। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେଇପାରେ।…

ଠାବ ହେଲା ନିଷିଦ୍ଧ ପ୍ଲାଷ୍ଟିକ୍‌ ଗୋଦାମ 

ଭୁବନେଶ୍ୱର : ନିୟମିତ ଢଙ୍ଗରେ ଆଜି ବି.ଏମ୍‌.ସି.ର ଉତର ମଣ୍ଡଳ ପ୍ରଦକ୍ଷଣ କରି ପ୍ଲାଷ୍ଟିକ୍ ଏନ୍‌ଫୋର୍ସମେଂଟ ସ୍କ୍ୱାର୍ଡ଼ ଆଜି ଆଉ ଏକ ସଫଳତା ହାତେଇଛନ୍ତି । ସ୍ଥାନୀୟ ଡ଼ମଣା ଛକ ସ୍ଥିତ ଦୈନିକ ହାଟର ପଛପଟେ ଠାବ ହୋଇଛି ଏହି ଲୁଚାଛପା ବେପାର । ଉକ୍ତ ଅଂଚଳକୁ ପ୍ଲାଷ୍ଟିକ୍ ଏନ୍‌ଫୋର୍ସମେଂଟ…

ସନ୍ତାନ ପ୍ରାପ୍ତି ପାଇଁ କରନ୍ତୁ ଏହି ୫ଟି କାର୍ଯ୍ୟ, ଖୁବ୍‌ଶୀଘ୍ର ସ୍ତ୍ରୀର କୋଳ ପୂରି ଉଠିବ

କୁହାଯାଏ, ପରିବାରରେ ଛୁଆଟିଏ ଥିଲେ, ଘର ପୂରିଲା ପୂରିଲା ଲାଗିଥାଏ। କିନ୍ତୁ କେତେକ କ୍ଷେତ୍ରରେ ନାନା ସମସ୍ୟା ଯୋଗୁ ସନ୍ତାନ ପ୍ରାପ୍ତିରେ ବାଧା ଉପୁଜିଥାଏ। ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବାକୁ ଯାଉଛୁ। ସ୍ୱାମୀ, ସ୍ତ୍ରୀ ମିଶି ଏହାକୁ ଆପଣାଇଲେ…

ମହିଳା ଟି-୨୦ ବିଶ୍ୱକପ : ଭାରତର ଦ୍ୱିତୀୟ ଵିଜୟ

ପର୍ଥ : ଶେଫାଳି ବର୍ମାଙ୍କ ବିସ୍ଫୋରକ ଇନିଂସ୍ ସାଙ୍ଗକୁ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନକୁ ଆଧାର କରି ଭାରତ ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପରେ ତା’ର ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ୧୮ ରନରେ ପରାସ୍ତ କରି କ୍ରମାଗତ ବିଜୟ ହାସଲ କରିଛି। ଭାରତ ତା’ର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ…

ମାଟିରେ ସ୍ୱାଗତ କଲେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ

ପୁରୀ : ଆମେରିକାର ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କ ଭାରତ ଗସ୍ତ ଆସିଥିବା ବେଳେ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ ତାଙ୍କ ମାଟିଆପଡା ସ୍ଥିତ ବାସଭବନରେ ମାଟିପାତ୍ରରେ ନିର୍ମାଣ କରିଛନ୍ତି । ଡୋନାଲ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିମୂର୍ତ୍ତୀ । ଭାସ୍କର୍ଯ୍ୟ…

ସ୍ୱର୍ଗଦ୍ୱାର ଜବରଦଖଲ ଜମି ଉଚ୍ଛେଦ କାର୍ଯ୍ୟ ଆରମ୍ଭ

ପୁରୀ : ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ପୁରୀକୁ ବିକାଶ କରିବା ପାଇଁ ସବୁ ଦିଗରୁ ପ୍ରୟାସ ଆରମ୍ଭ କରିଛନ୍ତି । ଏତିକି ନୁହେଁ ପୁରୀ ପାଇଁ ଚଳିତ ବଜେଟରେ ମଧ୍ୟ ଅଭଡ଼ା ଯୋଜନାରେ ୩୨୦୮ କୋଟି ଟଙ୍କା ଓ ପୁରୀ ବିକାଶ ପାଇଁ ୬୯୫ କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି । ସୋମବାର ପୌରସଂସ୍ଥା ପକ୍ଷରୁ…

ଦିଲ୍ଲୀରୁ ଫେରିବା ପରେ କଥା ବଦଳେଇଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମୁମ୍ୱାଇ : ଦିଲ୍ଲୀରୁ ଫେରିବା ପରେ ପୁଣି କଥା ବଦଳେଇଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । କହିଲେ କଂଗ୍ରେସ ଓ ଏନସିପି ସହ ମିଳିତ ବୈଠକ ପରେ ଯାହା ନିଷ୍ପତ୍ତି ନିଆଯିବ ଏବଂ  CAA ସପକ୍ଷରେ ସେ ନିଜର ମତ ସ୍ପଷ୍ଟ ରଖିଥିବା କହିଛନ୍ତି । ରବିବାର ସେ କହିଛନ୍ତି , ଏହି ଆଇନ୍‌…

ତରଭୁଜରେ ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଓ ତାଜମହଲ ଫଟୋ

ଚେନ୍ନାଇ : ତାମିଲନାଡୁର ଫଳ ଓ ପରିବା ଉପରେ ଚିତ୍ର ଆଙ୍କୁଥିବା କଳାକାର ଏମ୍.ଏଲେଶୋଜିୟନ୍ ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଜମହଲ ଫଟୋ ଏକ ତରଭୁଜ ଉପରେ ଆଙ୍କିଛନ୍ତି । ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ ଆବସରରେ ସେ ଏକ ୫ କିଲୋ ଓଜନର ତରଭୁଜ ଉପରେ ଏହି…

ଲାଞ୍ଚୁଆ ଅମିନ ଗିରଫ

ସମ୍ବଲପୁର : ଲାଞ୍ଚୁଆ ଅମିନ ଗିରଫ। ସମ୍ବଲପୁର ମହାନଗର ନିଗମ ପ୍ଲାନିଂ ବିଭାଗରେ କାର୍ଯ୍ୟ କରୁଥିବା ଅମିନ ପ୍ରସନ୍ନ ପରିଡ଼ା ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ସମ୍ବଲପୁର ସହରର ତୃପ୍ତି ପଣ୍ଡା ନିଜ ଘରର ବିଲଡିଂ ପ୍ଲାନ୍‌ ଆପ୍ରୁଭାଲ ପାଇଁ ଅନୁମତି…