Odia News Portal
Yearly Archives

2020

ଭାରତରେ ଲଞ୍ଚ୍‌ ହେଲା ସାମସଙ୍ଗ୍‌ ଗ୍ୟାଲାକ୍ସି ଏ୭୧, ଆସନ୍ତୁ ଜାଣିଵା ଏହାର ଦାମ୍‌ ଓ ବିଶେଷତ୍ୱ

ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ସାମସଙ୍ଗ୍‌ ନିଜ ଲାଟେଷ୍ଟ ମଡେଲ ସାମସଙ୍ଗ୍‌ ଗ୍ୟାଲାକ୍ସି ଏ୭୧(Samsung Galaxy A71)କୁ ଭାରତରେ ଲଞ୍ଚ୍‌ କରିଛି। Samsung Galaxy A70ର ଅପ୍‌ଗ୍ରେଡ ଭର୍ସନ ହେଉଛି Samsung Galaxy A71। ନୂଆ ସାମସଙ୍ଗ୍‌ ସ୍ମାର୍ଟଫୋନ୍‌ରେ ଇନ୍‌ଫିନିଟି ଓ ଡିସ୍‌ପ୍ଲେ…

ପୋଲିସ ଓ ମାଓବାଦୀ ଗୁଳିବିନିମୟ, ଜଣେ ମାଓବାଦୀ ମୃତ

ମାଲକାନଗିରି : ପୋଲିସ ଗୁଳିରେ ମାଓବାଦୀ ମୃତ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଜଣେ ମାଓବାଦୀ ମୃତ । ଚିତାଗୁଫା ଜଙ୍ଗଲରେ ସିଆରପିଏଫର କୋବ୍ରା ଓ ଡିଆରଜି ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି । ଘଟଣାସ୍ଥଳରୁ ଗୋଟିଏ…

ରିମାଣ୍ଡରେ ଗଲେ ଅନୁପ ସାଏ

ଝାରସୁଗୁଡା() ବହୁଚର୍ଚ୍ଚିତ କଳ୍ପନା ଦାସ ଓ ତାଙ୍କ ଝିଅ ବବଲି ଦାସ ହତ୍ୟା ଘଟଣାରେ ୩ଦିନିଆ ରିମାଣରେ ଗଲେ ଅନୁପ ସାଏ ।ଅନୁପଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ଛତିଶଗଡ ପୋଲିସ । ଅନୁପ ସାଏଙ୍କ ସହିତ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ମଧ୍ୟ ଦିନିକିଆ ରିମାଣ୍ଡରେ ନେଇଛି ପୋଲିସ । ଉଭୟଙ୍କୁ…

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ବାଜିମାରିଲା ବିଜେଡି

ରାୟଗଡ () ରାୟଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ବାଜିମାରିଲା ବିଜେଡି । ମୋଟ ୧୩ ସଦସ୍ୟଙ୍କ ସମର୍ଥନ ପାଇ ଅଧ୍ୟକ୍ଷ ପଦ ନିର୍ବାଚନରେ ବାଜିମାରିଲା ବିଜେଡି । ୧୯ ଜଣଙ୍କ ମଧ୍ୟରୁ ବିଜେଡିର ଗଙ୍ଗାଧର ପୁଆଲାଙ୍କ ସପକ୍ଷରେ ୧୩ ସଦସ୍ୟ ରହିଛନ୍ତି । ହ୍ୱିପ ଅମାନ୍ୟ କରି ବିଜେପିର ୨ ଜଣ…

ଚଳିତ ବର୍ଷର ନୁହେଁ ଭାଇରାଲ ପ୍ରଶ୍ନପତ୍ର

ଭୁବନେଶ୍ୱର () ଆଜି ଧର୍ମଗଡରେ ଭାଇରାଲ ହେଇଥିବା ପ୍ରଶ୍ନପତ୍ର ଚଳିତ ବର୍ଷର ନୁହେଁ । ପରୀକ୍ଷାରୁ ବାହାରିବା ପରେ ପରୀକ୍ଷାର୍ଥୀ କହିଲେ ପଡିନି ଏଭଳି ପ୍ରଶ୍ନ । ମାଟି୍ରକ ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ନପୁରୁଣୁ ମୋବାଇଲକୁ ମୋବାଇଲ ଘୁରି ବୁଲିଥିବା ପ୍ରଶ୍ନପତ୍ର । ଏହି ଖବର ସାମ୍ନାକୁ…

