ସିରିଜ କବଜା କରିବା ଲକ୍ଷ୍ୟରେ ଭାରତ
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ଆଜି ଖେଳାଯିବ । ହାମିଲଟନରେ ଖେଳାଯିବ ଏହି ମ୍ୟାଚ୍ । ଭାରତ ଓ ନ୍ୟୁଜିଲାଣ୍ଡ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ । ଭାରତ ଏହି ମ୍ୟାଚ୍ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି । ଏହି ବିଜୟ ସହ ଭାରତ ପ୍ରଥମ…
