Odia News Portal
Yearly Archives

2020

ଛାତ୍ରଛାତ୍ରୀ ପ୍ରସ୍ତୁତ ହୋଇନଥିବାରୁ କରାଯିବ ପୁର୍ନବିଚାର: ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର () ବଦଳିଲା +୨ ପ୍ରଥମ ବର୍ଷ ପରୀକ୍ଷାରେ ପାସଫେଲ୍ ନିଷ୍ପତି । ଏନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ କହିଲେ, । ଗଣଶିକ୍ଷାମନ୍ତ୍ରୀ ସମୀର ଦାସ କହିଲେ, ପିଲା ମାନେ ପ୍ରସ୍ତୁତ ହୋଇନଥିବାରୁ ଏହି ନିଷ୍ପତିରେ କରାଯିବ ପୁର୍ନବିଚାର । ଆସନ୍ତାବର୍ଷରୁ ହେବ ଲାଗୁ ।…

ରାଜଧାନୀରେ ପୁଣି ରାତି ଅଧରେ ଆତଙ୍କରାଜ

ଭୁବନେଶ୍ୱର : ରାଜଧାନୀରେ ପୁଣି ରାତି ଅଧରେ ଆତଙ୍କ ଖେଳାଇଛନ୍ତି ଦୁର୍ବୃତ୍ତ । ଦାଦାବଟି ପାଇଁ ସିଜୁଆ ଏମ୍‌ସ ରାସ୍ତାରେ ଥିବା ଏକ ଔଷଧ ଦୋକାନରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଦୁଇ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରି ଗୁରୁତର କରି ପକାଇଛନ୍ତି । ଖବରପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ…

ଶିବ ଓ ଅଶୋକଙ୍କୁ ମିଳିବ କମଲ ଗାଙ୍ଗୁଲି କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର : ରାଜ୍ୟ ଓ ଦେଶକୁ ପାରା ବ୍ୟାଡ୍‌ମିଣ୍ଟନ୍‌ କ୍ଷେତ୍ରରେ ସଫଳ ଖେଳାଳି ପ୍ରଦାନ କରିଥିବା କୋଚ୍‌ ଶିବ ପ୍ରସାଦ ଦାସଙ୍କୁ ମିଳିବ କମଲ ଗାଙ୍ଗୁଲି କ୍ରୀଡ଼ା ପୁରସ୍କାର । ୨୦୧୯ ବର୍ଷ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ସେହିପରି ଜଣେ କ୍ରୀଡ଼ାବିତ ଓ ବରିଷ୍ଠ କ୍ରୀଡ଼ା…

ସୁରତରେ ଏକ ୧୦ମହଲା କପଡ଼ା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ

ସୁରତ : ଗୁଜରାଟର ସୁରତରେ ଭୟାବହ ଅଗ୍ନିକାଣ୍ଡ। ଏକ ୧୦ମହଲା କପଡ଼ା ମାର୍କେଟରେ ନିଆଁ ଲାଗିବା ପରେ ଏହା ସମଗ୍ର କୋଠାକୁ ବ୍ୟାପୀ ଯାଇଛି। ନିଆଁକୁ ଆୟତ୍ତ କରିବାକୁ ୫୦ରୁ ଅଧିକ ଦମକଳ ବାହିନୀ ମୂତୟନ ହୋଇଛନ୍ତି। ରଘୁବୀର ଟେକ୍‌ସଟାଇଲ ମାର୍କେଟରେ କୌଣସି କାରଣରୁ ହଠାତ ନିଆଁ ଲାଗିଯାଇଥିଲା।…

