Odia News Portal
Yearly Archives

2020

ବଡ ଏନ୍‍ଜିଓଙ୍କୁ କାମ ଦେବାକୁ ସୁପରିକଳ୍ପିତ ଯୋଜନା, ମାଷ୍ଟରମାଇଣ୍ଡ ସୁଡା ଅଧିକାରୀ

ଭୁବନେଶ୍ୱର : ନଗର ଉନ୍ନୟନ ବିଭାଗରେ ଏବେ ବଡ ବଡ ଏନ୍‍ଜିଓଙ୍କୁ ପ୍ରୋତ୍ସାହନ । ସେମାନଙ୍କୁ ସୁହାଇଲା ଭଳି ପ୍ରସ୍ତୁତ ହେଉଛି ନିୟମ । ଛୋଟ ଛୋଟ ସଂସ୍ଥା ଯେତେ ଭଲ କାମ କଲେ ବି ସେମାନେ ଯେଭଳି କାମ ନପାଇବେ ସେଥିପାଇଁ ସୁପରିକଳ୍ପିତ ଯୋଜନା ଚାଲିଥିବା ଅଭିଯୋଗ ହେଉଛି । ଆଉ ଏହି ଷଡଯବରେ ବିଭିନ୍ନ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜିର ଉଚ୍ଚସ୍ଥ ଚନ୍ଦ୍ର ଯୋଗୁ ପରିଜନ ସହ ବନ୍ଧୁମିଳନର ମଜା ଉଠାଇବେ। ଦୀର୍ଘଦିନର ଆଶା ପୂରଣ ହେବା ସଙ୍ଗକୁ ଅର୍ଥଲାଭ ଓ ସମ୍ମାନ ପାଇ ଖୁସି ହୋଇପାରନ୍ତି। ପୈତୃକ ସମ୍ପତ୍ତିିକୁ କେନ୍ଦ୍ରକରି ଭ୍ରାତୃବିବାଦ ଦେଖାଦେବାର ଆଶଙ୍କା ରହିଛି। ଦୂରଯାତ୍ରା ପରିସ୍ଥିତିରେ ଅନିଦ୍ରା ଓ…

ରୋଗୀଙ୍କ ସହିତ ବସି ଖାଦ୍ୟ ଖାଇଲେ ଜିଲ୍ଲାପାଳ ଓ ଏସ୍‌ପି

ବାଲେଶ୍ୱର : ଅବ୍ୟବସ୍ଥା ଘେରରେ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜ। ଏଠାରେ ରୋଗୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଥିଲା। ମେଡିକାଲର ସର୍ଜରୀ ଓ ଶିଶୁ ବିଭାଗରେ ଯେଉଁ ଠିକା ସଂସ୍ଥା ରନ୍ଧା ଖାଦ୍ୟ ଯୋଗାଉଛି, ତାହା ଖାଇବାଯୋଗ୍ୟ ନଥିବା ବେଳେ ଖାଦ୍ୟର ପରିମାଣ ବହୁ କମ…

ଓଏଏସସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଓଏଏସସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ ଅଭୟ କୁମାର ନାୟକଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ଅତିରିକ୍ତ କମିଶନର ଭାବେ ନିଯୁକ୍ତି ମିଳିଛି। ସେହିପରି ବରିଷ୍ଠ ଓଏଏସ୍…

ଜନ୍ମଦିନରେ ସମସ୍ତଙ୍କ ଆଶୀର୍ବାଦ ନେଲେ ଦୌଡ଼ ରାଣୀ

ଭୁବନେଶ୍ୱର : ଫେବ୍ରୁଆରୀ ୩ ତାରିଖ । ଓଡ଼ିଶା କ୍ରୀଡ଼ା ପାଇଁ ଏକ ମନେ ରଖିଲା ଭଳି ଦିନ । ଏହି ଦିନ ଜନ୍ମ ନେଇଛନ୍ତି ଓଡ଼ିଶାର ମହିଳା ଆଥ୍‌ଲେଟ୍‌ ଦୂତି ଚାନ୍ଦ । ଆଜି ଜନ୍ମ ଦିନରେ ଦୂତି ସାରା ଓଡ଼ିଶାବାସୀଙ୍କ ଆଶୀର୍ବାଦ ଭୀକ୍ଷା କରିଛନ୍ତି ଏବଂ ପାଇଛନ୍ତି ମଧ୍ୟ । ଭୁବନେଶ୍ୱର ଠାରେ ଆୟୋଜିତ ଏକ…

ଏଥର ୭ ଦିନ ବ୍ୟାପୀ ଜନ୍ମଦିନ ପାଳନ, ପ୍ରଥମ ଦିନ ବିଜୁ ବାବୁଙ୍କ ଜନ୍ମସ୍ଥାନ କଟକରେ ହେବ ବିରାଟ ସମାରୋହ