ଭାରତରେ ଟ୍ରମ୍ପଙ୍କ ଭକ୍ତ, ଟ୍ରମ୍ପଙ୍କ ଦୀର୍ଘାୟୁ ପାଇଁ ଶୁକ୍ରବାର କରନ୍ତି ବ୍ରତ

ନୂଆଦିଲ୍ଳୀ () ଚର୍ଚ୍ଚାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।   ଟ୍ରମ୍ପଙ୍କ ଏକ ପ୍ରତିମୂର୍ତ୍ତି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନିର୍ମାଣ କରିଛନ୍ତି ଟ୍ରମ୍ପଙ୍କ ଜଣେ ବଡ ପ୍ରସଂଶକ । https://youtu.be/Ts_h2po1dpo ବୁସା କୃଷ୍ଣା ଜଣେ ପ୍ରସଂଶକ…

ପ୍ରସିଦ୍ଧ ଗାୟିକାଙ୍କ ଆତ୍ମହତ୍ୟା

ମୁମ୍ବାଇ() ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଗାୟିକା ସୁସ୍ମିତା ସୋମବାର ଫାଶୀରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସ୍ବାମୀଙ୍କ ଅତ୍ୟାଚାର ଏବଂ ଘରୋଇ ହିଂସା ସହି ନପାରି ସୁଇସାଇଡ ନୋଟ ଭାବେ ଏକ ହ୍ବାଟସଆପ୍ ଏବଂ ଭଏସ୍ ମ୍ୟାସେଜ୍ ନିଜ ମାକୁ ଛାଡ଼ି ଫାଶୀ ଖୁଣ୍ଟରେ ଝୁଲି ଆତ୍ମହତ୍ୟା କରିଛନ୍ତି।…

୧୮୬୩ ଜଣ ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ଫେରାଇଛନ୍ତି: କୃଷି ମନ୍ତ୍ରୀ

ଭୁବନେଶ୍ୱର() ଆଜି ବିଧାନଭାରେ କାଳିଆ ଅଯୋଗ୍ୟ ହିତାଧିôକାରୀ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇ କହିଛନ୍ତି , ଏଯାବତ ୪୫,୯୬୫ ଜଣ ହିତାଧିକାରୀ ଅଯୋଗ୍ୟ ଚିହ୍ନଟ ହୋଇଛନ୍ତି । ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ସହାୟତା ରାଶି ଫେରସ୍ତ ପାଇଁ ଉଚିତ ପଦକ୍ଷେପ ନିଆଯାଉଛି । ସେମାନଙ୍କ ମଧ୍ୟରୁ…

ସତ୍ୟତା ଜଣାପଡିଲେ ପଦକ୍ଷେପ ନିଆଯିବ

ଭୁବନେଶ୍ୱର() ପୁଣି ଭାଇରାଲ ହେଉଛି ମାଟ୍ରିକ ପ୍ରଶ୍ନପତ୍ର । ମୋବାଇଲକୁ ମୋବାଇଲ ଘୁରିବୁଲୁଛି ମାତୃଭାଷା ପ୍ରଶ୍ନପତ୍ର । ପ୍ରଶ୍ନପତ୍ର ଅସଲି କି ନକଲି ତାହା ଜଣାପଡି ନାହିଁ । କିଛି ସମୟ ପରେ ପରୀକ୍ଷା ଶେଷ ପରେ ଏହା ସ୍ପଷ୍ଟ ହେବ । କଡା ସୁରକ୍ଷା ବ୍ୟବସ୍ଥା ପରେ ବି ଭାଇରାଲ ହେଉଛି…

ପାଠପଢା ନିଶା ମନରୁ ଲିଭିନି, ୭୮ ବୟସରେ ବି ସାଜିଲେ ପରୀକ୍ଷାର୍ଥୀ

ଜ୍ଞାନ ଆହରଣ କରିବାର କୌଣସି ନିର୍ଦ୍ଦିଷ୍ଟ ବୟସ ନଥାଏ । ଯଦି ମନରେ ଦୃଢ ଇଛା ଶକ୍ତି ଥାଏ ତେବେ ଜୀବନର ଯେକୌଣସି ସମୟରେ ବି ଜଣେ ବିଦ୍ୟା ଗ୍ରହଣ କରିପାରିବେ । ଏବେକା ସମୟରେ ଏପରି ଉଦାହରଣ ମାନ ଅନେକ ଥିଲେ ବି ଉତ୍ତର ପ୍ରଦେଶର ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ୭୮ ବର୍ଷ ବୟସରେ…