ଏହି କଣ୍ଠଶିଳ୍ପୀଙ୍କୁ ବିବାହ କରିବେ ନେହା କକ୍କର
ମୁମ୍ବାଇ() ବଲିଉଡର ଫେମସ ଗାୟିକା ନେହା କକ୍କଡ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି।ଏବେ ନେହା କକ୍କଡ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ସୂଚନାଯୋଗ୍ୟ ଯେ, ନେହା ତାଙ୍କର ଶ୍ୱଶୁର ଘରର ଲୋକଙ୍କୁ ଭେଟି ସେମାନଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି । କେବଳ ସେତିକି ନୁହେଁ ସେମାନେ…
