Odia News Portal
Yearly Archives

2020

କରୋନା ଭାଇରସକୁ ଚିହ୍ନଟ କରିଥିବା ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ() କରୋନା ଭାଇରସକୁ ଚିହ୍ନଟ କରିଥିବା ଡାକ୍ତରଙ୍କ ମୃତ୍ୟୁ । ଗୁରୁବାର ମୃତ୍ୟୁବରଣ କରିଛନ୍ତି ଡାକ୍ତର ଲି ୱେନଲିୟାଙ୍ଗ। ଡାକ୍ତର ଲି’ ୨୦୧୯ ଡିସେମ୍ବର ୩୦ରୁ ଏ ନେଇ ସତର୍କ କରାଇଥିଲେ। ସେ ଯେଉଁ ସ୍କୁଲରେ ପଢୁଥିଲେ ସେହି ସ୍କୁଲର ପୁରାତନ ଛାତ୍ରମାନଙ୍କ ଚାଟିଂ ଗ୍ରୁପରେ ସେ ଏ ନେଇ…

ଘୁଂଚିଲା ନିର୍ଭୟା ମାମଲାର ଶୁଣାଣି

ନୂଆଦିଲ୍ଲୀ() ପୁଣି ଘୁଂଚିଲା ନିର୍ଭୟା ମାମଲାର ଶୁଣାଣି । ଆସନ୍ତା ୧୧ତାରିଖକୁ ଘୁଞ୍ଚିଲା ସୁପ୍ରିମକୋର୍ଟର ଶୁଣାଣି । ନିର୍ଭୟା ଦୋଷୀମାନଙ୍କ ଡେଥ୍ ୱାରେଣ୍ଟ ଉପରେ ରହିତାଦେଶ ଏବଂ ସେମାନଙ୍କୁ ଏକାସଙ୍ଗରେ ଫାଶୀ ଦେବା ମାମଲା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ହୋଇଥିଲା…

ହାଇକୋର୍ଟର ନୂତନ ବିଚାରପତି ସଞ୍ଜୀବ ପାଣିଗ୍ରାହୀ

କଟକ()  ସଂଜୀବ ପାଣିଗ୍ରାହୀ ହେବେ ହାଇକୋର୍ଟର ନୂତନ ବିଚାରପତି । ନୂତନ ବିଚାରପତି ନିଯୁକ୍ତି ଲାଗି ରାଷ୍ଟ୍ରପତିଙ୍କ ଠାରୁ ମିଳିଲା ଅନୁମୋଦନ । ଶୁକ୍ରବାରରେ ଆଇନ ମନ୍ତ୍ରାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ସଞ୍ଜୀବ ପାଣିଗ୍ରାହୀଙ୍କୁ ଓଡିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ…

ଆମ୍ବୁଲାନ୍ସ ସେବାରେ ଉତ୍କୃଷ୍ଟ କର୍ମଚାରୀମାନଙ୍କୁ ପୁରସ୍କୃତ

ଭୁବନେଶ୍ୱର : ଓଡ଼ିଶାରେ ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ ସେବାକୁ ପରିଚାଳନା କରୁଥିବା କମ୍ପାନୀ ଜିକିତ୍ସା ହେଲଥ କେୟାର ଲିମିଟେଡର ଜିକିତ୍ସା ଓଡ଼ିଶା ସ୍କଲାରସିପ ପ୍ରୋଗ୍ରାମ ୨୦୨୦ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆମ୍ବୁଲାନ୍ସ ସେବା କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ସାତଜଣ…

ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ଉତର ଉପକୂଳ, ଆନ୍ଧ୍ରପ୍ରଦେଶ ଓ ଆଭ୍ୟନ୍ତରୀଣ ଓଡିଶାଉପରେ ରହିଛି ଘୂର୍ଣ୍ଣିବଳୟ । ସମୁଦ୍ର ପତନଠାରୁ ଶୂନ ଦଶମିକ ୯ କିଲୋମିଟର ଉଚ୍ଚରେ ରହିଛି ଘୂଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତାକାଲି ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ଜଗତସିଂହପୁର, ପୁରୀ, ଗଂଜାମ…

