Odia News Portal
Yearly Archives

2020

ହୋମ୍‌ଟାଉନ୍ ପକ୍ଷରୁ ପୁଣିଥରେ ସ୍ୱତନ୍ତ୍ର ‘ମାନୋ ୟା ନା ମାନୋ’ ସେଲ୍

ଭୁବନେଶ୍ୱର : ଭାରତର ଲୋକପ୍ରିୟ ହୋମ୍ ଷ୍ଟୋର୍‌, ହୋମ୍ ଟାଉନ୍ ପକ୍ଷରୁ ପୁଣିଥରେ ସ୍ୱତନ୍ତ୍ର ‘ମାନୋ ୟା ନା ମାନୋ’ ସେଲ୍ ଭୁବନେଶ୍ୱର ଷ୍ଟୋର୍‌ରେ (ସତ୍ୟନଗର,କେନ୍ଦ୍ରୀୟ ବିଦ୍ୟାଳୟ ବିପରୀତରେ) ଆରମ୍ଭ କରାଯାଇଛି । ଭୁବନେଶ୍ୱର ହୋମ୍ ଟାଉନ୍ ଷ୍ଟୋର୍ ହେଉଛି କମ୍ପାନୀର ଭାରତରେ ଅନ୍ୟତମ…

ବିଜେପି କର୍ମୀଙ୍କୁ ଚାପୁଡା ମାରି ସାବାଡ କଲେ ମହିଳା ଅଫିସର, ଦେଖନ୍ତୁ ଭିଡିଓ

ମଧ୍ୟପ୍ରଦେଶ() ଜାନୁଆରୀ ୧୯ ତାରିଖ ମଧ୍ୟପ୍ରଦେଶରେ ଧାରା ୧୪୪କୁ ଖାତିର ନକରି ନାଗରିକତା ସଂଶୋଧନ ଆଇନ୍ ସମର୍ଥନରେ ରାଲି ବାହାର କରିଥିଲେ ଭାରତୀୟ ଜନତା ପାର୍ଟିର କାର୍ୟ୍ୟକର୍ତା । ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ଘଟଣାସ୍ଥଳରେ ଯାଇ ପହଂଚିଥିଲେ ରାଜଗଡର ଉପଜିଲ୍ଲାପାଳ…

୨୦୦ କୋଟିରେ ‘ଗୁଡନ୍ୟୁଜ’

ଭୁବନେଶ୍ୱର() ଅକ୍ଷୟ କୁମାର ଓ କରୀନା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗୁଡନ୍ୟୁଜ’ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଛି। ଏହି ଚଳଚ୍ଚିତ୍ର ୨୦୦ କୋଟି କ୍ଲବ୍ରେ ସାମିଲ ହୋଇଛି। ଏପର୍ୟ୍ୟନ୍ତ ଚଳଚ୍ଚିତ୍ର ମୋଟ ୨୦୧.୧୪ କୋଟି ଟଙ୍କାର ବ୍ୟବସାୟ କରିଛି। ୨୦୧୯ରେ ପରଦାକୁ ଆସିଥିବା ଏହି…

ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ () ଉତ୍ତର ପ୍ରଦେଶର ପ୍ରସିଦ୍ଧ ଆହ୍ଲାବାଦ ସହରର ନାଁକୁ ସରକାର ପ୍ରୟାଗରାଜ କରିଥିଲେ ହେଁ ଏହାକୁ ନେଇ ବିବାଦ ଜାରି ରହିଛି। ଏହା ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ ହୋଇଥିଲା। ଆଜି ସୁପ୍ରିମକୋର୍ଟ ଏହାର ଶୁଣାଣି କରି ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ କରିଛନ୍ତି।…

ଭୁବନେଶ୍ୱରରୁ ସୁରତକୁ ସିଧା ବିମାନ ସେବା

ଭୁବନେଶ୍ୱର() ଭୁବନେଶ୍ୱରରୁ ସୁରତକୁ ସିଧା ବିମାନ ସେବା ଆରମ୍ଭ ହୋଇଛି । ଏୟାର ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର-ସୁରତ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ଏୟାର ଇଣ୍ଡିଆର ଏୟାର ବସ୍-୩୨୦ ଆଜି ସକାଳ ୮ଟା ୪୦ରେ ପ୍ରାୟ ୮୧ଜଣ ଯାତ୍ରୀଙ୍କୁ ନେଇ ସୁରତ ଅଭିମୁଖେ ଉଡ଼ାଣ ଭରିଥିଲା ।…

