ଆଇସିସିର ବଜେଟ ପରବର୍ତି ଆଲୋଚନା ଅଧିବେଶନ ବଜେଟ ଅଭିବୃଦ୍ଧିକୁ ସୁହାଇବ : ବିଶେଷଜ୍ଞ
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ୨୦୨୦-୨୧ର ବଜେଟରେ ଘୋଷଣା କରାଯାଇଥିବା ଅନେକ ପ୍ରସ୍ତାବ ଜନ କଲ୍ୟାଣକାରୀ ହେବ ଏବଂ ଏହା ବଜେଟକୁ ସୁହାଇବ ବୋଲି ବିଶେଷଜ୍ଞମାନେ କହିଛନ୍ତି । ସେମାନେ କହିଛନ୍ତି ଯେ ସାମାଜିକ କ୍ଷେତ୍ରର ବିକାଶ, ରପ୍ତାନି, ଭିତିଭୂମି, ଦକ୍ଷତା ବିକାଶ ଓ ଉତମ ପ୍ରଶାସନ ପାଇଁ…
