ବିମାନ ବନ୍ଦରରେ ଚୋରି ହେଲା ଅଭିନେତ୍ରୀଙ୍କ ବ୍ୟାଗ
ବଲିଉଡ ଖେଳାଳି ମାନଙ୍କୁ ବହୁ ଥର ବିମାନ ଯାତ୍ରା ସମୟରେ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଅନେକ ସମୟରେ ସେମାନଙ୍କ ଦାମୀ ଜିନିଷ ପତ୍ର ବି ଚୋରି ହୋଇଯିବାର ନଜିର ରହିଛି । ଠିକ ଏମିତି ହିଁ ଏକ ସମସ୍ୟାର ସାମ୍ନା କରିଛନ୍ତି ବଲିଉଡର ଜଣେ ସୁନ୍ଦରୀ ଅଭିନେତ୍ରୀ କୃତି ଖରଵନ୍ଦ । …