ପ୍ରସୂତୀ ମହିଳାଙ୍କୁ ଭାରା କରି କାନ୍ଧରେ ବୋହିନେଲେ

କାଲିମେଳା : ମହାନତା ଦେଖାଇଲେ ଡାକ୍ତର । ପ୍ରସୂତୀ ମହିଳାଙ୍କୁ ଭାରା କରି କାନ୍ଧରେ ବୋହିନେଲେ ୨୦ କିଲୋମିଟର । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କାଲିମେଳା କୁର୍ମାନୁର ପଞ୍ଚାୟତର କହୁଡିଦୁଳା ଗଣ୍ଡି ଗାଁରେ । ଗାଁକୁ ଏକ ଡାକ୍ତରୀ ଟିମ୍‌ ସ୍ୱାସ୍ଥ୍ୟ ଶିବିର ପାଇଁ ଯାଇଥିଲା । ଯନ୍ତ୍ରଣାରେ…

ବାଉଁସର ଏବେ କଂଗ୍ରେସ ପାଇଁ ବାଉଁଶ କୀଳା !

ଭୁବନେଶ୍ୱର : ନେତାଙ୍କ ସୁରକ୍ଷା ପାଇଁ କଂଗ୍ରେସ ଭବନରେ ମୁତୟନ ହୋଇଥିବା ବାଉଁସର ଏବେ ଦଳ ପାଇଁ ବାଉଁଶ କୀଳା ପ୍ରାୟ ହୋଇଛନ୍ତି । ବାଉଁସର କୀଳା ଏବେ ଏଭଳି ଗୋଡେଇବା ଆରମ୍ଭ କରିଛି ଯେ ଜୀବନ ବିକଳରେ ଏହି ବାହୁବଳୀମାନଙ୍କୁ କିଏ ଆଣିଥିଲା ତାହା ମାନିବାକୁ ସଭିଏ ନାରାଜ । ଏପରିକି…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ:👉 ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ବୃଷ: 👉ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ…

ଭିନ୍ନ ଅନ୍ଦାଜ୍‌ରେ ନଜର ଆସିଲେ ବିଗ୍‌ ବି

ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଅଗାମୀ ଫିଲ୍ମ ‘ଝୁଣ୍ଡ’ର ଫାଷ୍ଟଲୁକ୍‌ ସାମ୍ନାକୁ ଆସିଛି। ଏହି ଫିଲ୍ମରେ ଅମିତାଭଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନାଗରାଜ ମଞ୍ଜୁଲେ। ନାଗରାଜ ହେଉଛନ୍ତି ୨୦୧୬ ମସିହାରେ ରିଲିଜ୍‌ ହୋଇଥିବା ମରାଠୀ ଫିଲ୍ମ ସୈରାଟର…

ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଜବତ ହେଲା ସୁନା

ଭୁବନେଶ୍ବର : ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଜବତ ହେଲା ସୁନା। ଭୁବନେଶ୍ୱର ବିମାନବନ୍ଦରରେ କ୍ୱାଲାଲୁମ୍ପୁରରୁ ଆସିଥିବା ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଛି ସୁନା। ୪୮ଟି ସୁନା ଖଣ୍ଡକୁ ଏହି ବ୍ୟକ୍ତିଜଣଙ୍କ କ୍ୱାଲାଲୁମ୍ପୁରରୁ ଭୁବନେଶ୍ୱର ଆସୁଥିବାବେଳେ କଷ୍ଟମ ବିଭାଗ ଏହି ସୁନା ଜବତ କରିଛି।…

ପରୀକ୍ଷା ସମୟରେ ସେଲ୍ଫ ମୋଟିଭେସନ୍ ଜରୁରୀ: ମୋଦି

ନୂଆଦିଲ୍ଲୀ() ଆଗକୁ ପରୀକ୍ଷା ଋତୁ ଆସୁଥିବା ବେଳେ ଚାପମୁକ୍ତ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀର ତାଲକୋଟରା ଷ୍ଟାଡିଅମରେ ଆୟୋଜିତ- ପରୀକ୍ଷା ପେ ଚର୍ଚା କାର୍ୟ୍ୟକ୍ରମରେ ଆଜି ପ୍ରଧାନମନ୍ତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ…