Odia News Portal
Yearly Archives

2020

ପୁଣି ଜିଓ କଲା ବଡ ଘୋଷଣା, ମାଗଣା କଲ୍ ସହ ୨ଜିବି ଡାଟା

ନୂଆଦିଲ୍ଲୀ() ଗ୍ରାହକମାନଙ୍କ ପାଇଁ ଏକ ଜବରଦସ୍ତ ପ୍ଲାନ ଆଣିଛି ଜିଓ । ଜିଓ ଆପଣମାନଙ୍କ ପାଇଁ ଏହି ଦମ୍ଦାର ପ୍ଲାନ ଆଣିଛି । ଏହି ପ୍ଲାନ ଦ୍ବାରା ଗ୍ରାହକମାନେ ଶସ୍ତାରେ କଲ୍ ଦର, ମୋବାଇଲ ଡାଟା, ମାଗଣା ବିଭିନ୍ନ ଆପ୍ର ସବସ୍କ୍ରିପସନ ସାମିଲ ରହିଛି । ୯୮ଟଙ୍କିଆ ଜିଓ ପ୍ଲାନର ବୈଧତା ୨୮ଦିନ…

୨୦ରେ ଦୋଷୀ ପବନର ଶୁଣାଣି

ନୂଆଦିଲ୍ଲୀ()  ନିର୍ଭୟା ଗଣବଳାତ୍କାରର ଅନ୍ୟତମ ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶୁକ୍ରବାର ସେ ସୁପ୍ରିମକୋର୍ଟରେ ଆବେଦନ କରିଥିବା ବେଳେ ଏହାର ଶୁଣାଣି ଆସନ୍ତା ୨୦ ତାରିଖରେ ହେବ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ପବନ କହିଥିଲେ ଘଟଣା ସମୟରେ ଅର୍ଥାତ୍…

କାହିଁକି ଅନର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ବନ୍ଦ ରହିବ ଶିରିଡିର ସାଇବାବା ମନ୍ଦିର? ଜାଣନ୍ତୁ …

ଶିରିଡି() ଆସନ୍ତାକାଲିଠୁ ବନ୍ଦ ରହିବ ମହାରାଷ୍ଟ୍ରର ଶିରିଡି ସାଇ ବାବାଙ୍କ ମନ୍ଦିର । ମନ୍ଦିରକୁ ଅନର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ବନ୍ଦ ରଖିବା ପାଇଁ ନିଷ୍ପତି ନେଲା ସାଇବାବା ସଂସ୍ଥାନ ଟ୍ରଷ୍ଟ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ସାଇବାବାଙ୍କ ଉପରେ ଦେଇଥିବା ବିବାଦୀୟ…

ପଛରେ ବସିଲେ ବି ପିନ୍ଧିବାକୁ ପଡିବ ହେଲମେଟ୍ : ପରିବହନ ମନ୍ତ୍ରୀ

ଭୁବନେଶ୍ୱର() ଏଣିକି ପଛରେ ବସିଲେ ବି ପିନ୍ଧିବାକୁ ପଡିବ ହେଲମେଟ୍ । ଦୁଇ ଚକିଆ ଯାନ ଚାଳକଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ଥିଲା । ଆଇନ୍ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଦୁର୍ଘଟଣା କମେଇବା ପାଇଁ ଏଭଳି ନିଷ୍ପତି ନେଇଛନ୍ତି…

ସଂକ୍ରାନ୍ତି ଉପଲକ୍ଷେ ଉପଭୋକ୍ତା ସାମଗ୍ରୀ ଉପରେ ସାମ୍‌ସଙ୍ଗର ଆକର୍ଷଣୀୟ ଅଫର

ଭୁବନେଶ୍ୱର : ଭାରତର ସର୍ବବୃହତ୍ ଉପଭୋକ୍ତା ଇଲେକ୍ଟ୍ରୋନିକ୍ ଓ ମୋବାଇଲ ଫୋନ ବ୍ରାଣ୍ଡ ସାମ୍‌ସଙ୍ଗ ପକ୍ଷରୁ ପବିତ୍ର ସଂକ୍ରାନ୍ତି ଉପଲକ୍ଷେ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର୍‌ର ଘୋଷଣା କରାଯାଇଛି । ଏହି ଅଫର୍‌ରେ ଗ୍ରାହକମାନେ ୧୫% ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍ ଓ ଜିରୋ ଡାଉନ୍ ପେମେ ସହ ସହଜ…

