Odia News Portal
Yearly Archives

2020

ଏହି ସବୁ କାମ କରିବା ପୂର୍ବରୁ ପାଦ ଧୋଇବା ଅତ୍ୟନ୍ତ ଜରୁରୀ

ସବୁ ମଣିଷ ସୁଖୀ ଜୀବନ ବଞ୍ଚିବା ପାଇଁ ଇଚ୍ଛା କରିଥାନ୍ତି। ସେଥିପାଇଁ ସେମାନେ ଧନ ଅର୍ଜନ କରିବାରେ ଲାଗି ପଡ଼ିଥାନ୍ତି। ନିଜକୁ ଧନୀ ବ୍ୟକ୍ତି ଭାବରେ ଗଢ଼ି ତୋଳିବା ପାଇଁ ଲୋକେ କଠିନ ପରିଶ୍ରମ କରିବା ସହ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି। କିନ୍ତୁ ପ୍ରତିଦିନର କାମରେ ଲୋକମାନେ କିଛି ଏପରି ଭୁଲ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ରବି ଧନିଷ୍ଠା ନକ୍ଷତ୍ରରେ ରହିଥିବାରୁ ସାମୟିକ ପ୍ରତିବନ୍ଧକ ଥିଲେ ମଧ୍ୟ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ ଅର୍ଥସଂକଟ ଦୂରେଇଯିବ। ପାରିବାରିକ କ୍ଷେତ୍ର ପାଇଁ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ…

ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ଆମର ଲକ୍ଷ୍ୟ

ଭୁବନେଶ୍ୱର() ରାଜ୍ୟପାଳ ଅଭିଭାଷଣ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି। ବିପର୍ୟ୍ୟୟ ପରିଚାଳନାରେ ଆମେ ବିଶ୍ୱରେ ନାଁ କମେଇ ପାରିଛୁ। ଚାଷୀ ଆୟ ଦୁଇଗୁଣା କରିବାରେ ଆମେ ଏକମାତ୍ର ରାଜ୍ୟ। କାଳିଆ ଯୋଜନା ସ୍ଵତନ୍ତ୍ର ଯୋଜନା। ଚାଷୀଙ୍କ ଆବଶ୍ୟକତା ପୂରଣ…

ପେଚା କାହିଁକି ରାତିରେ ଦେଖିପାରେ,ଜାଣନ୍ତୁ ପ୍ରକୃତ କାରଣ

ଭୁବନେଶ୍ୱର()  ପେଚା ମା’ ଲକ୍ଷ୍ମୀଙ୍କ ବାହନ ଅଟେ। ପୃଥିବୀରେ ୨୦୦ରୁ ଅଧିକ ପ୍ରଜାତିର ପେଚା ଅଛନ୍ତି। ପେଚା ଏକମାତ୍ର ପକ୍ଷୀ ଯିଏକି, ନୀଳରଙ୍ଗକୁ ଭଲ ଭାବରେ ଦେଖିପାରେ। ବର୍ଷକୁ ପ୍ରାୟ ୧ ହଜାର ମୂଷା ମାରି ଏହା ଖାଇଥାଏ। ପେଚା ଏମିତି ଏକ ପକ୍ଷୀ ଯିଏ ନିଜ ଶରୀର ନ ବୁଲାଇ ମୁଣ୍ଡକୁ ୨୭୦…

ଅର୍ଥନୈତିକ ଅଭିବୃଦ୍ଧି ହାର କମିଛି,ଚାଷୀଙ୍କ ଆୟ ବୃଦ୍ଧି ଘଟିଛି

ଭୁବନେଶ୍ୱର () ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର କମିଛି। ୨୦୧୮ -୧୯ରେ ୭.୯୦ ପ୍ରତିଶତ ରହିଥିବା ବେଳେ ୨୦୧୯ -୨୦ରେ ଏହା ୬.୧୬ ରହିବ ବୋଲି ଆକଳନ କରାଯାଇଛି। କୃଷି ଉତ୍ପାଦନ ହ୍ରାସ , ବାତ୍ୟା ର ପ୍ରଭାବ, ଖଣି ୱେବ୫ ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ହାର କମିବା ମୁଖ୍ୟ କାରଣ। ତେବେ ଜାତୀୟ…

