Odia News Portal
Yearly Archives

2020

ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଠାରୁ ଭାରତ ୧୦ ଓ୍ଵିକେଟ୍‌ରେ ପରାସ୍ତ

ମୁମ୍ବାଇ : ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା । ଆଜି ଏଠାରେ ଖେଳା ଯାଇଥିବା ପ୍ରଥମ ଦିବାରାତ୍ର ଦିନିକିଆ ମ୍ୟାଚ୍‌ରେ ଘରୋଇ ଦଳକୁ ଶୋଚନୀୟ ଭାବେ ୧୦ ଓ୍ଵିକେଟ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ବିଜୟୀ ହୋଇଛି । ଦୁଇ ଓପ୍ନର ଏଭଳି ବ୍ୟାଟିଂ କଲେ ଯେ ଭାରତୀୟ ବୋଲର୍‌ମାନେ ସମ୍ପୂର୍ଣ୍ଣ ଭାବେ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମକର ଚୌରାଶି ବେଶ

ପୁରୀ : ଆଜି ମକର ସଂକ୍ରାନ୍ତି । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହେଉଛି । ଆଜିଠାରୁ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ପ୍ରବେଶ କରିବା ସହ ଉତ୍ତରାୟଣ ଯାତ୍ରା ଆରମ୍ଭ କରିଥାନ୍ତି । ସେଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମକର ଚୌରାଶି ବେଶ ଅନୁଷ୍ଠିତ ହୋଇଥାଏ । ସକାଳ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜିର ଚନ୍ଦ୍ର ଶନି କ୍ଷେତ୍ରସ୍ଥ ଶୁକ୍ରଙ୍କ ନକ୍ଷତ୍ରରେ ଥିବାରୁ ମାନସିକ ଶିଥିଳତା ସହ ଅସ୍ଥିରତା ଭିତରେ ଦିନଟି ଅତିବାହିତ ହେବ। ବୃଶ୍ଚିକ ରାଶିସ୍ଥ ମଙ୍ଗଳଙ୍କ ପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ପ୍ରାୟତଃ ସୁଧୁରିଯିବ। ଆତ୍ମୀୟ ସ୍ବଜନଙ୍କୁ ଅତି ନିକଟରେ ପାଇ ନିଜକୁ କିଛି ସମୟ…

ଆସନ୍ତାକାଲି ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ୍

ଭୁବନେଶ୍ୱର() ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟର ସମସ୍ତ ବ୍ୟାଙ୍କକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାପୂର୍ବରୁ ମକର ସଂକ୍ରାନ୍ତି ପାଇଁ ବୁଧବାର ସମସ୍ତ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା…

ବରଫ ଝଡରେ ୫ ଯବାନ ଓ ୫ ସାଧାରଣ ଲୋକ ମୃତ

କଶ୍ମୀର()  ବରଫ ଝଡ଼ ଯୋଗୁଁ ହିମସ୍ଖଳନରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ଏଥିରେ ୫ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେନା ପକ୍ଷରୁ ଉଦ୍ଧାରକାର୍ୟ୍ୟ ଜାରି ରହିଛି । ଏହି ମୃତକଙ୍କ ମଧ୍ୟରେ ୪ ଜଣ ଆର୍ମି ସୈନ୍ୟ ଥିବା ବେଳେ ଜଣେ ବିଏସଏଫ ଯବାନ ରହିଛନ୍ତି। ସେହିପରି ବରଫ…

ପିସିସି ଓ ଏଆଇସିସି ଭିତରେ ରହୁନି ସମନ୍ୱୟ : ସୁର

ଭୁବନେଶ୍ୱର() ଯୁବ କଂଗ୍ରେସ ସଭାପତି ଚୟନକୁ ନେଇ ଚାଲିଛି ଛକାପଞ୍ଝା । ଗତକାଲି ଯୁବ କଂଗ୍ରେସ ବୈଠକରେ କଂଗ୍ରେସ ଭବନରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । କଂଗ୍ରେସର କାର୍ୟ୍ୟକାରୀ ସଭାପତି ଲୋକନାଥ ମହାରଥୀ ସଂଗଠନ ସଜାଡିବାକୁ କେନ୍ଦ୍ରୀୟ ପ୍ରତିନିଧିଙ୍କ ଉପସ୍ଥିତିରେ ବୈଠକ କରୁଥିବାବେଳେ…

