ନିଜ ଅଳିଆ ନିଜେ ରଖ
ଭୁବନେଶ୍ୱର() ଆକ୍ସନ୍ ମୁଡରେ ଭୁବନେଶ୍ୱର ମହାନଗର ନିଗମ। ଭୁବନେଶ୍ୱର ବୋଇତାଳି ମନ୍ଦିର ସମ୍ମୁଖ ରଥ ରୋଡ୍ ଅଞ୍ଚଳରେ ନିର୍ମାଣଧୀନ କୋଠା ବାହାରେ ପ୍ରବଳ ଅଳିଆ ପଡ଼ି ରହିଥିଲା। ରାସ୍ତା ଉପରେ ଜମା ହୋଇ ରହିଥିବା ଏହି ଅଳିଆକୁ ସେହି ଘର ଭିତରକୁ ପୁଣି ଥରେ ଫୋପାଡ଼ିଛି ବିଏମସି। ଗୃହ ମାଲିକଙ୍କୁ…