‘ବାପୁଙ୍କ ଦେହାନ୍ତ ଖବର ପାଇ ମୁଁ ବହୁତ ଦୁଃଖିତ : ସଚ୍ଚିନ ତେନ୍ଦୁଲକର

ମୁମ୍ବାଇ : ଇଂଲଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ ମ୍ୟାଚରେ ଲଗାତାର ୨୧  ମେଡେନ୍ ଓଭର ନେଇ ରେକର୍ଡ କରିଥିବା ପୂର୍ବତନ ଭାରତୀୟ ଅଲରାଉଣ୍ଡର ବାପୁ ନାଦକର୍ଣ୍ଣିଙ୍କର ଶୁକ୍ରବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଦେହାନ୍ତ ବେଳେ ତାଙ୍କର ଦୁଇ ଝିଅ ଓ ପତ୍ନୀ ଉପସ୍ଥିତ…

ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ : ୭ ଗୁରୁତର

ବାଲେଶ୍ବର : ଆଜି ଭୋର ପ୍ରାୟ ୪ଟା ସମୟରେ ବାଲେଶ୍ବର ଖନ୍ତାପଡା ଥାନା ଅନ୍ତର୍ଗତ ଶେରଗଡ ମେଘନା ପେଟ୍ରୋଲ ପମ୍ପ୍ ନିକଟରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ। ତୀର୍ଥଯାତ୍ରୀ ବସଟି ଟ୍ରକ୍ ପଛ ପଟେ ଧକ୍କା ଦେବାରୁ ଦୁର୍ଘଟଣାରେ ୭ଜଣ ଆହତ ହୋଇଛନ୍ତି । ପଶ୍ଚିମବଙ୍ଗର ହୁଗୁଳିରୁ ପ୍ରାୟ ୭୦ ଜଣ…

ରାଜ୍ୟରେ କମିଲା ଥଣ୍ଡା, ୧୫ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂଜାରି

ଭୁବନେଶ୍ବର : ରାଜ୍ୟରେ ଥଣ୍ଡାର ପ୍ରକୋପ ଅଧିକ ନାହିଁ । କିନ୍ତୁ ଦେଖିବାକୁ ମିଳୁଛି କୁହୁଡିର କୋପ । ଭୋରରୁ ସକାଳ ୯-୧୦ ଟା ପର୍ଯ୍ୟନ୍ତ ଧଳା ଚାଦରର ଆସ୍ତରଣରେ ଘୋଡାଇ ହୋଇ ରହୁଛି ପୂରା ପରିବେଶ। ଆଜି ମଧ୍ୟ କୁହୁଡିକୁ ନେଇ ୧୫ଟି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ରାସ୍ତାଘାଟରେ…

ଗଞ୍ଜେଇ ବେପାରୀକୁ ଧରି ଖାକି ବାବୁ ମାଲେମାଲ

ଭୁବନେଶ୍ୱର : ପଞ୍ଜାବୀ ଯୁବକ ମାଡ ଘଟଣାରେ କମିଶନରେଟ ପୁଲିସ୍‍ ଚାରିଆଡୁ ଷଣ୍ଢୁଆସି ଆକ୍ରମଣର ଶିକାର ହେଉଥିବାବେଳେ ସରକାର ବି ବଦନାମ ହେବାରେ ଲାଗିଛି । ତେବେ ଇତି ମଧ୍ୟରେ ରାଜଧାନୀରେ ଅବକାରୀ ଓ ଖାକି ବାବୁଙ୍କର ଆଉ ଗୋଟିଏ କାରନାମାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ନୟାପଲ୍ଲୀ ଅଞ୍ଚଳରେ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି କେନ୍ଦ୍ରାଧିପ ସପ୍ତମସ୍ଥ ହେତୁ ଯାତ୍ରା, ବାଣିଜ୍ୟ, ପରିବହନ ଓ ନୂତନ କର୍ମାରମ୍ଭ ପାଇଁ ଅସୁବିଧା ହେବନାହିଁ। ଗୃହ ସମସ୍ୟା ସମାଧାନ ହୋଇପାରିବା ସାଙ୍ଗକୁ ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ । ସଭାସମିତି, ସଙ୍ଗଠନ, ରାଜନୀତି,…