Odia News Portal
Yearly Archives

2020

ପିସିସି ସଭାପତି ହିଁ କଂଗ୍ରେସ ଭବନକୁ ବାଉନ୍ସର ଆଣିଥିଲେ

ଭୁବନେଶ୍ୱର() ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜେ କଂଗ୍ରେସ ଭବନକୁ ବାଉନ୍ସର ଆଣିଥିଲେ । କେବଳ ସେ ନୁହନ୍ତି ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ବି ବାଉନ୍ସର ଆଣିଥିଲେ । ଆଉ ଏକ୍ଷେତ୍ରରେ ନିଜେ ତଦନ୍ତ ପାଇଁ କମିଟି ଗଠନ କରିବା ହାସ୍ୟାସ୍ପଦ ଓ ନିନ୍ଦନୀୟ ବୋଲି ଛାତ୍ର କଂଗ୍ରେସର ପୂର୍ବତନ…

ଏହି ଅଭିନେତ୍ରୀଙ୍କୁ ଧନ୍ୟବାଦ ଦେଲେ ନିର୍ଭୟାଙ୍କ ମା’

ମୁମ୍ବାଇ() ନିର୍ଭୟା ଦୋଷୀଙ୍କୁ ମଝି ଛକରେ ଫାଶୀ ଦେବାକୁ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରନୌତ ଦାବି କରିଛନ୍ତି । ଏବେ ନିର୍ଭୟାଙ୍କ ମା’ମଧ୍ୟ କଙ୍ଗନାଙ୍କ ବୟାନକୁ ସମର୍ଥନ କରି କହିଛନ୍ତି ଯେ, ସେ ନିଜ ଝିଅଙ୍କୁ ନ୍ୟାୟ ଦେବା ପାଇଁ ଲଢ଼େଇ ଲଢୁଛନ୍ତି । ସେ ଏଥିପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି…

ଅନୁପମ ଖେରଙ୍କୁ ଜୋକର କହିଲେ ଏହି ଅଭିନେତା ,କଠୋର ଶବ୍ଦରେ ଜବାବ ଦେଲେ ଅନୁପମ ଖେର, ଦେଖନ୍ତୁ ଭିଡିଓ

ମୁମ୍ବାଇ() ନାଗରିକତା ସଂଶୋଧନ ଆଇନକୁ ନେଇ ଅଭିନେତା ନଶିରୁଦ୍ଧିନ ଶାହା ଓ ଅନୁପମ ଖେରଙ୍କ ଭିତରେ ଆରମ୍ଭ ହୋଇଛି ବୟାନବାଜି ।ରାଜନୈତିକ ପ୍ରସଙ୍ଗକୁ ନେଇ ବଲିଉଡରେ ଝଡ ସୃଷ୍ଟି କରିଛି । ମୋଦି ସରକାରଙ୍କ ଜଣେ ପ୍ରଶଂସକ ଭାବେ ଜଣାଶୁଣା ଅନୁପମ ଖେର ସିଏଏକୁ ସମର୍ଥନ କରିଆସୁଛନ୍ତି । ସେଇଥିପାଇଁ…

୫ରେ ବନ୍ଦ ରହିବ ପଶ୍ଚିମ ଓଡ଼ିଶା

ବଲାଙ୍ଗିର() ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି ଓ ବିସିଆଇକୁ ଓଡ଼ିଶା ରାଜ୍ୟ ବାର୍ କାଉନସିଲ ପ୍ରସ୍ତାବ ନେଇ ପ୍ରତିବାଦସ୍ଵରୂପ ଫେବୃଆରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଗଠନ ନେଇ ଓକିଲମାନେ…

ସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକଙ୍କୁ ଚେତାବନୀ

ଭୁବନେଶ୍ୱର() ଆଜି ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଓଡିଶା ଅଭିଭାବକ ମହାଂସଘ ପକ୍ଷରୁ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗ ଦେଇ କହିଥିଲେ , କଲେଜ ପରିଚାଳନା ପରିଷଦରେ ରହିବେନି ବିଧାୟକ । କେବଳ ଶିକ୍ଷାବିତମାନେ ହିଁ କଲେଜ ପରିଚାଳନା ପରିଷଦରେ ସଦସ୍ୟ ହୋଇ ରହିବେ । କଲେଜ ପରିଚାଳନା କମିଟିକୁ ଅଧିକ…

