Odia News Portal
Yearly Archives

2020

ରେଳ ଦୁର୍ଘଟଣା ଘଟଣା: ୪ ସସପେଣ୍ଡ

କଟକ() କଟକ ନିର୍ଗୁଣ୍ଡି ଶାଳଗାଁ ନିକଟରେ ଏଲଟିଟି ଏକ୍ସପ୍ରେସ ଦୁର୍ଘଟଣା ଘଟଣାରେ ୪ ରେଳ କର୍ମଚାରୀ ସସପେଣ୍ଡ ହୋଇଥିବା ପୂର୍ବତଟ ରେଲୱେ ସୂଚନା ଦେଇଛନ୍ତି । ନିର୍ଗୁଣ୍ଡି ଷ୍ଟେସନ ଡେପୁଟୀ ଷ୍ଟେସନ ମ୍ୟାନେଜର ସସପେଣ୍ଡ ହେବା ସହ ମାଲବାହୀ ଟ୍ରେନ ଗାର୍ଡ ଏବଂ ଏଲଟିଟି ଟ୍ରେନରର ୨ ଡ୍ରାଇଭର…

ନାଚଠୁ ଅଧିକ ଚର୍ଚ୍ଚାରେ ତାରାଙ୍କ କଷ୍ଟ୍ୟୁମ

ଜୟପୁର () ତେଲୁଗୁ ସଂପ୍ରଦାୟର ପୋଙ୍ଗଲ ପାଳନ ସାଂସ୍କୃତିକ ଉତ୍ସବରେ କୋରାପୁଟ ଜିଲ୍ଲାପାଳଙ୍କ ସମେତ ଜୟପୁର ବିଧାୟକ,ଟାଉନ ଥାନା ଅଧିକାରୀ ପ୍ରମୁଖ ସାମିଲ ହେ।ଇ ଉତ୍ସବରେ ରଙ୍ଗ ଭରିଦେଇଥିଲେ । ହେଲେ ସବୁଠାରୁ ହଟକେ ଥିଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ତେଲୁଗୁ କଳାକାରଙ୍କ…

ରାନୁ ମଣ୍ଡଳଙ୍କ ସହ ସମୁଦ୍ର କୂଳରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର() ଅଭିନେତ୍ରୀ ନତାସା ଷ୍ଟେନକୋଭିକ୍ଙ୍କ ସହ ନିକଟରେ ଏନଗେଜମେଣ୍ଟ କରିଛନ୍ତି ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଉଭୟ ସେମାନଙ୍କ ଏନଗେଜମେଣ୍ଟର ଫଟୋ ସୋସିଆଲ ମିଡିଆରେ ସେୟାର କରୁଥିବା ବେଳେ ତାଙ୍କୁ ଫ୍ୟାନ୍ସ ଖୁବ ଟ୍ରୋଲ କରୁଛନ୍ତି। ତେବେ ଫ୍ୟାନ୍ସ ଏଥିରୁ…

ବିଏସଏନଏଲର ନୂଆ ପ୍ରିପେଡ ପ୍ଲାନ ଅଫର

ନୂଆଦିଲ୍ଲୀ () ନୂଆବର୍ଷରେ ନୂଆ ଅଫର ଆଣିଲା ବିଏସଏନଏଲ ।ଅଫର ଅନୁଯାୟୀ, ୧୩୧୨ ଟଙ୍କାରେ ମିଳୁଥିବା ଟ୍ୟାରିଫ ପ୍ଲାନ ୧୧୧୧ ଟଙ୍କାରେ ପାଇପାରିବେ ୟୁଜର୍ସ । ଯାହାର ଅବଧି ୩୬୫ ଦିନ ରହିବ । ଏହି ପ୍ଲାନରେ ଭଏସ କଲିଂ ସହ ଡାଟାର ମଧ୍ୟ ସୁବିଧା ପାଇପାରିବେ ୟୁଜର୍ସ । ବିଏସଏନଏଲର ଏହି ନୂଆ ପ୍ଲାନରେ…

