ଆସିଲା ‘ସୁରଜ ପେ ମଙ୍ଗଳ ଭାରି’ର ପ୍ରଥମ ଝଲକ
ମନୋଜ ବାଜପେୟୀ ଓ ଦିଲଜିତ ଦୋସାଞ୍ଝ ଅଭିନୀତ ଫିଲ୍ମ ‘ସୁରଜ ପେ ମଙ୍ଗଳ ଭାରି’ର ପ୍ରଥମ ଝଲକ ସାମ୍ନାକୁ ଆସିଛି । ଏହି ବିଶେଷ ଦୃଶ୍ୟ ଟିକୁ ମୁମ୍ବାଇ ସ୍ଥିତ ଛତ୍ରପତି ଶିବାଜୀ ଟର୍ମିନାଲରେ ହିଁ ସୁଟିଂ କରାଯାଇଥିବା ଜଣା ଯାଇଛି । ଫିଲ୍ମଟିର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅଭିଷେକ ଶର୍ମା ।…