ରିଷି କାପୁରଙ୍କ ଭଉଣୀ ତଥା ଅମିତାଭ ବଚନଙ୍କର ସମଦୁଣୀଙ୍କର ଦେହାନ୍ତ

ମୁମ୍ବାଇ() ରିଷି କାପୁରଙ୍କ ଭଉଣୀ ରିତୁ ନନ୍ଦାଙ୍କର ଦେହାନ୍ତ ହୋଇଛି । ବିଗ୍ ବି ନିଜ ଟିଟ୍ୱରେ ତାଙ୍କ ସମଦୁଣୀଙ୍କର ଦେହାନ୍ତ ହୋଇଥିବା କଥା ଉଲ୍ଲେଖ କରିଛନ୍ତି । ସେ ଅମିତାଭ ବଚନଙ୍କର ଏକ ମାତ୍ର ଝିଅ ଶ୍ୱେତା ନନ୍ଦାଙ୍କର ଶାଶୁ । ତଥା ଅମିତାଭ ବଚନ୍ଙ୍କର ସମଦୁଣୀ । ରିତୁ ନନ୍ଦା ଉଦ୍ୟୋଗପତି…

ଜାଣନ୍ତୁ ଗୁଗଲ୍ର ଡୁଡଲ୍ରେ ଥିବା ବ୍ୟକ୍ତି ଜଣଙ୍କ କିଏ ?

ଭୁବନେଶ୍ୱର(ସ୍ୱାଧିକାର) ଉର୍ଦ୍ଦୁ ଶାୟର୍ କୈଫି ଆଜମୀଙ୍କର ଆଜି ହେଉଛି ୧୦୧ତମ ଜନ୍ମଦିନ। ଏହି ଅବସରରେ ସାରା ଦେଶର ପ୍ରଶଂସକମାନେ ତାଙ୍କୁ ମନେ ପକାଉଛନ୍ତି। ଗୁଗଲ୍ ମଧ୍ୟ ତାଙ୍କ ସମ୍ମାନରେ ତାଙ୍କ ଫଟୋର ଡୁଡଲ୍ ବନାଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛି। ଗୁଗଲ୍ ରଖିଥିବା ଫଟୋରେ କୈଫି ଏକ ଧଳା…

ନାବାଳକକୁ ୨୬୦୦୦ ଫାଇନ୍

ଭୁବନେଶ୍ୱର() ଜଣେ ନାବାଳକ ଗାଡ଼ି ଚଳାଇଥିବାରୁ ୨୬,୦୦୦ ଟଙ୍କା ଜୋରିମାନା କରିଛି ପରିବହନ ବିଭାଗ। ବାରଙ୍ଗ ରୋଡ୍ରେ ଜଣେ ନାବାଳକ ବିନା ହେଲ୍ମେଟ୍ରେ ସ୍କୁଟି ଚଳାଇ ଯାଉଥିଲେ। ଏହା ଦେଖି ଆର୍ଟିଓ ଅଧିକାରୀମାନେ ତାକୁ ଅଟକାଇ ଗାଡ଼ି କାଗଜପତ୍ର ଯାଞ୍ଚ କରିଥିଲେ। ଗାଡି ଚାଳକ ନାବାଳକ ବୋଲି ଯାଞ୍ଚ…

ନିର୍ଭୟା ମାମଲା: କ୍ୟୁରେଟିଭ ପିଟିସନ ଖାରଜ

ନୂଆଦିଲ୍ଲୀ() ନିର୍ଭୟା ମାମଲାରେ ୪ ଦୁଷ୍କର୍ମକାରୀଙ୍କୁ ଫାଶି ପକ୍କା । ୨ ଦୋଷୀଙ୍କ କ୍ୟୁରେଟିଭ ପିଟିସନ ଖାରଜ କଲେ ସୁପି୍ରମକୋର୍ଟ । ବିନୟ ଓ ମୁକେଶଙ୍କ ପକ୍ଷରୁ ଦାୟର ହୋଇଥିଲା ଏହି କ୍ୟୁରେଟିଭ ପିଟିସନ । ଏହି କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ଫାଶି ପକ୍କା ହୋଇଯାଇଛି । ଆସନ୍ତା…