Odia News Portal
Yearly Archives

2020

‘ପ୍ରତିଦିନ ଆପଣଙ୍କୁ ମନେ ପକାଉଛି’ : ଜାହ୍ନବୀ କପୁର

ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁକୁ ଆଜି ୨ ବର୍ଷ ପୂରିଛି। ୨୦୧୮ ମସିହାରେ ଦୁବାଇଠାରେ ଆଜିର ଦିନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ବଲିଉଡ୍‌ର ଏହି ଚୁଲ୍‌ବୁଲି ନାୟିକା। ତାଙ୍କର ମୃତ୍ୟୁ ଏତେ ଅଚାନକ ଥିଲା ଯେ ସାରା ବଲିଉଡ୍‌ ଜଗତ ସ୍ତବ୍ଧ ହୋଇଯାଇଥିଲା। ଆଜି ତାଙ୍କ ଦ୍ୱିତୀୟ…

କ୍ରିକେଟରଙ୍କ ସହିତ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା

ଗତ କିଛିଦିନ ହେଲାଣି ବାହୁବଳୀ ଫେମ୍‌ ଅନୁଷ୍କା ସେଟ୍ଟୀଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। ନିକଟରେ ଅନୁଷ୍କାଙ୍କ ସହିତ ଜଣେ କ୍ରିକେଟରଙ୍କ ସହିତ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। କିନ୍ତୁ ସେହି କ୍ରିକେଟର ଜଣକ କିଏ ଏପର୍ଯ୍ୟନ୍ତ ତାଙ୍କ ନାମ ପଦାକୁ ଆସିନି। ଏହି ଖେଳାଳି…

କାହିଁକି କ୍ଷୀରରେ ହିଁ କରାଯାଏ ଶିବଙ୍କ ଅଭିଷେକ, ଜାଣନ୍ତୁ ପ୍ରକୃତ କାରଣ

ଶ୍ରଦ୍ଧାଳୁମାନେ ପ୍ରାତଃରୁ କ୍ଷୀର, ବେଲପତ୍ର, ଫୁଲ, କଦଳୀ ଏବଂ ଅନ୍ୟାନ୍ୟ ପୂଜା ସାମଗ୍ରୀ ନେଇ ଶିବଙ୍କୁ ଆରାଧନା କରିଥାନ୍ତି । ବିଶେଷକରି କ୍ଷୀର, ଦହି, ମହୁ ଆଦିରେ ଶିବଙ୍କୁ ଅଭିଷେକ କରାଯାଇଥାଏ। ଏହା ପଛରେ ଧାର୍ମିକ ବିଶ୍ୱାସ ରହିଛି। କୁହାଯାଏ ସମୁଦ୍ର ମନ୍ଥନ ସମୟରେ ଯେତେବେଳେ ବିଷ…

ସିଏଏ-ଏନଆରସିକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ହିଂସା, ଜଣେ ପୋଲିସ୍ କନେଷ୍ଟବଳ ମୃତ

ନୂଆଦିଲ୍ଲୀ () ଦିଲ୍ଲୀର କରାୱଲ ନଗରରେ ରବିବାର ରାତି ସିଏଏ (ନାଗରିକତା ସଂଶୋଧନ ଆଇନ) ଓ ଏନଆରସିକୁ ନେଇ ୨ଟି ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ହୋଇଛି । ହିଂସାକାଣ୍ଡ ସମୟରେ ଦିଲ୍ଲୀ ପୋଲିସର ହେଡ଼୍ କନେଷ୍ଟବଳ ରତନ ଲାଲଙ୍କ ମୃତ୍ୟୁ ହୋଇଛି । ଏସପି ଗୋକୁଲପୁର ଅଫିସରେ କାର୍ୟ୍ୟରତ ଥିଲେ ମ୍ୟୃତ…

