Odia News Portal
Yearly Archives

2020

ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

ରାଞ୍ଚି : ଝାଡ଼ଖଣ୍ଡ ହଜାରୀବାଗ ସହରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମାକୁ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ସହରର କୁମହାର ପାର ନାଲା ୱାର୍ଡ ନମ୍ୱର ୨୪ରେ ମହାତ୍ମା ଗାନ୍ଧୀଙ୍କ ସ୍ମାରକ ସ୍ଥଳରେ ବାପୁଙ୍କ ଏହି ପ୍ରତିମୂର୍ତ୍ତି ଥିଲା, ଯାହାକୁ କିଛି ଦୁର୍ବୃତ୍ତ ଭାଙ୍ଗି ତଳେ ପକାଇ ଦେଇଛନ୍ତି…

ହକି ପ୍ରୋ-ଲିଗ୍‌ : ବେଲଜିୟମ ଠାରୁ ୩-୨ ଗୋଲ୍‌ରେ ହାରିଗଲା ଭାରତ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ ୨୦୨୦ ଦ୍ୱିତୀୟ ମ୍ୟାଚରେ ଜିତିଲା ବେଲଜିୟମ୍‌ । ହାରିଲା ଭାରତ । ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତକୁ ୩-୨ଗୋଲରେ ହରାଇଛି ଭ୍ରମଣକାରୀ ଦଳ । ଖେଳ ଆରମ୍ଭର ୩ମିନିଟ୍‌ ରେ ବେଲଜିୟମ ପ୍ରଥମ ଗୋଲ ଦେଇ ମ୍ୟାଚକୁ ନିଜ…

ସୋସିଆଲ ମିଡିଆରେ ନିଆଁ ଲଗାଇଲେ ସୌନ୍ଦର୍ଯ୍ୟା

ମୁମ୍ବାଇ : ଯେତେବେଳେ କଥା ଷ୍ଟାଇଲର ଆସେ ସେତେବେଳେ ଅଭିନେତ୍ରୀ ସୌନ୍ଦର୍ଯ୍ୟା ଶର୍ମା ଟ୍ରେଣ୍ଡ ସେଣ୍ଟରରେ ରୁହନ୍ତି । ତେବେ ସେ ଏପର୍ଯ୍ୟନ୍ତ ବଲିଉଡରେ ନିଜ ପରିଚୟ ବନାଇବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ସେ ନିଜ ଷ୍ଟାଇଲରେ ସୋସିଆଲ ମିଡିଆରେ ସବୁବେଳେ ଫ୍ୟାନ୍ସଙ୍କୁ ଆକର୍ଷିତ…

ଅଗ୍ନିକାଣ୍ଡ ଘଟଣା : ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ନବୀନ, ଶୋକ ପ୍ରକାଶ କଲେ ଧର୍ମେନ୍ଦ୍ର

ବ୍ରହ୍ମପୁର :  ବ୍ରହ୍ମପୁରରେ ଏକ ବରଯାତ୍ରୀ ବସ ୧୧ କେଭି ତାର ସଂସ୍ପର୍ଶରେ ଆସି ଜଳିଯାଇଛି। ଏଥିରେ ଥିବା ୮ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଲେ ଏକାଧିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ…

ଭାଲେଣ୍ଟାଇନ୍ ଡେ’ରେ ଏହି ରାଜ୍ୟରେ ପାଳନ କରାଯିବ ମାତୃ-ପିତୃ ପୂଜନ ଦିବସ

ଅହମ୍ମଦାବାଦ : ସାରା ବିଶ୍ବ ଯେଉଁଠି ୧୪ ଫେବୃଆରୀରେ ଭାଲେଣ୍ଟାଇନ୍ ଡେ ପାଳନ କରୁଥିବ ସେତେବେଳେ ଭାରତରେ ଏଭଳି ଏକ ରାଜ୍ୟ ରହିଛି ଯେଉଁଠି ମାତୃ-ପିତୃ ପୂଜନ ଦିବସ ପାଳନ କରାଯିବ। ଏଥିପାଇଁ ସରକାରୀ ବିଭାଗ ଦ୍ବାରା ନିର୍ଦେଶ ମଧ୍ୟ ଜାରି କରାଯାଇଛି। ଗୁଜୁରାଟର ସୁରଟ ଜିଲ୍ଲାର ଶିକ୍ଷା…

