ଫ୍ୟାନ୍ଙ୍କ ସରପ୍ରାଇଜ୍ ଦେଲେ ଆଲିଆ
ଆଲିଆ ଭଟ୍ଟ ବଲିଉଡ୍ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛନ୍ତି। ତାଙ୍କର ବହୁତ ଲମ୍ବା ଫ୍ୟାନ୍ ଫଲୋଇଙ୍ଗ୍ ରହିଛି। ଅଭିନେତ୍ରୀଙ୍କ ଅଭିନୟ ଦକ୍ଷତା ସହିତ ତାଙ୍କର ସ୍ୱୀଟ୍ ନେଚରକୁ ଲୋକେ ବେଶ୍ ପସନ୍ଦ କରୁଛନ୍ତି। ନିକଟରେ ସେ ଜଣେ ଫ୍ୟାନ୍ଙ୍କ ଲାଗି କେକ୍ ବେକ୍ କରିଥିଲେ।…
