ମହଙ୍ଗା ପଡ଼ିଲା ‘ଟିଣ୍ଡର’ ପ୍ରେମ, ବ୍ୟାଙ୍କ ମ୍ୟାନେଜର ସମେତ ୫ ଗିରଫ
ଭୁବନେଶ୍ୱର() ଭୁବନେଶ୍ୱରରେ ‘ଟିଣ୍ଡର’ ଆପକୁ ନେଇ ବ୍ଲାକମେଲିଂ ଅଭିଯୋଗ ଘଟଣାରେ ୫ ଜଣଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ପୋଲିସ । ଘଟଣାରେ ଅଭିଯୁକ୍ତ ଥିବା ବ୍ୟାଙ୍କ ମ୍ୟାନେଜରଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରିଛି ପୋଲିସ । ଅନ୍ୟପଟେ ଅପହରଣ, ଠକେଇ, ଚୋରି ଓ ହତ୍ୟା ଧମକ ଅଭିଯୋଗରେ ଯୁବତୀ…
