Odia News Portal
Yearly Archives

2020

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ସାଙ୍ଗକୁ ଶୁକ୍ର ନକ୍ଷତ୍ରସ୍ଥ ଚନ୍ଦ୍ର ପାରିବାରିକ କ୍ଷେତ୍ରରେ ମତାନ୍ତର ଥାଇ ମଧ୍ୟ କାମବେଳକୁ ସମସ୍ତେ ଏକ ମନ ନେଇ କାମ କରିପାରିବେ। ସାମାଜିକ ସ୍ତରରେ ସ୍ବାର୍ଥସାଧନ ଆଶା ରଖି ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ। କର୍ମକ୍ଷେତ୍ରରେ ସହମତିରେ…

କେବେ ମିଳିବ ଚନ୍ଦନଙ୍କୁ ନ୍ୟାୟ ?

ଯାଜପୁର ରୋଡ଼ : କୋରେଇ ନିର୍ବାଚନୀ ମଣ୍ଡଳିର ପାଣିକୋଇଲି ଅଂଚଳ ସ୍ଥିତ କୃପାଳୁରାଇସ୍ ମିଲ୍‌ରେ ଶଙ୍ଖଚିଲା ମଠପାଟଣା ଗ୍ରାମର ରବିନ୍ଦ୍ର କୁମାର ସାହୁଙ୍କ ନାବାଳକ ପୁଅ ଚନ୍ଦନ ସାହୁ(୧୭)ଙ୍କ ତା୨/୪/୧୯ରିଖରେ ରାଇସମିଲ୍ ମେସିନ୍‌ରେ ଦୃର୍ଘଟଣା ଶିକାରହୋଇ ଡ଼ାହାଣ ହାତଟି ସମ୍ପୁର୍ଣ୍ଣ  ହରାଇଥିଲେ ।…

ନହରକଣ୍ଟାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର : ନହରକଣ୍ଟାଠାରେ ସହରାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଯୋଗଦେଇ ଉଦ୍‌ଘାଟନ କରି କହିଥିଲେ ସ୍ୱାସ୍ଥ୍ୟୃ ହିଁ ଅମୂଲ୍ୟ ସଂପଦ । ଲୋକମାନଙ୍କର ସ୍ୱାସ୍ଥ୍ୟର ଯତ୍ନପାଇଁ ମୁଖ୍ୟମନ୍ତ୍ରୀ ମୋ ସରକାର…

‘ଓଡ଼ିଶା-ମୋ ପରିବାର’ ଦେଲା ନୂଆ ଜୀବନ

ଭୁବନେଶ୍ୱର : ବଲାଙ୍ଗିର ଓ ସୋନପୁର ଜିଲ୍ଲାର ୧୫ଜଣ ଶ୍ରମିକ ଏବଂ ତାଙ୍କ ସହିତ ସେମାନଙ୍କର ଶିଶୁ ମାନଙ୍କୁ ତେଲେଙ୍ଗାନା ବେଗୁମ୍ପେଟ ଜିଲ୍ଲାର ପେଡ଼ାପଲ୍ଲି ଅଂଚଳରେ ଜଣେ ଠିକାଦାର ସେମାନଙ୍କୁ ମଜୁରି ନଦେଇ ଯୋର ଜବରଦସ୍ତ ଅଟକାଇ କାମ କରାଉଥିଲେ ଏବଂ ଓଡ଼ିଶା ମୋ ପରିବାରର ହସ୍ତକ୍ଷେପ ପରେ ଆଜି…

‘ତୌବା ତେରା ଜଲ୍‌ୱା’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିବେ ଆଞ୍ଜେଲା

ମୁମ୍ବାଇ : ଏଇ ନିକଟରେ ଶାଦ ଅଲିଙ୍କ ନିର୍ଦ୍ଦେଶିତ ଏବଂ ଶରମନ ଯୋଶୀଙ୍କ ଅପୋଜିଟ୍‌ରେ ଏକ ୱେବ୍‌ ସିରିଜ୍‌ର ସୁଟିଂ ଶେଷ କରୁ କରୁ ନୂଆ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି ଅଭିନେତ୍ରୀ ଆଞ୍ଜେଲା କ୍ରିସଲିନ୍‌ଜକି । ଟାଇଟଲ ‘ତୌବା ତେରା ଜଲ୍‌ୱା’ । ଏଥିରେ ସେ ଅମିଷା ପଟେଲ, ଯତୀନ ଖୁରାନା ଓ ରାଜେଶ…