ଚାଷୀ ହେଉଛନ୍ତି ଦେଶର ଓ ଅର୍ଥନୀତିର ଶକ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଆରମ୍ଭ ହେଲା କୃଷି ଓଡ଼ିଶା ମେଳା ୨୦୨୦ । ଭୁବନେଶ୍ବର ଜନତା ମୈଦାନରେ ଏହି କାର୍ୟ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଚାଷୀ ହେଉଛନ୍ତି ଦେଶର ଶକ୍ତି ଓ ଅର୍ଥନୀତିର ଶକ୍ତି । ଚାଷୀ ଉନ୍ନତି ହିଁ ଦେଶର ଗୌରବ…

ପବନ ପିଟିସନ ଖାରଜ

ନୂଆଦିଲ୍ଲୀ () ନିର୍ଭୟା ଦୋଷୀ ପବନ ଗୁପ୍ତାର ଆବେଦନ ଖାରଜ ହୋଇଛି । ପବନ ଗୁପ୍ତାଙ୍କ ଆବେଦନ ଖାରଜ କଲେ ସୁପି୍ରମକୋର୍ଟ । ଆବେଦନରେ କିଛି ନୂଆ ତଥ୍ୟ ନଥିବା କହିଲେ ସୁପି୍ରମକୋର୍ଟ । ଘଟଣା ମସୟରେ ନାବାଳକ ଥିବା ଆବେଦନରେ କହିଥିଲା ପବନ । ତାଙ୍କୁ ନାବାଳକ ଭାବେ ବିଚାର ପାଇଁ ଆବେଦନ କରିଥିଲା ।…

ବିଜେପି ନୂଆ ସଭାପତି ଜେପି ନଡ୍ଡା

ନୂଆଦିଲ୍ଲୀ () ବିଜେପିର ୧୧ତମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ଜେ.ପି ନଡ୍ଡା ।ନିର୍ବିବିଦୀୟ ଭାବେ ନିର୍ବାଚିତ ହେଲେ ଜେପି ନଡ୍ଡା । ଅମିତ୍ ଶାହା, ରାଜନାଥ ସିଂହଙ୍କ ଉପସ୍ଥିତିରେ ଘୋଷଣା କଲେ ରାଧା ମୋହନ ସିଂହ । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ଜେପି ନଡ୍ଡା…

ସଂଘ ନେତାଙ୍କ ବିବାଦରୁ ଶେଷରେ ଆଖିବୁଜିଲା କାଳିଆ, ମାନବ ଅଧିକାର କମିଶନ ହସ୍ତକ୍ଷେପ ଦାବି

ଭୁବନେଶ୍ୱର : ନେତାଙ୍କ ବିବାଦରୁ ବନ୍ଦ ପଡିଥିବା ଓସା ହାଉସର ରକ୍ଷଣା ବେକ୍ଷଣ ଦାୟିତ୍ୱରେ ଥିବା କାଳିଆ ଶେଷରେ ପ୍ରାଣ ହରାଇଛନ୍ତି । ପେଟରୋଗରେ ଆକ୍ରାନ୍ତ ଏହି ବ୍ୟକ୍ତି ଜଣଙ୍କ ଚିକିତ୍ସାପାଇଁ ଆବଶ୍ୟକ ଅର୍ଥ ନପାଇବାରୁ ଗତକାଲି ରାତିରେ କଟକ ବଡ ମେଡିକାଲରେ ଆଖି ବୁଜିଥିବାବେଳେ ସଂଘର କୌଣସି…

ହୃଦ୍‌ରୋଗୀଙ୍କ ପାଇଁ ଉପକାରୀ ଚେରି 

ଚେରି ସ୍ବାସ୍ଥ୍ୟ ପକ୍ଷେ ଖୁବ୍ ଭଲ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଜାଣନ୍ତୁ ଏହାର ଉପକାରୀ ଗୁଣ ସମ୍ପର୍କରେଟ୍ଟ – ଏଥିରେ କାର୍ବୋହାଇଡ୍ରେଟ୍‌, ଭିଟାମିନ ‘ଏ’, ଭିଟାମିନ ‘ବି’ ଏବଂ ଭିଟାମିନ ‘ସି’, ବିଟାକିରୋଟିନ, କ୍ୟାଲ୍‌ସିୟମ ଏବଂ ପୋଟାସିୟମ ପ୍ରଚୁର ପରିମାଣର ରହିଛି। – ଗବେଷଣାରୁ…