ବାଲେଶ୍ୱର ବେଳାଭୂମିର ବିକାଶ ପାଇଁ ନକ୍ସା ଆଙ୍କୁଛନ୍ତି ୫-ଟି ସଚିବ
ଜଳେଶ୍ୱର: ବାଲେଶ୍ୱରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତାଳସରୀ ଓ ଉଦୟପୁର ବେଳାଭୂମିର ହେବ ଉନ୍ନତି । ଜଳେଶ୍ୱରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ୫-ଟି ସଚିବ ଭି. କେ. ପାଣ୍ଡିଆନ୍ ଓ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ବେଳାଭୂମିର ନକ୍ସା ଦେଖିଛନ୍ତି ।
ଏହାସହ ବିଭାଗୀୟ…