କରୋନା ଭାଇରସ ନେଇ ତିଆରି ହେଲା ଗୀତ, ଦେଖନ୍ତୁ ଭିଡିଓ

କରୋନା ଭାଇରସ ନେଇ ଭୋଜପୁରୀ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରି ଏକ ଗୀତ ତିଆରି କରିଛି। ଏହି ଗୀତ ଭାଇରାଲ ହେବା ସହ ଟ୍ରୋଲ ମଧ୍ୟ ହେଉଛି। ରିତେଶ ପାଣ୍ଡେ ଓ ସ୍ନେହା ଉପାଧ୍ୟାୟଙ୍କର ଏହି ଭାଇରାଲ ଗୀତର ନାଁ ହେଉଛି ‘ହେଲୋ କୌନ୍‌’। https://youtu.be/DRYvAytmEUI ଗୀତରେ ପ୍ରେମୀ ଓ ପ୍ରେମିକା…

ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ, ଚାକିରୀରୁ ବିଦା ହେଲେ ୬ ଅଧିକାରୀ

ଭୁବନେଶ୍ୱର()  ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦୁର୍ନୀତିଗ୍ରସ୍ତ ୬ ଅଧିକାରୀଙ୍କ ସ୍ଥାୟୀଭାବେ ପେନସନ୍‌ ସୁବିଧା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍‌ବ୍ୟତୀତ ୨ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର…

ଟ୍ରମ୍ପ-ମେଲାନିଆଙ୍କୁ ଚରଖା ବୁଲା ଶିଖାଇଲେ ମୋଦି: ଭିଡିଓ ଦେଖନ୍ତୁ

ଅହମ୍ମଦାବାଦ() ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ସକାଳ ୧୧.୪୦ରେ ଅହମ୍ମଦାବାଦ ବିମାନ ବନ୍ଦରରେ ସ୍ବତନ୍ତ୍ର ବିମାନ ଏୟାରଫୋର୍ସ ବିମାନ ଯୋଗେ ପହଞ୍ଚିଥିଲେ । ଟ୍ରମ୍ପଙ୍କ ସହ ପତ୍ନୀ ମେଲାନିଆ, ଝିଅ ଇଭାଙ୍କା ଓ ଜ୍ୱାଇଁ ଜାରେଡ କୁଶନେର ଭାରତ ଗସ୍ତରେ ଆସିଛନ୍ତି ।…

ପୋଲସରା ଘଟଣା, ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା

ଗଞ୍ଜାମ() ପୋଲସରାରେ ପାଳ ଗଦାରେ ଘର କରି ଖେଳୁଥିବା ବେଳେ ନିଆଁ ଲାଗି ୩ ଶିଶୁଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନା…

ଦିଲ୍ଲୀର ଏହି ହୋଟେଲରେ ରହିବେ ଟ୍ରମ୍ପ, ମୂଲ୍ୟ ଜାଣିଲେ ହୋସ ଉଡିଯିବ

ନୂଆଦିଲ୍ଲୀ () ଭାରତରେ ପହଁଚିଲେ ଡୋନାଲ୍ଡ ଟ୍ରମ୍ପ । ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ । ଅହମ୍ମଦାବାଦ ବିମାନବନ୍ଦରରେ ପହଂଚି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କୁ ସ୍ୱାଗତ ଜଣାଇଛନ୍ତି । ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ…

ବିଜେଡି ନେତ୍ରୀଙ୍କ ଆତ୍ମାହ୍ରୃତିର ହେବ ଉଚ୍ଚସ୍ତରୀୟ ତଦନ୍ତ

ଭୁବନେଶ୍ୱର() ବ୍ରହ୍ମପୁରର ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ମୃତ୍ୟୁ ମାମଲାରେ ହେବ ଉଚ୍ଚସ୍ତରୀୟ ତଦନ୍ତ । ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିଦେ୍ର୍ଧଶ ଦେଲେ ଡିଜିପି ଅଭୟ । ଆଇଜି ରେଖା ଲୋହାନୀଙ୍କୁ ତଦନ୍ତ ନିଦେ୍ର୍ଧଶ ଦିଆଯାଇଛି । କେଉଁ ସ୍ଥିତିରେ ଆତ୍ମାହୁତି କରିଥିଲେ ମୀନାକ୍ଷୀ ମିଶ୍ର ସେ…