ସରକାର ତିଷ୍ଠିବାରେ କଣ୍ଟା ହୋଇପାରେ ଏଲଗାର, ଏନ୍‌ପିଆର୍‌

ମୁମ୍ୱାଇ  : ମହାରାଷ୍ଟ୍ର ମେଣ୍ଟରେ ବିବାଦ ବ୍ୟାପକ ରୂପ ନେଇଛି।  ଏଲଗାର ପରିଷଦ ମାମଲାର ତଦନ୍ତରେ ପୁଲିସ୍‌ ଫୋର୍ସକୁ ଅପବ୍ୟବହାର କରିବା’ ନେଇ ଶରଦ ପାୱାର ମଙ୍ଗଳବାର ଦିନ ଏକ SIT ତଦନ୍ତ ପାଇଁ କହିଥିଲେ। ଏପଟେ କିନ୍ତୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌କରେ NCP ମୁଖ୍ୟଙ୍କ…

ଡବ୍ବୁ ରତନାନୀଙ୍କ କ୍ୟାଲେଣ୍ଡ : ଫଟୋସୁଟ୍ କଲେ ଷ୍ଟାର୍ସ, ସନ୍ନି

ମୁମ୍ବାଇ : ସେଲିବ୍ରିଟି ଫଟୋଗ୍ରାଫର ଡବ୍ବୁ ରତନାନୀଙ୍କ କ୍ୟାଲେଣ୍ଡର ୨୦୨୦ ଆଉଟ୍ ହୋଇଯାଇଛି । ଏଥର ତାଙ୍କ କ୍ୟାଲେଣ୍ଡର ସୁଟ୍ ବହୁତ ବୋଲ୍ଡ ଏବଂ ବ୍ୟୁଟିଫୁଲ୍ ହୋଇଛି । ଡବ୍ବୁଙ୍କ କ୍ୟାଲେଣ୍ଡରରେ ଅନେକ ଅଭିନେତ୍ରୀ ବୋଲ୍ଡ ଅନ୍ଦାଜରେ ଦେଖିବାକୁ ମିଳିଛି । ଭୂମି ପେଡନେକର, କିଆରା ଆଡଭାନୀ,…

ମା ଝିଅର ସମ୍ପର୍କରେ ଲାଗିଲା କଳଙ୍କର ଛିଟା

ମା ଝିଅର ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ଏତେ ତଳକୁ ଖସିଗଲା ଯେ ଜଣେ ମା ତାହାକୁ କିଏ ସ୍ବପ୍ନରେ ସୁଦ୍ଧା ଭାବିବା ଅସମ୍ଭବ। ନିଜ ନାବାଳିକା ଝିଅକୁ ଜଣେ ମା ନିଜ ପୁରୁଷ ସାଙ୍ଗ ମାନଙ୍କୁ ବାଣ୍ଟି ଦେଇଛି । ଯେଉଁମାନେ ୯ବର୍ଷର ନାବାଳିକା ସହିତ ଏହା ସାଙ୍ଗରେ ଦୁଷ୍କର୍ମ କରିଛନ୍ତି ତାପୁଣି…

ଅଦ୍ଭୁତ ଘଟଣା : ଚତୁର୍ଥୀ ପରଦିନ ନବବଧୂ ଜନ୍ମଦେଲେ କନ୍ୟା ସନ୍ତାନ

ହରିଆଣାର ଅମ୍ବାଲା ସହରରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚତୁର୍ଥୀ ରାତି ପରଦିନ ଜଣେ ନବବଧୂ ଏକ ସନ୍ତାନ ଜନ୍ମ ଦେଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅନେକ ଚର୍ଚ୍ଚା ଚାଲିଛି । ବିବାହ ପରେ ପେଟରେ ଯନ୍ତ୍ରଣା ହେବା ପରେ ବିବାହିତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା।…

ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା

ଭୁବନେଶ୍ୱର: ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା । ଭୁବନେଶ୍ୱର ସାଲିଆ ସାହିରେ ବସ୍ତି ବାସିନ୍ଦା ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି । ଉଚ୍ଛେଦକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକ । ଆଜି ରାସ୍ତା ନିର୍ମାଣ ପାଇଁ ଦୁଇଟି ବସ୍ତି ଭାଙ୍ଗିବାକୁ ବିଡିଏ ଓ ବିଏମସି ନିଷ୍ପତ୍ତି ନେଇଥିଲେ ।…