ରାଜ୍‌ କୁନ୍ଦ୍ରାଙ୍କ ବିରୋଧରେ କ୍ରିମିନାଲ୍‌ କେସ୍‌ କଲେ ମଡେଲ ପୁନମ୍‌, ଆସନ୍ତୁ ଜାଣିଵା ପୂରା ମାମଲା

ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍‌ କୁନ୍ଦ୍ରା ଓ ତାଙ୍କ ସହଯୋଗୀ ସୌରଭ କୁଶଓ୍ଵାହାଙ୍କ ବିରୋଧରେ କ୍ରିମିନାଲ୍‌ କେସ୍‌ କରିଛନ୍ତି ଆକ୍ଟ୍ରେସ୍‌ ତଥା ମଡେଲ ପୁନମ୍‌ ପାଣ୍ଡେ। ପୋଲିସରେ ଏତଲା ଦେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୁନମ୍‌ଙ୍କ ଅଭିଯୋଗ ଅନୁଯାୟୀ, ଦେଶ ଏବଂ ଦେଶ…

ପୁଣି ପର୍ଯ୍ୟଟକଙ୍କ ଗାଡିରେ ଲାଗିଲା ୧୧ କେଭି ବିଦ୍ୟୁତ ତାର, ଅଳ୍ପକେ ବର୍ତ୍ତିଲେ ୭୦ ଯାତ୍ରୀ

ବାଲେଶ୍ବର : ବ୍ରହ୍ମପୁର ଭଳି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଡଗରା ବେଳାଭୂମି ନିକଟରେ ଅଘଟଣ। ‘ଦାସ’ ନାମକ ଏକ ଘରୋଇ ବସ ୭୦ ପର୍ଯ୍ୟଟକ ଧରି ବେଳାଭୂମି ବୁଲିବାକୁ ଆସିଥିଲା। ଡଗରା ଛକ ନିକଟରେ ହଠାତ ବସଟି ଏକ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଷରେ ଆସିଯାଇଥିଲା। ଯାହା ଫଳରେ ବସର ଚାରଟି…

ସ୍ୱର୍ଣ୍ଣ ମନ୍ଦିରରେ ମୋବାଇଲ ଫୋନ ଉପରେ ଲାଗିପାରେ ପ୍ରତିବନ୍ଧକ

ନିକଟରେ ଚଣ୍ଡୀଗଡ଼ ସ୍ୱର୍ଣ୍ଣ ମନ୍ଦିରର କିଛି ଭିଡିଓ ଭାଇରଲ ହେବାପରେ ଶିରୋମଣି ଗୁରୁଦ୍ୱାରର ପ୍ରବନ୍ଧକ ସମିତି ସୋସିଆଲ ମିଡ଼ିଆ ଆପ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହା ପୂର୍ବରୁ ଅକାଳ ଯଥେଦାର ଜ୍ଞାନୀ ହରପ୍ରିତ ସିଂ କହିଥିଲେ ଯଦି ଶ୍ରଦ୍ଧାଳୁ ମନ୍ଦିର…

ଆଜି ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ

ପୁରୀ  : ଆଜି ପବିତ୍ର ମାଘ ମାସ ପୂର୍ଣ୍ଣମୀ ତିଥି । ଏହି ଅବସରରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଲାଗିଛି । ଆଜି ଶ୍ରୀଜୀଉ ଗଜ ଉଦ୍ଧାରଣ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ଅପରାହ୍ନରେ ଏହି ବେଶ ଅନୁଷ୍ଠିତ ହେବ । ପୁରାଣରେ ବର୍ଣ୍ଣନା ଅନୁଯାୟୀ ଏକ ହତୀ ପାଣି ପିଇବାକୁ ଯାଇ ନଦୀରେ…

ଫିଲ୍ମ ‘ସୁଟର’ ଉପରେ ଲଗିଲା ବ୍ୟାନ

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଫିଲ୍ମ ‘ସୁଟର’ ଉପରେ ବ୍ୟାନ ଲଗେଇବା ନେଇ ଆଦେଶ ଦେଇଛନ୍ତି । ଏହି ସିନେମାଟି ଗ୍ୟାଙ୍ଗଷ୍ଟାର ସୁଖବା କହଲମ୍ବାଙ୍କ ଜୀବନୀ ଉପରେ ହିଁ ଆଧାରିତ । ଫିଲ୍ମ ଟିକୁ ନେଇ ଅଭିଯୋଗ ଆସିଛି କି ସିନେମା ଟିରେ ହିଂସା ସହ ବନ୍ଧୁକ ଚାଳନା ନେଇ ଅନେକ ଭୁଲ…