ସାହସିକତା, ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ୨୯ଜଣଙ୍କୁ ମେଡାଲ
ଭୁବନେଶ୍ୱର() ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଶନିବାର ପୋଲିସ ମେଡାଲ ଘୋଷଣା କରାଯାଇଛି। ତିନୋଟି ବର୍ଗରେ ଓଡ଼ିଶାରୁ ମୋଟ ୨୯ଜଣ ପାଇବେ ମେଡାଲ। ସାହସିକତା ପାଇଁ ୧୬ ପୋଲିସ କର୍ମଚାରୀ, ବିଶିଷ୍ଟ ସେବା ପାଇଁ ୨ ଏବଂ ଉଲ୍ଲେଖନୀୟ ସେବା ପାଇଁ ୧୧ଜଣଙ୍କୁ ମେଡାଲ ପ୍ରଦାନ କରାଯିବ। ଏଡିଜି…
