ମଦ ନିଶାରେ ମା ଓ ଭଉଣୀଙ୍କୁ କଟୁରୀରେ ହାଣିଲା କୁଳାଙ୍ଗାର ପୁଅ
ଭୁବନେଶ୍ୱର : ଭୁବନେଶ୍ୱର ଏୟାରଫିଲଡ୍ ଥାନା ଅଧୀନସ୍ଥ ସୁନ୍ଦରପଦା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାହା ଆମ ସମସ୍ତଙ୍କୁ ମର୍ମାହତ କରିଦେବ । ମାତ୍ର କେଇଟା ଟଙ୍କା ପାଇଁ ମା’ ଏବଂ ଭଉଣୀଙ୍କୁ ହାଣି ଗୁରୁତର ଆହତ କରିଛି ପୁଅ। ଘଟଣାଟି ଘଟିଛି ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଗ୍ରାମରେ…