ସ୍ୱାଧିକାର ସ୍ୱନକ୍ଷତ୍ର ବିଶେଷାଙ୍କ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ସ୍ୱାଧିକାରର ୭ମ ବାର୍ଷିକ ଉତ୍ସବ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଠାରେ ଦୈନିକ ସ୍ୱାଧିକାରର ସ୍ୱନକ୍ଷତ୍ର ବିଶେଷାଙ୍କକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରି ସ୍ୱାଧିକାରର ଉନ୍ନତି ସହ ଏହାର ଶୁଭକାମନା କରିଛନ୍ତି । ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଏହି…

ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର() ସମୀର ମହାନ୍ତି ହେଲେ ରାଜ୍ୟ ବିଜେପି ସଭାପତି । ସହମତି ଭିତ୍ତିରେ ସମୀର ହେଲେ ରାଜ୍ୟ ବିଜେପିର ମୁଖିଆ । କେନ୍ଦ୍ରୀୟ ନେତୃତ୍ୱ ଓ ପ୍ରତିନିଧିଙ୍କ ଉପସ୍ଥିତିରେ ଏବଂ ରାଜ୍ୟର ସମସ୍ତ ଜିଲ୍ଲା ଓ ରାଜ୍ୟ ପରିଷଦ ନେତାମାନେ ଶ୍ରୀ ମହାନ୍ତିଙ୍କ ନାଁରେ ମୋହର ମାରିଥିବା ସୂଚନା ମିଳିଛି।…

ଐତିହ୍ୟ ପ୍ରକଳ୍ପ ନକ୍ସାର ଲୋକାର୍ପଣ

ପୁରୀ () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୁରୀ ଗସ୍ତରେ ଆସି ଐତିହ୍ୟ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ସେ ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନରେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବାହାରି ପୁରୀ ତାଳବଣିଆ

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଷଷ୍ଠସ୍ଥ ଶୁଭଚନ୍ଦ୍ର ପ୍ରଭାବରେ ଖର୍ଚ୍ଚାନ୍ତ ହେବେ ସିନା ଅଟକି ରହିଥିବା କାମଗୁଡିକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ। ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ କିନ୍ତୁ ଶନି ଦୃଷ୍ଟ ଚନ୍ଦ୍ର ଯୋଗୁ ମାନସିକ ଅସ୍ଥିରତା ଲାଗି ରହିବ। ଜମିଜମା, କଳ କାରଖାନା, ଜଳ,…

ମେଗା ମହିଳା ଡିଲରସିପ୍ ସମ୍ମେଳନ ଅନୁଷ୍ଠିତ

ଭୁବନେଶ୍ୱର : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଇଣ୍ଡିଆନ୍ ଚାମ୍ବର୍ ଅଫ୍ କମର୍ସ (ଆଇସିସି) ଦ୍ୱାରା ଏକ ଷ୍ଟେଟ୍ଚା ପ୍ଟରରେ ଗଠନ କରାଯାଇଥିବା ଆଇସିସି ୱିମେନ୍ସ ଏଟଂରପି୍ରନୁ୍ୟଅର୍ସିପ୍ କମିଟି (ଆଇଡବ୍ଲୁ୍ୟଇସି)କୁ ଉଦ୍ଘାଟନ କରିଛନ୍ତି । ଏହି…

ଜାନୁଆରୀରେ ୩ ଥର ବସିବ ପଦୋନ୍ନତି ଅଦାଲତ

ଭୁବନେଶ୍ୱର() ଯୋଗ୍ୟ ସରକାରୀ ଅଧିକାରୀଙ୍କ ପାଇଁ ବଡ ସୁଯୋଗ । ପଦୋନ୍ନତି ଦେବାକୁ ଜାନୁଆରୀରେ ୩ ଥର ବସିବ ପଦୋନ୍ନତି ଅଦାଲତ । ଆସନ୍ତା ୨୮, ୨୯ ଓ ୩୧ରେ ୬ଟି ସ୍ଥାନରେ ବସିବ ପଦୋନ୍ନତି ଅଦାଲତ । ୩୧ ଡିସେମ୍ବର ୨୦୧୯ ସୁଦ୍ଧା ପଦୋନ୍ନତି ଯୋଗ୍ୟ ସରକାରୀ ଅଧିକାରୀ ଆବେଦନ କରିପାରିବେ । ଏଥିପାଇଁ…