Odia News Portal
Yearly Archives

2020

ବନ୍ଦ ହେବ Windows 7

ବର୍ତ୍ତମାନ ସମୟରେ ଘରଠାରୁ ଆରମ୍ଭ କରି ଅଫିସ ଆଦିରେ Windows 7 ର ବ୍ୟବହାର କରାଯାଉଛି । ଏହାର ଅପରେଟିଙ୍ଗ ଅନ୍ୟ ସମସ୍ତ ଅପେକ୍ଷା ସରଳ ହୋଇଥିବାରୁ ଏହାକୁ ବ୍ୟବହାର କରିବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି ।ଏହାବାଦ ମାଇକ୍ରୋସଫ୍ଟ କମ୍ପାନୀ ନିଜ ୟୁଜର୍ସ ମାନଙ୍କୁ ସୁବିଧା ଦେବା ପାଇଁ…

ଭୁଲ ଚିକିତ୍ସାରେ ଚାଲିଗଲା ଜୀବନ

ବାଲେଶ୍ୱର : ଭୁଲ ଚିକିତ୍ସାରେ ଚାଲିଗଲା ବାଳକର ଜୀବନ । ବାଲେଶ୍ୱର ଭିମୁଳିଆ ଥାନା ଅଡା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଅଡା ଗାଁର ବିନୋଦ ସାହାଣୀଙ୍କ ୧୧ ବର୍ଷର ବାଳକ ଅମିନ୍‌ ହଠାତ୍‌ ବାନ୍ତି କରିଥିଲେ । ବିନୋଦ ଅଡା ବଜାରରେ ଥିବା ଏକ ମେଡିସିନ୍‌ ଦୋକାନକୁ ଯାଇ ଦୋକାନିଙ୍କ ପରାମର୍ଶ…

ଡକାୟତି ଯୋଜନାବେଳେ ଚଢଉ କଲା ପୋଲିସ, ୬ ଗିରଫ

ବ୍ରହ୍ମପୁର :  ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ପୋଲିସ ଚଢାଉ । ଡକାୟତି ଯୋଜନା ସମୟରେ ଜାତୀୟ ରାଜପଥ ୧୫୭ ସୋମନାଥପଲ୍ଲୀ ଢାବା ନିକଟରେ ଚଢାଉ କଲା ଗାଙ୍ଗପୁର ପୋଲିସ । ଶନିବାର ସକାଳେ ଚଢାଉ କରି ୬ ଜଣଙ୍କୁ ଗିରଫ କଲା ପୋଲିସ । ସେମାନଙ୍କ ନିକଟରୁ ୪ଟି ଜୀବନ୍ତ ବୋମା,  ଗୋଟିଏ ଖଣ୍ଡା,…

ସ୍ୱାମୀଙ୍କ ସହ ଥାଇଲାଣ୍ଡ ମନ୍ଦିରରେ ସନ୍ନି

ମୁମ୍ବାଇ :  ସନ୍ନି ଲିଓନୀ ଏବେ ଥାଇଲାଣ୍ଡରେ ନିଜ ପତି ଡାନିଏଲ ଓ୍ୱେବରଙ୍କ ସହ ଛୁଟି କଟାଉଛନ୍ତି। ଅଭିନେତ୍ରୀଜଣଙ୍କ ଏହି ଟ୍ରିପକୁ ଭଲରେ ମାନଉଛନ୍ତି। ଏହି ସମୟରେ ସେ ମନ୍ଦିର ମଧ୍ୟ ଯାଇଛନ୍ତି। ମନ୍ଦିରରେ ସନ୍ନି କିଛି ଫଟୋ ସେୟାର ମଧ୍ୟ କରିଛନ୍ତି। ଫଟୋ ସେୟାର କରି ସନ୍ନି ଲେଖିଛନ୍ତି ଯେ,…

୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

କନ୍ଧମାଳ: ଗାଁକୁ ଆସିପାରିଲାନି ଆମ୍ବୁଲାନ୍‌ସ। ୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଗୁମ୍ମା ପଞ୍ଚାୟତର ସୁସାଭଟା ଗାଁରେ ଦେଖିବାକୁ ମିଳିଛି ଏହି କରୁଣ ଦୃଶ୍ୟ। ଗାଁର କୃଷ୍ଣ ମାଝିଙ୍କ ସ୍ତ୍ରୀ ନିୟମ ଦେଇ ମାଝିଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ…