ନିର୍ଭୟା ଦୋଷୀଙ୍କ ଶେଷ ଇଚ୍ଛା

ନୂଆଦିଲ୍ଲୀ() ନିର୍ଭୟା ୪ ଦୋଷୀଙ୍କୁ ସେମାନଙ୍କ ଶେଷ ଇଚ୍ଛା କ’ଣ ଜାଣିବାକୁ ପ୍ରଶାସନ ନୋଟିସ କରିଛି। ଫେବୃଆରୀ ୧ ସକାଳ ୬ଟାରେ ସମସ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି। ଏହା ପୂର୍ବରୁ ନିୟମ ଅନୁସାରେ ଅପରାଧୀମାନଙ୍କୁ ସେମାନଙ୍କ ଶେଷ ଇଚ୍ଛା କ’ଣ ରହିଛି…

ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଦେଶର ପ୍ରଥମ ସରକାରୀ ପ୍ରକଳ୍ପ କାର୍ୟ୍ୟକ୍ଷମ

ଭୁବନେଶ୍ୱର() ପୂର୍ବତଟ ରେଳପଥ ଭୁବନେଶ୍ୱର ର ମଞ୍ଚେଶ୍ୱର ସ୍ଥିତ ରେଳଡବା ମରାମତି କାରଖାନା ଠାରେ ବର୍ଜ୍ୟବସ୍ତୁ ରୁ ଉର୍ଜା ସଂରକ୍ଷଣ ପ୍ରକଳ୍ପକୁ ରେଲୱେ ବୋର୍ଡ ରୋଲିଙ୍ଗ ଷ୍ଟକ ମେମ୍ବର ଆଜି ଅପରାହ୍ନରେ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ, ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର

କଟକ ୬ ଲେନ ହେବ ରିଂ ରୋଡ

କଟକ() ବଦଳିବ କଟକର ମାନଚିତ୍ର । ବଦଳିବ କଟକର ରୂପରେଖା । ଆଜି ମୁଖ୍ୟମନ୍ତ୍ରୀ କଟକ ଗସ୍ତରେ ଆସି ମାତା ମଠ ନିକଟରେ ମହାନଦୀ କୂଳ ବୁଲି ଦେଖିବା ସହିତ ବିକାଶ କାର୍ୟ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାନଦୀ ହାଡିଆପଠାରେ ହେବ ଏସ୍ସିବି ମେଡିକାଲ କଲେଜର…

ପୁରୀ-କୋଣାର୍କ ବେଳାମାର୍ଗରେ ଗୁଳିକାଣ୍ଡ

ପୁରୀ : ପୁରୀ-କୋଣାର୍କ ବେଳାମାର୍ଗରେ ଗୁଳିକାଣ୍ଡ । ପୂର୍ବ ବିବାଦକୁ କେନ୍ଦ୍ର କରି ତୋଷାଳୀ ସ୍ୟାଣ୍ଡ ସମ୍ମୁଖରେ ୨ ରାଉଣ୍ଡ ଗୁଳି ଫୁଟାଇଲା ଦୁର୍ବୃତ୍ତ । ୨ଟି ଖୋକା ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରିଛି ପୁଲିସ । ଏନେଇ ପେଣ୍ଠକଟା ମେରାଇନ୍‌ ଥାନାରେ ଏକ ମାମଲା ରଜୁ ହୋଇଥିବା ବେଳେ ପୁଲିସ…

ମିନି ମାରାଥନ, ଭାଗ ନେଲେ ୩ ହଜାର ପୁରୁଷ ଓ ମହିଳା

ପୁରୀ: ପୁରୀରେ ମିନି ମାରାଥନ । ବିମଷ୍ଟେକ, ଏନଡିଆରଏଫ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଏହି ମାରାଥନ କାର୍ଯ୍ୟକ୍ରମ କରାଯାଇଛି । ପୁରୀ ତାଳବଣିଆ ସ୍ପୋଟର୍ସ କ୍ଲବ କମ୍ପ୍ଲେକ୍ସ ଷ୍ଟାଡିୟମ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଚକ୍ରତୀର୍ଥ ରୋଡ, ସୁବାସ ବୋଷ ଛକ ଦେଇ ବେଳାଭୂମି…