କାର୍ଯ୍ୟକାରୀ ହୋଇପାରୁନି ତଡିପାର ଯୋଜନା, ନିଶା ବେପାରୀଙ୍କ ପୁଷମାସ
ଭୁବନେଶ୍ୱର : ରାଜଧାନୀରେ ବେପାର ଜମାଇଥିବା ନିଶାବେପାରୀଙ୍କୁ ତଡିପାର କରିବାପାଇଁ ପୁଲିସ୍ କରିଥିବା ଯୋଜନା କାର୍ଯ୍ୟକାରୀ ହୋଇପାରୁ ନାହିଁ । କେଉଁ ୟୁନିଟ୍ରେ କେତେ ନିଶା ବେପାରୀ ଅଛନ୍ତି ସେମାନଙ୍କ ସୂଚନା ସଂଗ୍ରହ ପାଇଁ ଗୁଇନ୍ଦା ପୁଲିସକୁ କୁହାଯାଇଥିବାବେଳେ ସେମାନେ ସୂଚନା ଦେଇଛନ୍ତି ।…