ସ୍ୱାଭିମାନ ଅଂଚଳରୁ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି() ଗତ ଜାନୁୟାରୀ ମାସରେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳରେ ଓଡିଶା ପୋଲିସ, ବିଏସଏଫ କୋବ୍ରା ଏବଂ ଆନ୍ଧ୍ର ପୋଲିସର ଏକ ମିଳିତ ଅପରେସନ ଫଳରେ ସେଠାରୁ ବିପୁଳ ପରିମାଣର ଗୁଳିଗୋଳା, ମେସିନ ଗନ, ଇନସାସ ରାଇଫଲ, କାର୍ବାଇନ ଷ୍ଟେନଗନ, ଏସଏଲଆର ରାଇଫଲ, ୩୦୩ ରାଇଫନ, ପିସତଲ,…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାତୀୟ ଡିଫେନ୍ସ ପ୍ରତିନିଧି ଦଳ

ଭୁବନେଶ୍ୱର() ଆଜି ଏଠାରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ନ୍ୟାସନାଲ ଡିଫେନ୍ସ କଲେଜର ପ୍ରତିନିଧି ଦଳ । ରାଜ୍ୟର ସମାଜିକ ଓ ରାଜନୈତିକ ବାତାବରଣ, ଶାସନ ବ୍ୟବସ୍ଥା ଓ ରାଜ୍ୟର ସର୍ବାଙ୍ଗୀନ ବିକାଶ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଏୟାର ମାର୍ଶାଲ ବି.ଭି ଉପାଧ୍ୟାୟଙ୍କ…

ଏଣିକି କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାରର ଜଣକୁ ମିଳିବ ଚାକିରୀ

ଭୁବନେଶ୍ୱର() ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତା ଲୋକସେବା ଭବନରେ ଆଜି ବସିଥିଲା ମନ୍ତ୍ରୀପରିଷଦବୈଠକ । କ୍ୟାବିନେଟ ବୈଠକରେ ୯ ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟ ପଂଚମ ଅର୍ଥ ଆୟୋଗ ଆକ୍ସନ ଟେକେନ ରିପୋର୍ଟ ଉପସ୍ଥାପନ ହୋଇଛି । ଓଡିଶା ସିଭିଲ ସର୍ଭିସ ରୁଲ ସଂଶୋଧନ ପ୍ରସ୍ତାବକୁ…

୨୮ରେ ଓଡ଼ିଶା ଆସିବେ ଅମିତ ଶାହ

ଭୁବନେଶ୍ୱର : ଆସନ୍ତା ୨୮ରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ । ଶ୍ରୀ ଶାହ ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେବା ସହ ବିଜେପିର ଏକ କର୍ମକର୍ତ୍ତା ସମ୍ମିଳନୀରେ ସାମିଲ ହେବାର କାର୍ଯ୍ୟସୂଚୀ ରହିଛି । ପୂର୍ବରୁ ଶାହଙ୍କର ଗସ୍ତ ଦୁଇଥର ବାତିଲ ହୋଇଛି ।…

ପୁଣି ଖଣ୍ଡଗିରି ମହାକୁମ୍ଭରେ ନଗ୍ନ ନୃତ୍ୟ, ବ୍ୟାନ ପରେ କେମିତି ଅଶ୍ଲିଳ ନୃତ୍ୟ ହେଉଛି : ରାନୀ

ଭୁବନେଶ୍ବର: ଖଣ୍ଡଗିରିରେ ଆରମ୍ଭ ହୋଇଯାଇଛି କୁମ୍ଭ ମେଳା। ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ଅନେକ ଯାତ୍ରାପାର୍ଟି ନୂଆ ନୂଆ କାହାଣୀ ନେଇ ଯାତ୍ରା ପରମ୍ପରା ଆରମ୍ଭ କରିଛନ୍ତି। କିନ୍ତୁ ଯେଉଁ କିଛି ବର୍ଷ ଧରି ଗୋଟିଏ ବିବାଦ ସାରା ଓଡିଶାରେ ଚର୍ଚ୍ଚା ସୃଷ୍ଟି କରୁଥିଲା ତାହା ଏ ବର୍ଷ ମଧ୍ୟ ଆରମ୍ଭ…