Odia News Portal
Yearly Archives

2020

ମୋ ସରକାରରେ ସାମିଲ ହେଲା ଅନୁସୂଚିତ ଜାତି ଓ ଜନଜାତି ବିଭାଗ

ଭୁବନେଶ୍ୱର() ମୋ ସରକାରରେ ସାମିଲ ହେଲା ଅନୁସୂଚିତ ଜାତି ଓ ଜନଜାତି ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମୋ ସରକାରରେ ସାମିଲ ହେଲା ଅନୁସୂଚିତ ଜାତି ଓ ଜନଜାତି ବିଭାଗ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜୀବିକ ମିଶନର ଲୋକାର୍ପଣ କରିଥିଲେ । କାର୍ୟ୍ୟକ୍ରମ ପରେ…

ପଦୋନ୍ନତି ପୂର୍ବରୁ ଚାଲିଗଲା ପଦ

ଜାମ୍ମୁ-କଶ୍ମୀର () ପଦୋନ୍ନତି ପୂର୍ବରୁ ଚାଲିଗଲା ପଦ । ଡିଏସପି ଦବିନ୍ଦର ସିଂହଙ୍କୁ ଖୁବଶୀଘ୍ର ପଦୋନ୍ନତି ମିଳିଥାନ୍ତା । ଦୀର୍ଘ ୨୫ ବର୍ଷ ହେବ ଦବିନ୍ଦର ଜେପୁଟି ସୁପରିଣ୍ଟେଣ୍ଡେଣ୍ଟ ଭାବେ ଦାୟିତ୍ୱ ତୁଲାଇ ଆସିଛନ୍ତି । ତେଣୁ ଡିଏସପିରୁ ଏସପିକୁ ପଦୋନ୍ନତି ପାଇଁ ତାଙ୍କ ନାମ ସହ ଫାଇଲ ମଧ୍ୟ…

କିସିଂ ସିନ୍ ଦେଇଥିଲା ପରିଚୟ

ମୁମ୍ବାଇ() ଆଜି ନୀଲ୍ ନୀତିନ୍ ମୁକେଶଙ୍କ ଜନ୍ମଦିନ । ୩୮ ବର୍ଷରେ ପଦାର୍ପଣ କରିଛନ୍ତି ନୀଲ୍ । ୧୯୮୨ ଜାନୁୟାରୀ ୧୫ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ନୀଲଙ୍କ ସହିତ ସୋନମ୍ ଚୌହ୍ବାନଙ୍କର ପ୍ରେମ ସମ୍ପର୍କ ନେଇ ବଲିଉଡ୍ ବେଶ୍ ଚର୍ଚ୍ଚା ହୋଇଥିଲା। ନୀଲ୍ ୩-ଜି ଫିଲ୍ମରେ ସୋନମ୍…

ଯତ୍ନ ନେଉଥିବା ନାନୀଙ୍କ ମାସିକ ଦରମା ଏତିକି ଟଙ୍କା

ମୁମ୍ବାଇ() ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ୍ ଓ ସୈଫ୍ ଅଲୀ ଖାନ୍ଙ୍କ ପୁତ୍ର ତୈମୁରଙ୍କୁ କିଏ ବା ନଜାଣେ? ଜର୍ଣ୍ଣାଲିଷ୍ଟମାନେ ତୈମୁରଙ୍କୁ ଯେଉଁଠି ଦେଖନ୍ତି ତାଙ୍କର ଫଟୋ ନିଆନ୍ତି ଏବଂ ସେସବୁକୁ ସୋଶାଲ୍ ମିଡିଆରେ ଶେଆର କରନ୍ତି। ତେବେ ଆପଣ ତୈମୁରଙ୍କ ଫଟୋ କିମ୍ବା ଭିଡିଓ ଦେଖିବା ସମୟରେ…

ଓଡ଼ିଶା ଆସିବ ‘ଡାକୋଟା’