ଭୁବନେଶ୍ୱର : ମାର୍ଚ୍ଚ ୫ରେ ବିଜୁ ବାବୁଙ୍କ ଜନ୍ମଦିନ । ଏବର୍ଷ ୭ ଦିନ ବ୍ୟାପୀ ବିଜୁ ବାବୁଙ୍କ ଜନ୍ମଦିନ ପାଳନ କରିବ ବିଜେଡି । ସମସ୍ତ ବ୍ଳକ, ନିର୍ବାଚନ ମଣ୍ଡଳୀରେ ବଡ ଧରଣର ପାଳନ କରିବାକୁ ଯୋଜନା ହୋଇଛି । ପ୍ରଥମ ଦିନ ବିଜୁ ବାବୁଙ୍କ ଜନ୍ମସ୍ଥାନ କଟକରେ ବିରାଟ ସମାରୋହ କରାଯିବ । ଏହି ୭…

ଅଧିକ ଆକ୍ସନ ମୋଡ୍‌ରେ ନଜର ଆସିବେ ଟାଇଗର

ବାଗୀ ଓ ବାଗୀ ୨ର ଅପୂର୍ବ ସଫଳତା ପରେ ପୁଣିଥରେ ପରଦାକୁ ଆସିବାକୁ ଯାଉଛି ଟାଇଗର ଶ୍ରଫଙ୍କ ଅଭିନୀତ ଫିଲ୍ମ ‘ବାଗୀ ୩’। ଏହି ଫିଲ୍ମର ଟ୍ରେଲର ଆସିବା ପୂର୍ବରୁ ଜାରି ହୋଇଛି ପୋଷ୍ଟର। ଫିଲ୍ମ ନିର୍ମାତା ଆଜି ବାଗୀ ୩ର ପ୍ରଥମ ପୋଷ୍ଟର ଜାରି କରିଛନ୍ତି। ଆଉ ପୂର୍ବଥର ଭଳି ଏହି ପୋଷ୍ଟରର ଲୁକ୍‌…

ଅତିରିକ୍ତ ତହସିଲଦାର ଓ ଆରଆଇଙ୍କୁ ଆକ୍ରମଣ

ଭଦ୍ରକ : ଅତିରିକ୍ତ ତହସିଲଦାର ଓ ଆରଆଇଙ୍କୁ ଆକ୍ରମଣ। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ୍‌ଠାରେ ଆକ୍ରମଣ ହୋଇଛି । ବେଆଇନ ବାଲି ବୋଝେଇ ଟ୍ରକକୁ ଧରିବାକୁ ଯାଇଥିବା ବେଳେ ସେମାନେ ଆକ୍ରମଣର ଶିକାର ହୋଇଥିଲେ। ଚିକିତ୍ସା ପାଇଁ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।…

କଂଗ୍ରେସର ଅଭିଯୋଗ ମିଛ ଏବଂ ଭିତିହୀନ

ଭୁବନେଶ୍ୱର() କଂଗ୍ରେସର ଅଭିଯୋଗ ମିଛ ଏବଂ ଭିତିହୀନ । ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ମୋ ବିରୋଧରେ ଏପରି କରାଯାଇଛି ବୋଲି ପ୍ରତିକି୍ରୟା ରଖିଛନ୍ତି ସାଂସଦ ଅନୁଭବ ମହାନ୍ତି । ସୂଚନା ଅନୁସାରେ, କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ମିଥ୍ୟା ସତ୍ୟପାଠ କରିଥିବା ନେଇ କଂଗ୍ରେସ ଅଭିଯୋଗ କରିଥିଲା…

ହୃଦୟର ଭାଷାକୁ ପଢିବା ଓ ବୁଝିବା ଭଳି କବିତା ଲେଖାଯାଉ: ରମାକାକ୍ତ ରଥ

ଭୁବନେଶ୍ୱର() କବିତାକୁ ସାଧାରଣ ପାଠକଙ୍କ ମଧ୍ୟରେ ବ୍ୟାପକ କରିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଛନ୍ତି ବିଶିଷ୍ଟ କବି ଡଃ ରମାକାନ୍ତ ରଥ । ଦୁଇ ଦିନିଆ ପ୍ରଥମ ସୋଆ ସାହିତ୍ୟ ଉତ୍ସବରେ ପ୍ରାୟ ୧୦୦ ଜଣ ଲେଖକ, କବି, ଭାଷାକାର ଓ ସମାଲୋଚକ ଯୋଗ ଦେଇଥିବା ବେଳେ ରବିବାର ଏହାର ଉଦ୍ୟାପନୀ…