ମାର୍ଚ୍ଚ ୩ରେ ନିର୍ଭୟା ଦୋଷୀଙ୍କୁ ଫାଶି

ନୂଆଦିଲ୍ଲୀ () ମାର୍ଚ୍ଚ ୩ ତାରିଖରେ ଫାଶି ପାଇବେ ୪ନିର୍ଭୟା ଦୋଷୀ । ମାର୍ଚ୍ଚ ୩ ସକାଳ ୬ଟାରେ ଫାଶିରେ ଝୁଲିବେ ୪ ସୈଇତାନ । ଫାଶି ଦେବା ନେଇ ଡେଥ ୱାରେଣ୍ଟ ଜାରିକଲେ ପଟିଆଲା କୋର୍ଟ ।ପୂର୍ବରୁ ପଟିଆଲା ହାଉସ କୋର୍ଟ ଦୁଇ ଦୁଇଟି ଫାଶୀ ତାରିଖ ସ୍ଥିର କରିଥିଲେ। ହେଲେ ଦୋଷୀମାନେ ଆଇନର ଗଳାବାଟ…

ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଅବଦାନ ପାଇଁ ସାଲୁ ଜିନ୍ଦଲଙ୍କୁ ଉର୍ବଶୀ ପୁରସ୍କାର

ଭୁବନେଶ୍ୱର() ଭାରତୀୟ ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ କୁଚ୍ଚିପୁଡି ନୃତ୍ୟାଙ୍ଗନା ତଥା ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସାଲୁ ଜିନ୍ଦଲଙ୍କୁ ସମ୍ମାନଜନକ ଉର୍ବଶୀ ପୁରସ୍କାରରେ ସମ୍ମାନୀତ  କରାଯାଇଛି । ପ୍ରସିଦ୍ଧ ସଙ୍ଗୀତଜ୍ଞ ପ୍ରଦ୍ମଶ୍ରୀ ପ୍ରଫୁଲ…

ନମସ୍କାରର ପ୍ରକୃତ ଅର୍ଥ

ମୁମ୍ବାଇ () ‘ନମସ୍କାର’ର ସଠିକ୍ ଅର୍ଥକୁ ନେଇ ଏକ ଟୁଇଟ କରିଛନ୍ତି ଅଭିନେତା ଅମିତାଭ ବଚ୍ଚନ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଗ୍ ବି ଏହି ଟୁଇଟ୍ରେ ଲେଖିଛନ୍ତି, ନମସ୍କାର କେବଳ ଆମର ସଭ୍ୟତାର ପ୍ରତୀକ, ପ୍ରଥା ବା ପରମ୍ପରା ନୁହେଁ। ଏହା ହେଉଛି ଆମର ଆଦର୍ଶ ଓ…

ପ୍ରାକୃତିକ ବିପର୍ଯ୍ୟୟ ପାଇଁ ରାଜ୍ୟରେ ଅଭିବୃଦ୍ଧି ହାର କମିଛି

ଭୁବନେଶ୍ୱର()  ରାଜ୍ୟରେ ଅଭିବୃଦ୍ଧି ହାର କମିଲା । । ବଜେଟ ପୂର୍ବରୁ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ଚଳିତ ବର୍ଷ ଅଭିବୃଦ୍ଧି ହାର ୬.୧୬% ରହିବା ଆକଳନ ହୋଇଛି । ଗତବର୍ଷ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ହାର ୭.୯୦% କରିଥିଲା । ବାତ୍ୟା ଯୋଗୁଁ କୃଷି ଉପôାଦନ କମିଥିବାରୁ…

ଏଣିକି ମହିଳା ଅଧିକାରୀଙ୍କୁ ସ୍ଥାୟୀ ପଦପଦବୀ

ନୂଆଦିଲ୍ଲୀ () ମହିଳା ଅଧିକାରୀଙ୍କୁ ଏଣିକି ସ୍ଥାୟୀ ପଦପଦବୀ ମିଳିବ।ଆଜି ଏନେଇ ଐତିହାସିକ ରାୟ ପ୍ରଦାନ କରିଛନ୍ତି ସୁପି୍ରମକୋର୍ଟ । ପୁରୁଷଙ୍କ ଭଳି ସେନାରେ ମହିଳାଙ୍କ ନିଯୁକ୍ତି ପାଇଁ ମଧ୍ୟ ସମାନ ନୀତି ଅବଲମ୍ବନ କରାଯିବ। ସେନା ବାହିନୀରେ ସର୍ବଦା ସମାନତା ରହିବା ଦରକାର ବୋଲି ମଧ୍ୟ କୋର୍ଟ…