ଚଟପଟା ଟମାଟୋ ରଶୁଣ ଚଟଣୀ
ଭୁବନେଶ୍ଵର : ଟମାଟୋ ଓ ରଶୁଣର ସ୍ଵାଦ ଲୋକମାନଙ୍କୁ ଖୁବ୍ ପସନ୍ଦ। ଏଥିରେ ଭରପୁର ମାତ୍ରାରେ ଭିଟାମିନ୍ ମଧ୍ୟ ରହିଛି। ତେଣୁ ଟମାଟୋ ଓ ରଶୁଣର ମିଶ୍ରଣରେ ପ୍ରସ୍ତୁତ ହୋଇଥିବା ଚଟଣୀ ମଧ୍ୟ ଲୋକମାନଙ୍କୁ ଖୁବ୍ ପସନ୍ଦ ଆସିବ। ତେବେ ଆଜି ହିଁ ପ୍ରସ୍ତୁତ କରନ୍ତୁ ରଶୁଣ ଟମାଟୋ ଚଟଣୀ।
ଆବଶ୍ୟକୀୟ…