ଭୁବନେଶ୍ୱର() ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ‘ଡାକୋଟା’ ଖୁବଶୀଘ୍ର ଓଡ଼ିଶା ଆସିବ । ଡାକୋଟାକୁ କୋଲକାତାରୁ ଭୁବନେଶ୍ୱର ଅଣାଯିବ । କୋଲକାତାରୁ ଡାକୋଟା ବିମାନର ପାର୍ଟସକୁ ଖୋଲି କରି ଏହାକୁ ଅଣାଯିବ । ଭୁବନେଶ୍ୱରରେ ପାର୍ଟସକୁ ଖଞ୍ଜିବା ପରେ ଏହି ପୁରାତନ ବିମାନକୁ ବିଜୁ…

୨୨ରେ ଫାଶି ପାଇବେନି ନିର୍ଭୟା ଦୋଷୀ

ନୂଆଦିଲ୍ଲୀ () ୨୨ରେ ଫାଶି ପାଇବେନି ନିର୍ଭୟା ଦୋଷୀ । କାରଣ ଦୋଷୀ ମୁକେଶ କୁମାରର ଆବେଦନକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଚାଲିଛି ଶୁଣାଣି । ଡେଥ୍ ୱାରେଣ୍ଟରେ ରୋକ୍ ଲଗାଇବା ନେଇ ଦୋଷୀ ମୁକେଶ ହାଇକୋର୍ଟରେ ଅନୁରୋଧ କରିଛି । ସୂଚନା ମୁତାବକ ମୁକେଶ କହିଛି କି, ତା’ର ରାଜକ୍ଷମା ପତ୍ର ଏବେ ବି…

ମକର ସଂକ୍ରାନ୍ତି ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର () ଆଜି ପବିତ୍ର ମକର ସଂକ୍ରାନ୍ତି । ଓଡିଆ ସଂସ୍କୃତିରେ ବାରମାସରେ ତେରପର୍ବ ପାଳନ ହେଉଥିବାବେଳେ ଆଜିର ଦିନଟି ପ୍ରତି ଓଡିଆଙ୍କ ପାଇଁ ବିଶେଷ ଅଟେ । ଏହି ପବିତ୍ର ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ…

ବାଧ୍ୟତାମୂଳକ ହେଲା ଫାସ୍ ଟ୍ୟାଗ୍

ନୂଆଦିଲ୍ଲୀ () ଆଜିଠୁ ସାରା ଦେଶରେ ବାଧ୍ୟତାମୂଳକ ହୋଇଛି ଫାସ୍ ଟ୍ୟାଗ୍ । ଜାତୀୟ ରାଜପଥର ବିଭିନ୍ନ ଚାରି ଚକିଆ ଯାନବାହାନ ଟୋଲ୍ ପ୍ଲାଜା ଦେଇ ଚଳାଚଳ କଲେ ଯାନରେ ଫାସ୍ ଟ୍ୟାଗ୍ ବାଧ୍ୟତାମୂଳକ ହୋଇଛି । ଗାଡିରେ ଏହା ନଲଗାଇଲେ ଡବଲ୍ ଜରିମାନା ଦେବାକୁ ପଡିବ । କେନ୍ଦ୍ର ପରିବହନ ବିଭାଗ…

ନୂତନ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଦୁର୍ଘଟଣା କମିଛି : ପରିବହନ ମନ୍ତ୍ରୀ

ଭୁବନେଶ୍ୱର() ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ବର୍ଦ୍ଧିତ ଫାଇନ୍ ବ୍ୟବସ୍ଥା ଲାଗୁ ହେବା ପରେ ରାଜ୍ୟରେ ଦୁର୍ଘଟଣା ହାର କମିଛି । ଆଗକୁ ୨୦ ପ୍ରତିଶତ ଦୁର୍ଘଟଣା କମାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଆସନ୍ତାକାଲି ଦିଲ୍ଲୀରେ ସଡ଼କ ସୁରକ୍ଷା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ…

ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍

ଭୁବନେଶ୍ୱର() ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ ସହାୟତା ନିମନ୍ତେ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁ ଶ୍ରମିକମାନେ କାମ କରିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି ସେମାନଙ୍କୁ ଚିହ୍ନଟ କରି କାମ ଯୋଗାଇବା ସହ ସେମାନଙ୍କ ପରିବାରର ଆର୍ଥିକ ସ୍ବଚ୍ଛଳତା…