ସାଂସଦଙ୍କୁ ସୁପ୍ରିମୋଙ୍କ ତାଗିଦ , ଲୋକସଭାରେ କେମିତି ଅଛି ସାଂସଦଙ୍କ ପ୍ରଦର୍ଶନ ରହିବ ନଜର
ଭୁବନେଶ୍ୱର() ଆସନ୍ତା ୩୧ରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ତେବେ ଏହି କ୍ରମରେ ଆଜି ବିଜେଡି ସୁପି୍ରମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସାଂସଦଙ୍କୁ ଦଳୀୟ ରଣନୀତି ସମ୍ପର୍କରେ ପରାମର୍ଶ ଦେଇଛନ୍ତି ।
ନବୀନ କହିଛନ୍ତି, ସାଂସଦଙ୍କ ପ୍ରଦର୍ଶନ ଉପରେ…