ମାଡ ଭୟରେ ଥରିଲେଣି ସେସୁ କର୍ମଚାରୀ

ଭୁବନେଶ୍ୱର : ସେସୁ ସିଇଓ ନାଲିଆଖି ଦେଖାଇ ଲାଇନ୍‍ କାଟିବାକୁ ସଜବାଜ ହେଉଥିବାବେଳେ ସେସୁ ଅଧିନରେ କାର୍ଯ୍ୟରତ କିନ୍ତୁ ମାଡ ଭୟରେ ଥରିଲେଣି । ଗାଁକୁ ଯାଇ ଖୁଣ୍ଟରେ ଚଢି ଲାଇନ୍‍ କାଟିଲେ କି ଅବସ୍ଥା ହେବ ତାହା କେବଳ ସେମାନେ ଜାଣିଛନ୍ତି । କେହି ପିଠିରେ ପଡିବେନି । ପୁଲିସ୍‍ ଠିଆକରି…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜିର ସ୍ବଗୃହୀ ଚନ୍ଦ୍ର ପ୍ରଭାବରୁ ପରିବାର ଓ କର୍ମକ୍ଷେତ୍ର ଶୃଙ୍ଖଳିତ ରହିବ। ସାମାଜିକ ସ୍ତରରେ ଲୋକଙ୍କ ଖାତିର ରହିବ ଓ ଏକାଦଶସ୍ଥ ଶୁକ୍ର ଯୋଗୁ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ଆକସ୍ମିକ ଭାବରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ଖର୍ଚ୍ଚଭାର ବୃଦ୍ଧି,…

ଚମ୍ପଟ ମାରିଥିବା ଅଭିଯୁକ୍ତ ଆଲୋକକୁ ଧରିଲା ପୋଲିସ

କଟକ : ଆଇସିୟୁରୁ ଚମ୍ପଟ ମାରିଲା ଅଭିଯୁକ୍ତ । କଟକ ବଡ଼ମେଡିକାଲ ଆଇସିୟୁରୁ ଫେରାର୍‌ ଆଲୋକ ସାହୁକୁ ଧରିଲା ପୋଲିସ । କଟକ ପିଠାପୁର ଅଞ୍ଚଳରୁ ତାକୁ ଧରାଯାଇଛି । ମଦ ବ୍ୟବସାୟ ଅଭିଯୋଗରେ ରଘୁନାଥପୁର ଥାନା ପୋଲିସ ଆଲୋକକୁ ଥାନାକୁ ଆଣିଥିଲା। ତେବେ ସେ ଥାନା ଭିତରେ ଫିନାଇଲ ପିଇଦେଇଥିଲା ।…

ଘରୋଇ ମାଟିରେ ଓଡ଼ିଶା ଏଫସିର ଦବଦବା

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫସିର ଦବଦବା ଜାରି ରହିଛି। ଯେଉଁ ମୁମ୍ବାଇ ସିଟି ଏଫସିକୁ ତା’ ଘରୋଇ ମାଟିରେ ହରାଇ ଓଡ଼ିଶା ପଏଣ୍ଟ ଖାତା ଖୋଲିଥିଲା ଆଜି କଳିଙ୍ଗରେ ପୁଣିଥରେ ଉକ୍ତ ଦଳକୁ ଧୂଳି ଚଟାଇଛି। ମୁମ୍ବାଇକୁ ୨-୦ରେ ହରାଇ ଓଡ଼ିଶା ଏଫସି କେବଳ ମ୍ୟାଚ୍‌ ଜିତି ନାହିଁ ବରଂ…

ଜିଓକୁ ଟକ୍କର ଦେବ ବିଏସଏନଏଲର ଏହି ପ୍ଲାନ

ନୂଆଦିଲ୍ଲୀ : ସରକାରୀ ଟେଲିକମ୍ କମ୍ପାନୀ ଭାରତୀୟ ସଞ୍ଚାର ନିଗମ ଲିମିଟେଡ୍ ବା ବିଏସଏନଏଲ ଏକ ନୂଆ ବ୍ରଡବ୍ରାଣ୍ଡ୍ ପ୍ଲାନ ଆରମ୍ଭ କରିଛି। ଏହି ପ୍ଲାନର ମୂଲ୍ୟ ରହିଛି ୧,୯୯୯ ଟଙ୍କା। ବର୍ତମାନ ଏହି ପ୍ଲାନ ଫାଇବର ବ୍ରଡବ୍ରାଣ୍ଡ୍ କମ୍ବୋ ପ୍ଲାନ୍ କିଛି ସର୍କଲରେ ଚାଲିଛିଯ ଏଥିରେ ଇଣ୍ଟରନେଟ୍ ୨୦୦…